ଦେଖନ୍ତୁ ମୃତ୍ୟୁ ଆଗରୁ ପ୍ରେମିକା ଜିଜ୍ଞାସାଙ୍କୁ କଣ ଲେଖିଥିଲେ DJ Ajex, ଯାହା ଏବେ ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡିଜେ ଆଜେକ୍ସ ଅକ୍ଷୟଙ୍କର ସନ୍ଦେହ mrutyuକୁ ନେଇ ସବୁଠି ଚର୍ଚା ! ପ୍ରେମିକାର ପ୍ରେମରେ ପାଗଳ ହୋଇ ଶେଷରେ ନିଜର ଜୀବନ ହାରିଦେଲେ ଡିଜେ ଆଜେକ୍ସ ! ତେବେ ନିକଟ ଅତୀତରେ ସମସ୍ତଙ୍କର ଅତି ପ୍ରିୟ ଡିଜେ କଳାକାରଙ୍କ ଘରୁ ତାଙ୍କର jhulanta mara ଶରୀର ଦେଖିବାକୁ ମିଳିଥିଲା । ଡାକ୍ତରଖାନା ନେବା ପରେ ଡାକ୍ତର ଅକ୍ଷୟଙ୍କର ପରଲୋକ ହୋଇଯାଇଛି ବୋଲି ଘୋଷଣା କରିଥିଲେ ।

ତେବେ ଏହାରି ଭିତରେ କଣ ପାଇଁ ଅକ୍ଷୟ ଜୀବନର ଏତେ ବଡ ଚରମ ନିଷ୍ପତ୍ତି ଭଳି ଆତ୍ମହତୟଆ ନିଷ୍ପତ୍ତି ନେଇ ଗଲେ । ଏହି କଥା ଅକ୍ଷୟଙ୍କର ସାରା ପରିବାର ତଥା ଅକ୍ଷୟଙ୍କର ଫ୍ୟାନ ମାନଙ୍କୁ ବିଚଳିତ କରୁଛି । ତେବେ ପୋଲିସ ମଧ୍ୟ ଅକ୍ଷୟଙ୍କର mrutyu ପଛରେ କିଏ ଦାୟୀ ରହିଛି ବୋଲି ନିଜର ତଦନ୍ତ ଦ୍ଵାରା ଖୋଜା ଆରମ୍ଭ କରି ଦେଇଛି । ହେଲେ ଏବେ କୁଆଡେ ସମସ୍ତଙ୍କର ମୁହଁରେ କେବଳ ସେଇ ଗୋଟିଏ ନାମ ଚର୍ଚାକୁ ଆସୁଛି ।

ସେହି ନାମଟି ହେଉଛି ସୁନ୍ଦରୀ ଡାକ୍ତରାଣୀ ପ୍ରେମିକ ଜିଜ୍ଞାସା । ତେବେ ହଁ ବନ୍ଧୁଗଣ ଜିଜ୍ଞାସା ସିଏ ଯାହାକୁ ନିଜ ଅନ୍ତରରୁ ବହୁତ ଭଲ ପାଉଥିଲେ mruta ଡିଜେ ଆଜେକ୍ସ ଅର୍ଥାତ ଅକ୍ଷୟ । ହେଲେ ଅକ୍ଷୟ ଯାହା ପ୍ରେମରେ ପାଗଳ ହୋଇ ତାଙ୍କୁ ଦିନ ରାତି ଝୁରି ହେଉଥିଲେ । ରଶ୍ମି ନାମକ ଆଉ ଜଣେ ପୁଅକୁ ଭଲ ପାଉଥିଲେ ଜିଜ୍ଞାସା । ତେବେ ଜିଜ୍ଞାସାକୁ ଅକ୍ଷୟ ଏତେ ଭଲ ପାଉଥିଲେ । କି ତାଙ୍କୁ ସାରା ଜୀବନ ପାଇଁ ନିଜର କରି ରଖିବାକୁ ଚାହୁଁଥିଲେ ।

ହେଲେ ସୁନ୍ଦରୀ ଜିଜ୍ଞାସା ଅକ୍ଷୟଙ୍କୁ ଛାଡି ଅନ୍ୟ ଜଣଙ୍କୁ ମନ ଦେଇ ବସିଥିଲେ ବୋଲି ଚର୍ଚା ହେବାରେ ଲାଗିଯାଇଛି । ଆଜେକ୍ସଙ୍କର ମୃ- ତ୍ୟୁ ପୂର୍ବରୁ ତାଙ୍କ ଫୋନର ମେସେଜ  ଦେଖିଲେ ମଧ୍ୟ ସେ ଜିଜ୍ଞାସାକୁ କେତେ ଭଲ ପାଉଥିଲେ । ତାହା ସ୍ପଷ୍ଠ ଭାବରେ ଜଣା ପଡିଯାଉଛି । ହେଲେ ଜିଜ୍ଞାସାକୁ ନିଜର ନକରିପାରିଥିବାରୁ ତାଙ୍କୁ ଝୁରି ଝୁରି ନିଜ ପ୍ରାଣ ହାରିଦେଲେ କୁଆଡେ ଡିଜେ ଆଜେକ୍ସ ।

ତେବେ ଯଦି ଜିଜ୍ଞାସାକୁ ନପାଇବାରୁ ଅକ୍ଷୟ ଏହି ଦୁନିଆ ଛାଡିଦେଲେ ବୋଲି ଅନୁମାନ କରାଯାଉଛି । ହେଲେ ସଠିକ ପ୍ରମାଣ ପାଇଁ ପୋଲିସ ମାମଲାର ତଦନ୍ତ ଜାରୀ ରଖିଛି । ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *