“ସସ୍ମିତା କଣ୍ଠରେ ଯେମିତି ମା ସରସ୍ଵତୀ ବିଜେ କରିଛନ୍ତି, ତାଙ୍କ ଗୀତ ଶ୍ରୁତି ମଧୁର” Siddhant Mohapatra

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ  ଓଡିଆ ସିନେମା ଜଗତର ଅଭିନେତା ଯିଏ ଅନେକ ଚଳଚ୍ଚିତ କରି ଦର୍ଶକମାନଙ୍କ ମନକୁ ଜିତିଛନ୍ତି । ଯାହାଙ୍କ ସିନେମା ଲୋକମାନଙ୍କୁ ଖୁବ୍ବ ଆକର୍ଷିତ କରିଛି ତାଙ୍କ ନାଁ ହେଉଛି ସିଦ୍ଧାନ୍ତ ମହାପାତ୍ର । ଅଭିନେତା ସିଦ୍ଧାନ୍ତ ମହାପାତ୍ର ଭାଇରାଲ ସସ୍ମିତାଙ୍କୁ ନେଇକି ତାଙ୍କ ବ୍ୟକ୍ତବ୍ୟ ରେ କେତେକ ବିଷୟ କହିଛନ୍ତି ।

ଆସନ୍ତୁ ଜାଣିବା ଅଭିନେତା ସିଦ୍ଧାନ୍ତ କହିବା ଅନୁସାରେ ଏହା ତାଙ୍କ ସକସେସ୍ ନୁହେଁ କାରଣ ସଫଳତାର ଶୀକରକୁ ଛୁଇଁବା ପାଇଁ ବହୁ କଷ୍ଟ କରିବାକୁ ପଡିଥାଏ । ସସ୍ମିତା ଭଉଣୀଙ୍କ କଣ୍ଟରେ ମା ‘ ସରସ୍ଵତୀ ଦେବୀଙ୍କ ହାତ ରହିଛି ମୁଁ ମଧ୍ୟ ତାଙ୍କ ଗୀତ ଶୁଣିଛି ମୋତେ ବହୁତ ଭଲ ଲାଗିଛି । ତେଣୁ ଜୀବନରେ ଆରମ୍ଭ କରିଥିବା ଦୁଇ ପାଦକୁ ସଫଳତା ନ ଭାବି ପରିଶ୍ରମ କରି ଆଗକୁ ଯାଆନ୍ତୁ  ।

ଦେଖିବେ ଦିନେ ନିଶ୍ଚୟ ସଫଳତାକୁ ପ୍ରାପ୍ତ କରିପାରିବେ ଏବଂ ସେହି ଦିନ ଜୀବନର ପ୍ରକୃତ ସଫଳତାକୁ ପାଇପାରିବା । ମୁଁ ଯଦି ଜଣେ କଳାକାର ହୋଇପଡ଼ିଛି ତେବେ କିଏ ବି ଇଣ୍ଡଷ୍ଟିରେ କଳାକାର ହେଇପାରିବ । ଦେଖନ୍ତୁ କଳାକାରକୁ ସିନେମା ଇଣ୍ଡଷ୍ଟିକୁ ଆସିବାରେ କିଏ ବି ରୋକିପାରିବ ନାହିଁ । କାରଣ ଇଣ୍ଡଷ୍ଟି କଳାକାରମାନଙ୍କୁ ଅନୁସନ୍ଧାନ କରେ ଆଉ ଯା ଭିତରେ କଳା ଅଛି ସେ ନିଶ୍ଚୟ ଆସିବ ।

ସସ୍ମିତା  ଭଉଣୀ ମଧ୍ୟ ଆହୁରି ରିହର୍ସାଲ କରନ୍ତୁ କାରଣ ଯେତେ ନିଜକୁ ଗଢିବା ସେତେ ଆଗକୁ ବଢିବ । ଦେଖିବେ ଦିନେ ସେ ନିଶ୍ଚୟ ଇଣ୍ଡଷ୍ଟିକୁ ଆସିବେ ଆମ ଇଣ୍ଡଷ୍ଟିରେ ଥିବା ଗୀତ ନିର୍ଦେଶକ ମାନେ ତାଙ୍କୁ ମଧ୍ୟ ଗୋଟାଏ ସୁଯୋଗ ଦେବେ । ମୁଁ ତୋ କହିବି ରିୟାଲିଟି ଶୋ ରେ ଆସି ତାଙ୍କୁ ଯୋଗ ଦେବା ଦରକାର ଯାହା ଫଳରେ ସେ ଶୀଘ୍ର ସଫଳତାକୁ ପାଇପାରିବେ ।

ମୁଁ ବାଲେଶ୍ଵରରେ ରହୁଥିବା ଭାଇ ମାନଙ୍କୁ ନିବେଦନ କରେ କି ତାଙ୍କ ସ୍ଵାମୀ ଯିଏ ମଦ ପିଅନ୍ତି । ଯଦି କେହି ତାଙ୍କୁ ସାହାଯ୍ୟ କରି ମଦ ଛଡାଇ ଦିଅନ୍ତୁ ତେବେ ଭଉଣୀଙ୍କ ସଂସାର ପୁନର୍ବାର ଗଢିବ । କାରଣ ଭଉଣୀଙ୍କ ସାନ ଝିଅ ମଧ୍ୟ ଅଛି ଯାହା ପାଇଁ ବାପା ଓ ମା ର ପ୍ରେମ ରହିବା ନିହାତି ଜରୁରୀ  ଅଟେ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *