ଭାଇରାଲ ବୟ Santanu ଙ୍କ ଦୁଷ୍ଟାମି ! କହିଲେ ‘ମୁଁ କେବେ ବି ବ୍ରସ କରେନି କି ଜିଭ ସଫା କରେନି ଆଉ ଲାଟିନ୍ ଯାଇ ଶୌଚ ବି ହୁଏନି, ହେଲେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ନିଜେ ନିଜେ ବ୍ରସ କରେନି କି ଲାଟିନ ଯାଇ ଶୌଚ ମଧ୍ୟ ହୁଏନି । ତେବେ ଏପରି କିଛି ମଜାଳିଆ ମଜାଳିଆ କଥା କୁନି କଳାକାର ଶାନ୍ତନୁଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ନିଜର କଣ୍ଠସ୍ଵର ପାଇଁ ଏତେ ଅଳ୍ପ ବର୍ଷ ବୟସରୁ ବହୁ ଲୋକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିବା କୁନି କଣ୍ଠଶିଳ୍ପୀ ହେଉଛନ୍ତି ଶାନ୍ତନୁ । ଏକ ରିୟାଲିଟି ମ୍ୟୁଜିକ ପ୍ରୋଗ୍ରାମରୁ ନିଜର ଗୀତ କ୍ଯାରିଅର ଆରମ୍ଭ ହୋଇ ଏବେ ପର୍ଯ୍ୟନ୍ତ ନିଜର ଗୀତ ବୋଲିବା ଜାରୀ ରଖିଛନ୍ତି ଶାନ୍ତନୁ ।

ତେବେ ଆଜି ପର୍ଯ୍ୟନ୍ତ କେତେ ଗୁଡିଏ ଆଲବମ ଗାଇବାର ମଧ୍ୟ ନଜର ଆସିଛନ୍ତି ଶାନ୍ତନୁ । ଯେଉଁଥିରେ କି ନିଜର ଏକ ଛୁଆଳିଆ ତଥା ରୋମାଣ୍ଟିକ ଅନ୍ଦାଜର ଗୀତ ଶାନ୍ତନୁଙ୍କ କଣ୍ଠରୁ ଶୁଣିବାକୁ ମିଳିଥାଏ । ଯାହାକୁ ଲୋକେ ବହୁତ ଭଲ ପାଇବା ମଧ୍ୟ ଦେଇଆସିଛନ୍ତି । ତେବେ ମିଡିଆ ଆଗରେ ଶାନ୍ତନୁଙ୍କର ମଜାମସ୍ତି ଦେଖି ତାଙ୍କୁ ଦେଖୁଥିବା ଦର୍ଶକ ମଧ୍ୟ ହସି ହସି ପେଟ ଦରଜ କରିଦେଇଛନ୍ତି ।

କାରଣ ଶାନ୍ତନୁ ଗୀତ ଗାଇବା ସହ ବହୁ ଗୁଡିଏ ମଜାଳିଆ କଥା ମଧ୍ୟ କହିଛନ୍ତି । ଯେଉଁଥିରେ କି ଶାନ୍ତନୁ କହିଥିଲେ । ମୁଁ ଯାହା କରେ ସମସ୍ତଙ୍କ ଆଗରେ ଖୋଲାଖୋଲି କରି କହିଦିଏ । କିଛି ବି କାହା ଆଗରେ ଲୁଚେଇକି ରଖେ ନାହିଁ । କାରଣ ସେଝି ସବୁ ଶିକରେଟ କଥା କହିକି ହିଁ ମୁଁ ବହୁତ ଭାଇରାଲ ହେଇଯାଇଛି ।

ଯେପରିକି ମୁଁ ବ୍ରସ କରେନି । ଲାଟିନ ଯାଇ ଫ୍ଲସ କରେନି । ମା’ ଆଜି ପର୍ଯ୍ୟନ୍ତ ଏହି ସବୁ କାମରେ ମୋତେ ସାହାଜ୍ଯ କରନ୍ତି । ମୋର ଛୋଟ ବଡ ସବୁ କାମରେ ମ’ ମୋ ପାଖେ ପାଖେ ରହିଥାନ୍ତି । ସେଥିପାଇଁ ମୋ ମା’ ମୋ ପାଇଁ ସବୁଠାରୁ ଭଲ । ମୋ ମା’ ହେଉଛି ମୋ ପାଇଁ ଦୁନିଆର ସବୁଠାରୁ ବଡ ଓ ସୁନ୍ଦରୀ ହିରୋଇନ ।

ମୋ ମା’ ମେକପ ହେଉ କି ନହେଉ । ମା’ ନାଚୁରାଲ ବିଉଟି ମୋତେ ସବୁଠାରୁ ହିଁ ଭଲ ଲାଗେ । ତେବେ ନିଜ ମା’ ଙ୍କୁ ବହୁତ ବହୁତ ଭଲ ପାଆଆନ୍ତି ବୋଲି ମିଡିଆ ସାମ୍ନାରେ ନିଜର ମନର କଥା ବ୍ୟକ୍ତ କରି କହିଛନ୍ତି ଶାନ୍ତନୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହ କୁନି କଳାକାର ଶାନ୍ତନୁଙ୍କର ଗୀତ ଗାଇବାର ଅନ୍ଦାଜ ଆପଣଙ୍କୁ କିପରି ଲାଗେ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *