ଫିଲ୍ମରେ 182 ଥର ମିଳିଥିଲା ମୃତ୍ୟୁ, ପୁଣି ସତରେ ଯେତେବେଳେ ମୃତ୍ୟୁ ର ସାମ୍ନା ହେଲା ତ ଲୋକଙ୍କୁ ଲାଗିଲା କରୁଛନ୍ତି ଆକଟିଂ

ବନ୍ଧୁଗଣ ବଲିଉଡ ଫିଲ୍ମରେ ହିରୋ ପରିକା ଭିଲିଆନର ଭୂମିକା ମହୟ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ କାରଣ ଭିଲିଆନ ଯେତେ ଅଧିକ ଦମଦାର ହୁଏ ଫିଲ୍ମ ଦେଖିବାକୁ ସେତେ ଅଧିକ ମଜା ଆସିଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଦମଦାର ଭିଲିଆନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଦମଦାର ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଆଶିଷ ବିଦ୍ୟାର୍ଥୀ ।

ଆପଣ ମାନେ ସମସ୍ତେ ଆଶିଷଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ ସେ ବଲିଉଡ ସହିତ ଅନେକ ସାଉଥ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଆଶିଷ ନିଜର ଅଧିକାଂଶ ଫିଲ୍ମରେ ଖଳନାୟକର ଭୂମିକାରେ ନଜର ଆସିଛନ୍ତି । ବନ୍ଧୁଗଣ ଆଶିଷ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଆସିବା ଦିନରୁ ଆଶିଷ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ନୂଆ ନୂଆ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରନ୍ତି ।

ଆଇସିଙ୍କ ଫିଲ୍ମ କାରିୟରରେ ଗୋଟେ ବଡ କଥା ହେଉଛି ସେ ଏ ପର୍ଯ୍ୟନ୍ତ ଫିଲ୍ମ ଗୁଡିକରେ ୧୮୨ ଥର ମ-ରି ସାରି ଛନ୍ତି । ସେ ବଲିଉଡର ଏମିତି ପ୍ରଥମ ଅଭିନେତା ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ଗୁଡିକରେ ସବୁଠାରୁ ଅଧିକ ମ-ରି-ଛନ୍ତି । ବଲିଉଡ ଫିଲ୍ମର ଅନ୍ତରେ ଭିଲିଆନ ଓ ହିରୋ ମଧ୍ୟରୁ ହିରୋ ଜିତିଥାଏ ଓ ଭିଲିଆନ ହାରି ଥାଏ ତେବେ ଆପଣ ଭାବନ୍ତୁ ଆଶିଷ ବଲିଉଡର କେତେକ ଫିଲ୍ମରେ ଭିଲିଆନ ହୋଇଛନ୍ତି । ବନ୍ଧୁଗଣ ଗୋଟେ ଫିଲ୍ମରେ ଆଶିଷ ବିଦ୍ୟାର୍ଥୀ ମୃ-ତ୍ୟୁ ମୁଖରୁ ବଞ୍ଚି ଆସିଥିଲେ । ଫିଲ୍ମରେ ଗୋଟେ ସିନ୍ ରେ ତାଙ୍କୁ ପାଣିରେ ଓଲହାଇବାର ଥିଲା ।

ହେଲେ ଆଶିଷ ପଣିର ଗଭୀରତା ମାପି ପାରି ନଥିଲେ । ଭୁଲ ବଶତଃ ଆଶିଷ ପାଣିର ଗଭୀରତା ଆଡକୁ ଚାଲି ଯାଇଥିଲେ । ସେହି ସିନ୍ ରେ ତାଙ୍କୁ ବୁ-ଡି-ବା-ର ଅଭିନୟ କରିବାର ଥିଲା ହେଲେ ବନ୍ଧୁଗଣ ଆଶିଷ ବାସ୍ତବ ଜୀବନରେ ପାଣି ଭିତରେ ବୁ-ଡି-ବା-କୁ ଯାଉଥିଲେ । ସେତେବେଳେ ସ୍ଥାନୀୟ ଲୋକ ମାନଙ୍କୁ ଲାଗିଲା ଆଶିଷ ଅଭିନୟ କରୁଛନ୍ତି । ଆଶିଷଙ୍କୁ ପାଣି ଭିତରୁ ବଞ୍ଚାଇବା ପାଇଁ କେହି ବି ଆସିଲେ ନାହିଁ । ସମସ୍ତେ ଭାବୁ ଥିଲେ ସେ ଅଭିନୟ କରୁଛନ୍ତି ।

ହେଲେ ସେହି ସ୍ଥାନରେ ଥିବା ଜଣେ ପୋଲିସ ଅଫିସରକୁ ଆଶିଷଙ୍କ ଉପରେ ସ-ନ୍ଦେ-ହ ହେଲା ଯାହା ଫଳରେ ସେ ତୁରନ୍ତ ପାଣି ଭିତରକୁ ଯାଇ ଆଶିଷଙ୍କୁ ବଞ୍ଚାଇ ଥିଲେ । ସେହି ସମୟରେ ଲୋକ ମାନେ ଜାଣି ପାରିଲେ ଯେ, ଆଶିଷ ଅଭିନୟ କରୁ ନଥିଲେ ସେ ବାସ୍ତବ ଜୀବନରେ ପାଣିରେ ବୁ-ଡୁ ଥିଲେ । ଆଶିଷଙ୍କ ଜୀବନ ସହ ଜଡିତ ଏହି ଘଟଣାଟି ଆଜି ପର୍ଯ୍ୟନ୍ତ ଚର୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ କଳାକାର ଆଶିଷ ବିଦ୍ୟାର୍ଥୀ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *