‘ବୋଉଲୋ ମତେ କ୍ଷମା କରିଦବୁ, ଆଉ ବ୍ଯାଙ୍କ ଯାଇ…’ ଶେଷ ଲେଖାରେ ମା’ଙ୍କ ପାଇଁ କିଛି ଏମିତି ଲେଖି ଯାଇଛନ୍ତି DJ Azex

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବୋଉ ବ୍ଯାଙ୍କରୁ ଯାଇ ଟଙ୍କା ଉଠାଇ ଆଣିବୁ । ହଁ ବନ୍ଧୁଗଣ ଗତ କାଲି ଓଡିଶାର ଜଣେ ବହୁ ପ୍ରସିଦ୍ଧ କଳାକାର ଡିଜେ ଆଜେକ୍ସଙ୍କର ସନ୍ଦେହ ଜନକ ଭାବରେ mrutyu ଘଟିଛି । ତେବେ ସବୁ କିଛି ଠିକ ଠାକ ଚାଲିଥିବା ସମୟରେ ପୁଅ ଅକ୍ଷୟ ଅର୍ଥାତ ଡିଜେ ଆଜେକ୍ସଙ୍କର ଏପରି ହଟାତ ଭାବରେ ଆତ୍ମହତୟଆ ଉଦ୍ୟମ କରି mrutyu ହୋଇଥିବା କଥା ପୁରା ପରିବାରକୁ ଆଶ୍ଚର୍ଯ୍ୟର ଘେରକୁ ନେଇ ଆସିଛି ।

ତେବେ ନିଜ ଯବାନ ପୁଅର ଏପରି ହଟାତ ଭାବରେ mrutyu ଦେଖି ଘର ପରିବାର ଯେତିକି ଭାବରେ ମର୍ମାହତ ହୋଇପଡିଛନ୍ତି । ପୁଅର ଆତ୍ମହତୟଆ କରିବା ପଛରେ କିଏ ଦାୟୀ ତାହା ଜାଣିବାକୁ ମଧ୍ୟ ପଛଘୁଞ୍ଚା ଦେଇ ନାହାନ୍ତି । କାରଣ କିଏ ସେହି ଲୋକ ଯାହା ପାଇଁ ଜଣେ ହସୁଥିବା, ବୁଲୁଥିବା ଭଲ ପୁଅଟି ହଟାତ ଜୀବନର ଏକ ଚରମ ନିଷ୍ପତ୍ତି ନେଇଗଲା । ତେଣୁ ସକାଳୁ ଉଠୁ ଉଠୁ ଅକ୍ଷୟଙ୍କର ରୁମ୍ ରେ ଅକ୍ଷୟଙ୍କର jhulanta ଶରୀର ପରିବାର ଲୋକେ ଦେଖିବାକୁ ପାଇଥିଲେ ।

ତାପରେ ପୋଲିସ ମଧ୍ୟ ଘରେ ଆସି ପହଞ୍ଚି mrutyu ପଛର କାରଣକୁ ଜାଣିବା ପାଇଁ ଛାନଭିନ ଆରମ୍ଭ କରିଦେଇଛି । ତେବେ ଏହାରୁଇ ମଧ୍ୟରେ ଅକ୍ଷୟ ଅର୍ଥାତ ଡିଜେ ଆଜେକ୍ସଙ୍କ ଏକ ହାତ ଲେଖା ଦେଖିବାକୁ ମିଳିଛି । ଯେଉଁତିରେ ସ୍ପଷ୍ଠ ଭାବରେ ଲେଖା ହୋଇଛି । ମୋ ପ-ଆ-ସ-ୱା-ର୍ଡ ନମ୍ବର ଏତିକି ! ବୋଉ ତୁ ଯାଇ କର୍ଣ୍ଣାଟକ ବ୍ଯାଙ୍କରୁ ଯାଇ ଟଙ୍କା ଉଠାଇ ଆଣିବୁ ।

ତେବେ ଏପରି କିଛି ନିଜର ହାତ ଲେଖା ଏକ କାଗଜରେ ଲେଖି ଦେଇ ସବୁ ଦିନ ପାଇଁ ଆଖି ବୁଝି ଦେଇଛନ୍ତି ଡିଜେ ଆଜେକ୍ସ ! ତେବେ ତାଙ୍କ ମୃତ୍ୟୁ ବା ଆତ୍ମହତୟଆ କରିବା ପଛରେ କିଏ ଦାୟୀ ରହିଛି ? ତାହା ଯଦିଓ ସେହି କାଗଜରେ କିଛି ଲେଖା ହୋଇନାହିଁ । ହେଲେ ଅକ୍ଷୟଙ୍କର ଜଣେ ଅତି ନିକଟତର ବନ୍ଧୁଙ୍କ କହିବା ଅନୁଯାଇ ଜଣେ ସୁନ୍ଦରୀ ପ୍ରେମିକା ପାଇଁ ହିଁ ଅକ୍ଷୟ ଆଜି ଜୀବନର ଏତେ ବଡ ଚରମ ନିଷ୍ପତ୍ତି ନେଇ ଯାଇ ସବୁଦିନ ପାଇଁ ଆଖି ବୁଝି ଦେଇଛି ।

ଯାହାକୁ ଅକ୍ଷୟ ତ ବହୁତ ଭଲ ପାଉଥିଲେ । ହେଲେ ସେହି ଡାକ୍ତରାଣୀ ପ୍ରେମିକା କିନ୍ତୁ ଆଉ କାହାକୁ ଭଲ ପାଉଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *