ସପ୍ତାହକୁ ମାତ୍ର 2 ଦିନ ଚୁଟିରେ ଲଗାନ୍ତୁ ଏହି ପାଣି, ଚୁଟି ଏତେ ଲମ୍ବା ଆଉ ମୋଟା ହେବ କି ସମ୍ଭାଳି ପାରିବେନି- Baba Ramdev Health Tips

ବନ୍ଧୁଗଣ ଆଜିକାଲିର ଦୁନିଆରେ ପ୍ରାୟ ଅଧିକାଂଶ ଲୋକଙ୍କର କେଶ ଜନିତ ସମସ୍ଯା ଦେଖାଯାଉଛି । ଆଜିକାଲି ଉଭୟ ପୁଅ ଓ ଝିଅ ମାନଙ୍କର କେଶ ଝଡିବା, କେଶ ରୁଖା ହେବା ଓ କେଶ ଧଳା ହୋଇଯିବା ଆଦି ସମସ୍ଯା ଦେଖାଯାଉଛି । ଏହି ସମସ୍ଯାକୁ ଦୁର କରିବା ପାଇଁ ଲୋକମାନେ ମାର୍କେଟରୁ ମିଳୁଥିବା ବିଭିନ୍ନ ହେୟାର ସାମ୍ପୁ ଓ ହେୟାର ଅଏଲର ବ୍ଯବହର କରିଥାନ୍ତି । ହେଲେ ଏହି ସମସ୍ତ ଜିନିଷରେ ବହୁତ ମାତ୍ରାରେ କେମିକାଲ ମିଶି ହୋଇରହିଥାଏ । ଯାହା ଆପଣଙ୍କ କେଶକୁ ଅଧିକ ଡ୍ୟାମେଜ କରିଥାଏ ।

କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାରୀ କରି ଆପଣ ନିଜ କେଶ ଜନିତ ସମସ୍ତ ସମସ୍ଯାକୁ ଦୂର କରିପାରିବେ । ଏହା ସହିତ ଆପଣ ନିଜ କେଶକୁ ମୋଟା, ଲମ୍ବା, ଘନ ଓ କଳା କରିପାରିବେ । ତା ହେଲେ ଆସନ୍ତୁ ଜାଣିବା ଏହି ରେମେଡି ବିଷୟରେ ।


ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣଙ୍କୁ ପ୍ରଥମ ଜିନିଷର ଦରକାର ପିଆଜ । ପିଆଜ ଆମ କେଶ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ପିଆଜ ଆମ କେଶ ଝାଡିବାକୁ କମ କରିଥାଏ । ତେଣୁ ଆପଣ ଏକ ପିଆଜ ନିଅନ୍ତୁ ଓ ଏହାକୁ ଭଲ ଭାବରେ କାଟି ଦିଅନ୍ତୁ । କାଟିବା ପରେ ଆପଣ ପିଆଜକୁ ପେଶୀ ତାର ରସ ବାହାର କରିଦିଅନ୍ତୁ । ବନ୍ଧୁଗଣ ପିଆଜକୁ ଭଲ ଭାବରେ ପେଶୀବା ପରେ ଆପଣ ଏକ ଛଣା ସାହାର୍ଯ୍ୟରେ ପିଆଜ ରସକୁ ଅଲଗା କରିଦିଅନ୍ତୁ ।


ବନ୍ଧୁଗଣ ପାଇଜରେ ସଲଫର ଥାଏ ଯାହା ଆମ କେଶ ପାଇଁ ବହୁତ ଲାଭଦାୟକ । ଏହାପରେ ଆପଣ ଏକ ପାତ୍ର ନିଅନ୍ତୁ ଓ ଏଥିରେ ଦୁଇ ଚାମଚ ପିଆଜ ରସ ପକାଇ ଦିଅନ୍ତୁ । ଏହାପରେ ଆପଣ ଏହି ରସରେ ଦୁଇ ଚାମଚ ନଡିଆ ତେଲ ମିଶାଇ ଦିଅନ୍ତୁ । ଆପଣ ଯେକୌଣସି କମ୍ପାନୀର ନଡିଆ ତେଲ ନେଇ ପାରିବେ । ବନ୍ଧୁଗଣ ନଡିଆ ତେଲ ମଧ୍ୟ ଆମ କେଶ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ଏହାପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦେବେ । ବର୍ତ୍ତମାନ ଆମ ରେମେଡି ରୂପେ ପ୍ରସ୍ତୁତ ହୋଇଯିବ । ବନ୍ଧୁଗଣ ଆପଣ ସବୁବେଳେ ରାତିରେ ଶୋଇବା ପୂର୍ବରୁ ଏହି ତେଲକୁ ନିଜ କେଶରେ ଲଗାଇ ଦିଅନ୍ତୁ । ଏହି ତେଲକୁ କେଶର ଜଡରେ ଲଗାଇ ଭଲ ଭାବରେ କେଶର ମସାଜ କରନ୍ତୁ । ବନ୍ଧୁଗଣ କମ ସେ କମ 10 ମିନିଟ ପର୍ଯ୍ୟନ୍ତ କେଶରେ ଏହି ତେଲକୁ ଲଗାଇ ମସାଜ କରନ୍ତୁ ।


ଏହାପରେ ଆପଣ ପୁରା ରାତି କେଶକୁ ଛାଡି ଦିଅନ୍ତୁ ଓ ସଖାଳ ସମୟରେ କେଶକୁ ଯେକୌଣସି ସାମ୍ପୁ ସାହାର୍ଯ୍ୟରେ ଭଲ ଭାବରେ ଧୋଇ ଦିଅନ୍ତୁ । ବନ୍ଧୁଗଣ ଏହି ଉପାୟକୁ ଆପଣ ଗୋଟେ ସପ୍ତାହରେ ତିନି ଥର ନିଶ୍ଚୟ ବ୍ଯବହାର କରନ୍ତୁ । ଦେଖିବେ ଏକ ମାସ ମଧ୍ୟରେ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *