୬୫ ବର୍ଷର ଶଶୁର ୨୧ ବର୍ଷର ବୋହୁ ସହ କରିଲେ ବିବାହ, କାରଣ ଜାଣିଲେ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ଆଜିକାଲି ଦୁନିଆରେ ଏମିତି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ବିଷୟରେ ଆପଣ ଜାଣିଲେ ଆପଣ ବିଶ୍ଵାସ କରିବେ ନାହିଁ । ଆପଣ ମାନେ ଏହି ମାମଲା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ସବୁ ଘଟଣା ସାଧାରଣତଃ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବାକୁ ଯାଉଛୁ । ସେହି ଘଟଣାଟି ହେଉଛି ଶଶୁର ନିଜ ବୋହୁ ସହ କରିଲା ବିବାହ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ବନ୍ଧନ ରୂପେ ମାନି ଥାନ୍ତି । ହେଲେ କିଛି ଅମାନୁଷିକ ପରିସ୍ଥିତି ଦ୍ଵାରା ବିବାହକୁ ଲୋକମାନେ ଅପବିତ୍ର କରିଥାନ୍ତି । ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଗୋଟେ ବିବାହରେ ପୁଅ ବାଲା ବରଯାତ୍ରୀ ନେଇ ଝିଅ ବାଲା ଘରକୁ ଯାଉଥିଲେ । ସବୁ କିଛି ଖୁସି ଖୁସିରେ ହେଉଥିଲା ।

ହେଲେ ଝିଅ ଘରେ ପହଞ୍ଚିବା ପରେ ଜଣା ପଡିଥିଲା ପୁଅ ଫେରାର ହୋଇଯାଇଛି । ପୁଅ ଅନ୍ୟ କାହାକୁ ପ୍ରେମ କରୁଥିଲା ଓ ସେହି ଝିଅ ସହିତ ଫେରାର ହୋଇ ଯାଇଛି । ଏହା ଦ୍ଵାରା ବିବାହର ପରିସ୍ଥିତି ଶୋଚନୀୟ ହୋଇଯାଇଥିଲା । ସେହି ସମୟରେ କନ୍ୟା ଉପରେ ଦୁଃଖର ପାହାଡ ଛିଣ୍ଡି ପଡିଥିଲା । ଝିଅଟି ମାଙ୍ଗଳିକ ଥିବାରୁ ଏହା ଝିଅ ଘର ବାଲା ପାଇଁ ବହୁତ ଅଶୁଭ ଥିଲା ।

ପରିବାରର ସମ୍ମାନକୁ ବଞ୍ଚାଇବା ପାଇଁ ପୁଅର ପିତାଙ୍କୁ ବାଧ୍ୟ କରଯାଇଥିଲା ନିଜ ବୋହୁ ସହ ବିବାହ କରିବା ପାଇଁ । ବହୁତ ଚେଷ୍ଟା କରିବା ପରେ ୬୫ ବର୍ଷ ବୟସର ରୋଶନ ଲାଲ ୨୧ ବର୍ଷ କନ୍ୟା ସପନାକୁ ବିବାହ କରି ଘରକୁ ଆଣିଥିଲେ । ବହୁତ ଲାଜ୍ୟା ଅନୁଭବ କରି ରୋଶନ ଲାଲ କହିଥିଲେ, ସତରେ ଆଜି ମୋର ବାପା ହେବାର ଜନ୍ମ ସାର୍ଥକ ହୋଇଗଲା । ଏହିପରି ଏକ କୁଳାଙ୍ଗାର ପୁଅକୁ ଜନ୍ମ ଦେଇ ମୁ ବହୁତ ଦୁଃଖ ଅନୁଭବ କରୁଛି ।

ବନ୍ଧୁଗଣ ଏହି ଘଟଣାଟି ଘଟିଛି ବିହାରର ସମସ୍ତି ପୁର ଗ୍ରାମରେ । ଏହି ଘଟଣାଟି ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛି । ଯେଉଁ ଲୋକ ଏହି ଘଟଣା ବିଷୟରେ ଜାଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି । ଆପଣ ମଧ୍ୟ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଥିବେ ।

ଏଥିରେ ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ଓ ନୀତିଦିନ ଘଟୁଥିବା ସମସ୍ତ ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *