‘ସୁର ଅଜା ତମେ କୋଉଠି ତମ ନିଶକୁ ମୋଡ଼ିବି ଏଇଠି…’ ଭାଇରାଲ ବୟ Santanu ଙ୍କ ଦୁଷ୍ଟାମି, Sura Routray ଙ୍କୁ କହିଲେ ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୁର ଅଜା ତମେ କୋଉଠି ତମ ନିଶକୁ ମୋଡିବି । ତେବେ ନିଜର ଗୀତ ପାଇଁ ବହୁ ସୁନାମ ଅର୍ଜନ କରିଥିବା କୁନି ସିଙ୍ଗର ଶାନ୍ତନୁଙ୍କର ମସ୍ତିର ଭିଡିଓ ବର୍ତ୍ତମାନ ସମୟରେ ବହୁ ଭାଇରାଲ ହେବାରେ ଲାଗି ପଡିଛି । ତେବେ ଯେଉଁ ମାନେ ଶାନ୍ତନୁଙ୍କୁ ଦେଖୁଛନ୍ତି କି ଶାନ୍ତନୁଙ୍କର ମିଠା ମିଠା ପିଲାଲୀୟାମୀ କଥା ସବୁ ଶୁଣୁଛନ୍ତି ସେମାନେ ସମସ୍ତେ ହସି ହସି ବେଦମ ହୋଇଯାଉଛନ୍ତି ।

ତେବେ ଶାନ୍ତନୁ ଓଡିଆ ଚାନେଲର ସିଦ୍ଧାର୍ଥ ଟିଭିର ଏକ ରିୟାଲିଟି ସୋ’ କୁ ଆସି ନିଜର ଗୀତର ଜଲ୍ବା ଦେଖାଇଥିଲେ । ତାପରେ ପରେ ସାରା ଓଡିଶାର ଘରେ ଘରେ ନିଜ ଗୀତ ପାଇଁ ଶାନ୍ତନୁ ଏବେ ବହୁତ ହିଁ ଫେମସ ହୋଇଯାଇଛନ୍ତି । ତେବେ ସେହି ଶାନ୍ତନୁ ଏବେ କଙ୍ଗ୍ରେଶ ଦଳର ବିଧାୟକ ସୁର ରାଉତଙ୍କୁ ନେଇ ନିଜର କିଛି ମଜାଳିଆ କଥା ତାଙ୍କ ଉଦ୍ଧେଶ୍ୟରେ କହିଛନ୍ତି । ତେବେ ଗଣ ମାଧ୍ୟମ ନିକଟରେ ସୁର ଅଜା ତୁମେ ଜଲ୍ଦି ଆସ ।

ମୁଁ ତମ ନିଶକୁ ମୋଡିବି ଟିକେ କହି କହି ହସିକି ବେଦମ କରି ଦେଇଛନ୍ତି ଶାନ୍ତନୁ । ସୁର ରାଉତଙ୍କର ଡାଇଲଗ କହି ତା’ ର ମଜା ଉଠାଇଛନ୍ତି ମଧ୍ୟ ଶାନ୍ତନୁ । ତେବେ ଶାନ୍ତନୁଙ୍କର କହିବା ଅନୁସାରେ ସୁର ଅଜାଙ୍କର ସବୁଠୁ ଭଲ ଡାଇଲଗଟି ହେଉଛି ମାଡି ଚାଲ ଆଉ ଗୋଟେ ଆହ ଥୁ । କି କଥା ଏଗୁଡାକ । ତେବେ ଏପରି କିଛି ଡାୟଲଗ କହି କହି ଗଣ ମାଧ୍ୟମ ନିକଟରେ ଦେଖୁଥିବା ସବୁ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି କୁନି କଳାଳର ଶାନ୍ତନୁ ।

https://www.youtube.com/watch?v=fppR0Q2WCgo

ବିଧାୟକ ସୁର ରାଉତଙ୍କୁ ସୁର ଅଜା କହି ଶାନ୍ତନୁ ତାଙ୍କୁ ସମ୍ବୋଧନ କରନ୍ତି । ତେବେ ବିଧାୟକ ସୁର ରାଉତରାୟ ଶାନ୍ତନୁଙ୍କର ନିଜ ଅଜା ହୋଇନଥିଲେ । ମଧ୍ୟ ସୁର ରାଉତଙ୍କୁ ଶାନ୍ତନୁ ନିଜର ଅଜା ବୋଲି ଭାବି ତାଙ୍କର ସବୁ କଥାକୁ ଏଞ୍ଜୟ କରନ୍ତି । ତେବେ ସୁର ଅଜାଙ୍କ ସହିତ ମଜାମସ୍ତି କରିବା ପାଇଁ ଶାନ୍ତନୁଙ୍କର ବଉତ ଇଚ୍ଛା ରହିଛି ବୋଲି ଶାନ୍ତନୁ ଗଣ ମାଧ୍ୟମ ସାମ୍ନାରେ ନିଜର ଇଛା ବ୍ୟକ୍ତ କରିଛନ୍ତି ।

ଏହା ସହ ସହ ସୁର ରାଉତଙ୍କୁ ନିଜ ଘରକୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି ।ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *