ପ୍ରତିଦିନ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ କହି ଦିଅନ୍ତୁ କେବଳ ଏହି ୨ ଟି ଶବ୍ଦ, ସାତ ଜନ୍ମ ପାଇଁ ଦୂର ହୋଇଯିବ ଦରିଦ୍ରତା- Vastu Tips

ବନ୍ଧୁଗଣ ଆମର ସମସ୍ତ ବେଦ ଓ ପୁରାଣରେ ଅନେକ ପ୍ରକାରର ମନ୍ତ୍ରର ଉଲ୍ଲେଖ ରହିଛି । ହିନ୍ଦୁଧର୍ମ ଅନୁସାରେ ଏହି ପୃଥିବୀରେ ଥିବା ସମସ୍ତ ବସ୍ତୁ ଓ ପ୍ରାଣୀ ମାନଙ୍କ ପାଇଁ ଅନେକ ପ୍ରକାରର ଶ୍ଳୋକ ଲେଖା ଯାଇଛି । ଏହି ସମସ୍ତ ଶ୍ଳୋକ ଦ୍ଵାରା ଇଶ୍ଵରଙ୍କ ରଚନାର ମହତ୍ଵ ବିଷୟରେ କୁହାଯାଇଛି । ବନ୍ଧୁଗଣ ଆମର ପ୍ରାଚୀନ ମନ୍ତ୍ର ଓ ଶ୍ଳୋକରେ ଏତେ ଶକ୍ତି ଥାଏ ଯେ, ତାହା ଆମ ଜୀବନକୁ ସଂପୂର୍ଣ୍ଣ ବଦଳାଇବାର କ୍ଷମତା ରଖିଥାନ୍ତି ।

ଯେତେବେଳେ ଆମେ ଏହି ମନ୍ତ୍ରର ଉଛାରଣ କରିଥାଉ ସେତେବେଳେ ଆମ ଆଖ ପାଖରେ ଥିବା ସମସ୍ତ ବାତାବରଣ ଶୁଦ୍ଧ ଓ ପବିତ୍ର ହୋଇଯାଇଥାଏ । ଏହା ସହିତ ଆମ ମନ ମସ୍ତିସ୍କରେ ବହୁତ ଶାନ୍ତି ମିଳିଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ପ୍ରାଚୀନ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହାକୁ ଉଛାରଣ କରିଲେ ଆମ ଜୀବନରେ ଥିବା ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ । ଏହାର ପ୍ରଭାବ ଆମ ଜୀବନ ଉପରେ ଭାରି ମାତ୍ରାରେ ପଡିବ ଯାହାଦ୍ୱାରା ଆମ ଜୀବନରେ ସୁଖ ସମୃଦ୍ଧିର ବୃଦ୍ଧି ହେବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ ।

୧. ବନ୍ଧୁଗଣ ସର୍ବ ପ୍ରଥମେ ସଖାଳ ସମୟରେ ଉଠିବା ପରେ ନିଜର ଦୁଇ ହାତ ପାପୁଲିକୁ ଆପଣ ମାନେ ଯୋଡି ଦିଅନ୍ତୁ ଓ ଏହି ମନ୍ତ୍ରର ଜପ କରନ୍ତୁ, ‘କରାଗ୍ରେ ବସତେ ଲକ୍ଷ୍ମୀ କରମଧ୍ବେ ସରସ୍ଵତୀ, କରମୂଳେ ତୁ ଗୋବିନ୍ଦ ପ୍ରଭାତେ କରଦର୍ଶନମ’ । ବନ୍ଧୁଗଣ ଏହି ମନ୍ତ୍ରର ଜପ କରିବା ସମୟରେ ଆପଣ ମା ଲକ୍ଷ୍ମୀ, ସରସ୍ଵତୀ ଓ ଭଗବାନ ବିଷ୍ଣୁଙ୍କର ସ୍ମରଣ କରିବା ଉଚିତ । ଏହି ମନ୍ତ୍ରର ଜପ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ଓ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ ।

୨. ବନ୍ଧୁଗଣ ପୂଜା କରିବା ସମୟରେ ଆପଣ ମାନେ ଏହି ମନ୍ତ୍ରର ଜପ କରନ୍ତୁ, ‘ତ୍ଵମେବ ମାତା ଚ ପିତା ତ୍ଵମେବ ତ୍ଵମେବ ବନ୍ଧୁଶ୍ଚ ସଖା ତ୍ଵମେବ, ତ୍ଵମେବ ବିଧ୍ୟା ଦ୍ରବିଣମ ତ୍ଵମେବ ତ୍ଵମେବ ସର୍ବମ ମମ ଦେବ ଦେବ’ । ବନ୍ଧୁଗଣ ଏହି ମନ୍ତ୍ରର ଜପ କରିବା ସମୟରେ ଆପଣ ନିଜ ଇଷ୍ଟ ଦେବତାଙ୍କ ସ୍ମରଣ ନିଶ୍ଚୟ କରନ୍ତୁ । ଏହି ମନ୍ତ୍ରର ଜପ କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ନିଶ୍ଚୟ ପୂରଣ ହେବ । ଏହି ମନ୍ତ୍ରର ଜପ ବହୁତ ଫଳଦାୟକ ଅଟେ କାରଣ ଏହି ମନ୍ତ୍ରର ଜପ କରିଲେ ଭଗବାନ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।

୩. ବନ୍ଧୁଗଣ ଆମ ଲିଷ୍ଟର ଶେଷ ମନ୍ତ୍ର ହେଉଛି, ‘ସର୍ବେ ଭବନ୍ତୁ ଶୁଖିନା, ସର୍ବେ ଶନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିଦ ଦୁଃଖ ଭାଗ ଭବତା’ । ବନ୍ଧୁଗଣ ଏହି ଶ୍ଳୋକର ଉଚରଣ କରିବା ଦ୍ଵାରା ଆପଣ ସମସ୍ତ ପ୍ରାଣୀଙ୍କ ମଙ୍ଗଳ କାମନା କରିବେ ଯାହାଦ୍ୱାରା ଭଗବାନ ଆପଣଙ୍କ ଉପରେ ମଙ୍ଗଳ କରିବେ । ବନ୍ଧୁଗଣ ଏହି ମନ୍ତ୍ରର ଜପ ଦ୍ଵାରା ଆପଣ ମାନେ ଏହି ଦୁନିଆର ସମସ୍ତ ଦୁଃଖ କଷ୍ଟ ଠାରୁ ଦୂରେଇ ରହିବେ ଓ ଆପଣ ନିଜ ଜୀବନରେ ବହୁତ ଉନ୍ନତି କରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *