ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ କ୍ଲାସ ଭିତରେ ପ୍ରେମ କରୁଥିଲେ ପ୍ରଧାନ ଶିକ୍ଷକ ,ଧରିଦେଲେ ଗ୍ରାମବାସୀ ଓ ଚପଲ ମାଳ ପିନ୍ଧେଇ କଲେ ସମ୍ମାନ । ହଁ ଦର୍ଶକବନ୍ଧୁ ଏହି ଘଟଣା ଟି ହେଉଛି ସୁନ୍ଦରଗଡ଼ର ଜିଲ୍ଲା ବଲାଙ୍ଗୀର ଥାନା ଅନ୍ତରଗତ କଣ୍ଡିଆ ବାହାଲ ସେବା ଆଶ୍ରମରେ । କଣ୍ଡିଆ ବାହାଲ ସେବା ଆଶ୍ରମର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୋହିତ କୁମାର ଆଇନଙ୍କର ଦୀର୍ଘ ଦୁଇ ବର୍ଷ ହେଲା ଋଷିୟାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ।

ତେବେ ଏହା ସମ୍ପର୍କରେ ଗ୍ରାମବାସୀମାନେ ପୂର୍ବରୁ ଜାଣିଥିଲେ ଓ ଉଭୟଙ୍କୁ ଚେତାବନୀ ଦେଇଥିଲେ । ଅନେକ ଥର ଦୁଇଜଣଙ୍କୁ କଠୋରୀରୁ ଉଦ୍ଧାର କରି ବୁଝାଇଥିଲେ ଓ ସ୍କୁଲ କମିଟି ମଧ୍ୟ ସେମାନଙ୍କୁ ବଦଳିବାର ଏକ ଅବସର ଦେଇଥିଲା । ମାତ୍ର ଗତ ଗୁରୁବାର ଠାରୁ ବିଦ୍ୟାଳୟ ଖୋଲା ଯାଇଥିଲା ଓ ଏହାକୁ ସଠିକ ଅବସର ମନେ କରି ପ୍ରଧାନ ଶିକ୍ଷକ ପୁଣ୍ୟବର ରାମଳୀଲା ଆରମ୍ଭ କରିଥିଲେ ।
ଏବେ ସୋସିସିଆଲ ମିଡିଆରେ ଉଭୟଙ୍କ ପ୍ରେମ କଥାବାର୍ତ୍ତା ହେଉଥିବା ଭିଡିଓ ବେସ୍ ଭାଇରାଲ ହେଉଛି । ସ୍କୁଲ ଖୋଲିବାର ପରେ ଗତଶୁକ୍ରବାର ଦିନ ପୁଣି ଥରେ ପ୍ରଧାନ ଶିକ୍ଷକ ଓ ମହିଳାଙ୍କର ଅନୈତିକ ସମ୍ପର୍କକୁ ଦେଖି ଗ୍ରାମଲୋକେ ସେମାନଙ୍କୁ କଠୋରୀରୁ ଉଦ୍ଧାର କରି ପୋଲିସ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ଗ୍ରାମଲୋକମାନେ ପ୍ରଧାନ ଶିକ୍ଷକଙ୍କୁ ଚପଲ ମାଳ ପିନ୍ଧାଇ ଗାଁ ସାରା ବୁଲାଇଥିଲେ ।

ଭିଡିଓରେ ସ୍ପଷ୍ଟ ରୂପେ ଦେଖାଯାଉଛି ଯେ ପ୍ରଧାନ ଶିକ୍ଷକ ତାଙ୍କ ଗଦିରେ ମହିଳାଙ୍କୁ ବସାଇ ପ୍ରେମର ବାର୍ତ୍ତାଳାପ ହେଉଥିଲେ । ଏହାକୁ ଦେଖିଥିବା ଗ୍ରାମଲୋକେ ପ୍ରଧାନ ଶିକ୍ଷକଙ୍କୁ ଧରି ଗାଁ ସାରା ବୁଲାଇ ପୋଲିସ ଥାନା ନେଇକିଯାଇଥିଲେ । ମହିଳା ଜଣକ କହୁଛନ୍ତି ଯେ ସେ ଖାତା ନେବାକୁ ଆସିଥିଲେ ଓ ସେହି ବିଷୟରେ ଉଭୟ କଥା ହେଉଥିଲେ । ମାତ୍ର ଗ୍ରାମବାସୀ କହିଲେ ଏହା ପୁରୁଣା ମାମଲା ଅଟେ ।
ଏହି ଘଟଣା ହେଲା ପରେ ପ୍ରଧାନ ଶିକ୍ଷକ ସ୍କୁଲ ଆସିବା ବନ୍ଦ କରିଦେଇଛନ୍ତି କିନ୍ତୁ ଋଷିୟା ମହିଳା ସ୍କୁଲ ଆସୁଛନ୍ତି । ଅତ୍ୟାଧୁନିକ ଶିକ୍ଷକମାନଙ୍କ ଏପରି କାମଗୁଡାକ ଆଗାମୀ ଭବିଷ୍ୟତ ଉପରେ କୁପ୍ରଭାବ ପକେଇଥାଏ । ତେଣୁ ଏହା ପ୍ରତି ସଚେତନ ହେବା ଆବଶ୍ୟକ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

