ସ୍କୁଲରେ ଥିଲେ ଟପ୍ପର, ପ୍ରେମ କରି ହୋଟେଲ ଗଲେ, ପ୍ରେମିକ ସହ ସମ୍ପର୍କ ସମୟରେ ସରିଗଲା ସବୁକିଛି…

ବନ୍ଧୁଗଣ ଜଣେ ଝିଅ ସ୍କୁଲରେ ଟପ୍ପର ଥିଲେ, ବାପାର ଗେଲହା ଝିଅ ଥିଲେ ଆଉ ଗାଁର ସୁନାନାଖି ଝିଅ ଥିଲେ । ବୟସ ମାତ୍ର 17 ବର୍ଷ ହୋଇଥିଲା ପ୍ରେମ ଦୁନିଆରେ ପାଦ ଦେଉ ଦେଉ ଚାଲିଗଲା ଜୀବନ । ଗାଁରୁ ସହର ସ୍କୁଲରୁ କଲେଜ ସବୁ କିଛି ବଦଳୁ ଥିଲା । ସେମିତି ଯୁବତୀଙ୍କ ମନ ବି ବଦଳୁ ଥିଲା । ସେ ବରଗଡ କଲେଜରେ ପାଠ ପଢିଲେ ଆଉ କଲେଜରେ ପାଠ ପଢିବା ବେଳେ ସାମ୍ନାକୁ ଆସେ ଅନେକ ଚେହେରା । ପାଠ ସାଙ୍ଗକୁ ପ୍ରେମ ହେଉଛି ଗୋଟେ ନୂଆ ଦୁନିଆ ।

ନିଜ ପ୍ରେମିକ ସହ ମିଶିବାକୁ ଏକ ହୋଟେଲକୁ ଯାନ୍ତି ଏହି 17 ବର୍ଷୀୟ ନାବାଳିକା ଜଣକ । ପ୍ରେମିକକୁ 23 ବର୍ଷ ଆଉ ପ୍ରେମିକାକୁ ମାତ୍ର 17 ବର୍ଷ । ଦୁହେଁ ଯାଇଥିଲେ ବିଜୟ ହୋଟେଲକୁ ମନର ମିଳନ ତ ଏମିତିରେ ହୋଇଥିଲା କିନ୍ତୁ ଶାରୀରିକ ମିଳନ ସମୟରେ ହଠାତ ଅଚେତ ହୋଇଯାନ୍ତି ଏହି ପ୍ରେମିକା ଜଣକ । ଏହା ପରେ ନାବାଳିକାଙ୍କୁ ନେଇ ମେଡିକାଲ ନେଲା ପ୍ରେମିକ ଜଣକ ।

ମେଡିକାଲ ଗଲା ପରେ ଶେଷ ହୋଇଯାଇଥିଲା ଜୀବନ । ଯେଉଁ ଝିଅ ଏତେ ସ୍ଵପ୍ନ ଦେଖିଥିଲା ଆଜି ସେ ଝିଅଟି ଆଖି ବୁଝି ଦେଇଛି । ବନ୍ଧୁଗଣ ଯୁବତୀ ଜଣକ ବରଗଡ ମହା ବିଦ୍ୟାଳୟରେ ପାଠ ପଢୁଥିଲେ । ସ୍କୁଲରେ ପାଠ ପଢିବା ବେଳେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପ୍ରଥମ ସ୍ଥାନ ହାସଲ କରୁଥିଲେ ଯୁବତୀ । ସପ୍ତମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏନଏମଏନ ପରୀକ୍ଷାରେ ସ୍କଲାରସିପ ପାଇ ବର୍ଷକୁ 12 ହଜାର ଟଙ୍କା ନଗତ ରାସୀ ରାଜ୍ୟ ସରକାରଙ୍କ ଠାରୁ ପାଉଥିଲେ ।

ବନ୍ଧୁଗଣ ଏଥିରୁ ଆପଣ ଭାବି ପାରୁଥିବେ ସେ ଯୁବତୀଙ୍କର କେତେ ଉଜ୍ଵଳ ଭବିଷ୍ୟତ ଥିଲା ହେଲେ ପ୍ରେମର ଦୁନିଆରେ ପାଦ ଦେଲା ପରେ ଚାଲି ଯାଇଛି ଜୀବନ । ବେଲୁଆ ପଦାର ଗ୍ରାମର ପ୍ରଥମ ଝିଅ ଥିଲେ ଯୁବତୀ ଯିଏ କି ଉଚ୍ଚ ଶିକ୍ଷା ପାଇଁ ବରଗଡ ମହିଳା ମହାବିଦ୍ୟାଳୟରେ ନାମ ଲେଖାଇ ଥିଲେ । ବାପାଙ୍କର ବହୁତ ଆଶା ଥିଲା ହେଲେ ବାପାଙ୍କର ସବୁ ଆଶାକୁ ଝିଅ ମାଟିରେ ମିଶାଇ ଦେଇଛି ।


ହୋଟେଲରେ ନିଜ ପ୍ରେମିକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଯାଇଥିଲେ ଯୁବତୀ । ବନ୍ଧୁଗଣ ତାଙ୍କ ବୟସ କଣ ଶାରୀରିକ ସମ୍ପର୍କ ରଖିବାର ଥିଲା । ଶାରୀରିକ ସମ୍ପର୍କ ସମୟରେ ହଠାତ ଚେତା ହରାଇ ଆଖି ବୁଝି ଦେଲେ ଯୁବତୀ । ତା ହେଲେ ବନ୍ଧୁଗଣ ଏହି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *