Santanu ଙ୍କ ଦୁଷ୍ଟାମିରେ ମା’ ନାକେଦମ ! ମା-ପୁଅଙ୍କ ଏମିତି ଯୋଡି ଆଗରୁ କେବେ ବି ଦେଖି ନଥିବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏମିତି ମା ଓ ପୁଅର ବିରଳ ସମ୍ପର୍କ ସବୁଠାରୁ ନିଆରା ! ତେବେ ଆମେ ଏଠାରେ ତାଙ୍କ କଥା କହିବା ପାଇଁ ଯାଉଛୁ । ଯିଏ କି ନିଜ ମିଠାସ୍ଵର ପାଇଁ ସାରା ଓଡିଶାର ଘରେ ଘରେ ଅତି ସୁପରିଚିତ କଳାକାର ! ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି କୁନି କଳାକାର ଶାନ୍ତନୁ ! ତେବେ ଓଡିଆ ଚାନେଲର ଏକ ମ୍ୟୁଜିକ ରିଆୟାଲିଟି ସୋ’ ରୁ ନିଜର ମ୍ୟୁଜିକ ଜର୍ଣ୍ଣୀ ଆରମ୍ଭ ହୋଇଥିଲା ଶାନ୍ତନୁଙ୍କର ।

ତେବେ ସେଠାରେ ନିଜର ଗୀତର ଜଲ୍ବାରେ ସେଠାରେ ଉପସ୍ଥିତ ସବୁ ଜଜ୍ ଓ ଦର୍ଶକଙ୍କର ମନୋରଞ୍ଜନ କରିବାରେ ସକ୍ଷମ ହୋଇପାରିଥିଲେ କୁନି ସିଙ୍ଗର ଶାନ୍ତନୁ । ତେବେ ଶାନ୍ତନୁ କେବଳ ନିଜର ଗୀତ ପାଇଁ ନୁହେଁ । ବଂର ନିଜତ ମିଠା ମିଠା ଓ ମଜାଦାର ପୂର୍ଣ୍ଣ କଥା ପାଇଁ ଆଜି ଓଡିଶାର ସେ ଘରେ ଘରେ ପରିଚିତ ଅଛନ୍ତି । ତେବେ ଗଣ ମାଧ୍ୟମ ନିକଟରେ ଶାନ୍ତନୁ ଓ ତାଙ୍କ ମା’ ଙ୍କର ମସ୍ତି ଦେଖିବାକୁ ମିଳିଥିଲା ।

ଯେଉଁଠାରେ ଜଣେ ହିରୋ ଅନ୍ୟ ଜଣେ ହିରୋଇନକୁ ପ୍ରପୋଜ କରିବା ଭଳି ଶାନ୍ତନୁ ତାଙ୍କ ମା’ ଙ୍କୁ ଗୀତ ବୋଲି ବୋଲି ପ୍ରପୋଜ କରୁଛନ୍ତି । ଖାଲି ଏତିକି କାହିଁକି ନିଜର ମିଠା ସ୍ଵରରେ ନିଜର କଥା କହିବା ଅନ୍ଦାଜରେ ହସ କଥା କହି କହି ତାଙ୍କୁ ଦେଖୁଥିବା ସମସ୍ତ ଦର୍ଶକଙ୍କୁ ହସି ହସି ବେଦମ କରିଦେଉଛନ୍ତି । ତେବେ ଶାନ୍ତନୁ ଜଣେ କଳାକାର ହେବା ସହ ବଡ ହୋଇ ଡାକ୍ତରଟିଏ ହେବେ ବୋଲି ମଧ୍ୟ ଇଛା ରଖିଛନ୍ତି ।

ଏହା ସହ ତାଙ୍କ ବାପା ଓ ମାଆଙ୍କର ମଧ୍ୟ ସେ ଡାକ୍ତର ହେବ ପୂରଣ କରିବେ ବୋଲି ଗଣ ମାଧ୍ୟମ ନିକଟରେ ନିଜର ସ୍ଵପ୍ନ ବିଷୟରେ ଶେୟାର କରି ଚାଲିଛନ୍ତି । ଏହା ସହିତ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ହ୍ୟୁମାନ ସାଗର, କୁଲଦୀପ ଓ ସ୍ଵୟଂ ପାଢି ଭଳି କଣ୍ଠଶିଳ୍ପୀଙ୍କୁ ଶାନ୍ତନୁ ତାଙ୍କର ଆଦର୍ଶ ମାନିକି ନିଜର ଗୀତ ବୋଲିତନ୍ତି ବୋଲି ସେ କହିଛନ୍ତି ।

ତେବେ ଏହିଭଳି ଭାବରେ ଶାନ୍ତନୁଙ୍କର ମ୍ୟୁଜିକ କ୍ଯାରିଅର ଜାରୀ ରହୁ । ଏହା ସହିତ ତାଙ୍କ କୁନି କଣ୍ଠରେ ସୁନ୍ଦର ସୁନ୍ଦର ଗୀତ ବୋଲିବା ଜାରୀ ରଖନ୍ତୁ । ଏହା ସହିତ ଲୋକଙ୍କର ମଧ୍ୟ ସବୁବେଳେ ଏପରି ହସି ହସି ମନୋରଞ୍ଜନ କରାଉଥାନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *