ମା’ ପର୍ଣ୍ଣ ସାଇଟ ଚଲାଏ ଓ ବାପା ଗାଳି ଦିଏ, Sara ଙ୍କ ସାମ୍ନାରେ କିଛି ଏମିତି ଥିଲା Saif ଓ Amrita ଙ୍କ ଛବି

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ନିଶ୍ଚୟ ଦେଖିଥିବେ । ସାରା ଅଲି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଫିଲ୍ମ କରି ସାରିଛନ୍ତି ଓ ସାରା ବହୁତ କମ ବର୍ଷ ବୟସରେ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ସାରାଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ନିଜର ହଟ୍ ଫଟୋ ଓ ନିଜ ପର୍ଶନାଲ ଲାଇଫ ପାଇଁ ସାରା ସୋ-ସି-ଆ-ଲ ମି-ଡି-ଆ-ରେ ସବୁବେଳେ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ସାରାଙ୍କ ଫାମିଲି ବଲିଉଡ ସହ ଜଡିତ ଅଛି । ସାରାଙ୍କ ଜେଜେ ମାଙ୍କ ଠାରୁ ଆରମ୍ଭ କରି ତାଙ୍କ ବାପା ମା ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି । ସାରାଙ୍କ ବାପା ହେଉଛନ୍ତି ସେଫ ଅଲି ଖାନ ଓ ମା ଅମୃତା ଉଭୟ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଳାକାର ଅଟନ୍ତି । ସାରା ମଧ୍ୟ ନିଜ ବାପା ମାଙ୍କ ପରି ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ଓ ବର୍ତ୍ତମାନ ସେ ସଫଳତା ମଧ୍ୟ ହାସଲ କରିଛନ୍ତି ।

ବନ୍ଧୁଗଣ ସାରା କୌଣସି କଥା ଲୁଚାନ୍ତି ନାହିଁ ଯେକୌଣସି ବିଷୟ ଉପରେ ସେ ଖୋଲାଖୋଲି କଥା କୁହନ୍ତି ଓ ଫ୍ୟାନ୍ସ ମାନେ ମଧ୍ୟ ଏଥିପାଇଁ ସାରାଙ୍କୁ ଅଧିକ ପସନ୍ଦ କରନ୍ତି । ସାରା ନିଜ ବାପା ସେଫ ଅଲି ଖାନ ଓ ମା ଅମୃତା ସିଂହଙ୍କ ସମ୍ପର୍କକୁ ନେଇ ମଧ୍ୟ ଅନେକ ଖୁଲାସା କରିଛନ୍ତି । ଗତ କିଛି ଦିନ ତଳେ ସାରା ଏକ ଏଣ୍ଟର୍ବ୍ୟୁରେ ନିଜ ବାପା ମାଙ୍କ ବିଷୟରେ କହିଥିଲେ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ସାରା ଯେତେବେଳେ ଛୋଟ ଥିଲେ ସେତେବେଳେ ସେ ନିଜ ମା ବାପାଙ୍କ ବିଷୟରେ ଏକ ଅଜବ ଚିନ୍ତାଧାରା ରଖୁଥିଲେ । ତାଙ୍କୁ ଲାଗୁଥିଲା ତାଙ୍କା ମା ଅମୃତା ଓ ବାପା ସେଫ ଅଲି ଖାନ ଖରାପ ମଣିଷ ଅଟନ୍ତି । ସେ ଭାବୁ ଥିଲେ ବାପା ସେଫ ଗା-ଳି ଦିଅନ୍ତି ଓ ମା ଅମୃତା ଏକ ପ-ର୍ନ ସା-ଇ-ଟ ଚଲାନ୍ତି । ସାରାଙ୍କ ମତରେ- ‘ମୁ ପିଲା ଦିନରେ ଫିଲ୍ମ ଓମକାରା ଓ ଫିଲ୍ମ କଳିଯୁଗ ଦେଖିଥିଲି ଏବଂ ସେତେବେଳେ ମୋତେ ଲାଗୁଥିଲା ମୋ ବାପା ମା କେତେ ଖରାପ ଅଟନ୍ତି’ ।

ଆଗକୁ ସାରା କହିଛନ୍ତି- ‘ମୁ ଭାବୁ ଥିଲି ବାପା ଗା-ଳି ଦେଉଥିଲେ ଓ ମା ପ-ର୍ନ ସା-ଇ-ଟ ଚଲାଉ ଥିଲେ । ଗୋଟେ ବର୍ଷ ଦୁଇଜଣଙ୍କୁ ବେଷ୍ଟ ଆକ୍ଟର ଇନ ନେଗେଟିଭ ରୋଲରେ ନୋମିନେଟ କରଯାଇଥିଲା ଓ ସେତେବେଳେ ମୁ ଆଶ୍ଚର୍ଯ୍ୟ ହୋଇଗଲି । ହେଲେ ବଡ ହେବା ପରେ ମୁ ଧୀରେ ଧୀରେ ସବୁ ଜାଣିଲି । ମୁ ପିଲା ଦିନରୁ ଏମିତି ମୁ ଗୋଟେ ସ୍କ୍ରିପ୍ଟକୁ ବାରମ୍ବାର ପଢିଥାଏ । ଜୀବନରେ ବହୁତ କିଛି ବଦଳି ଯାଇଛି’ ।

Leave a Reply

Your email address will not be published. Required fields are marked *