ବିବାଦରେ 2 ଓ 10 ଟଙ୍କିଆ କଏନ ! କଏନ ଉପରେ ଥିବା 4 ଧାଡିର ଗାରକୁ ନେଇ ବଢୁଛି ବିବାଦ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଦ୍ରାରେ ରହିଛି ୪ ଟି ଧାଡି ! ଯାହାକୁ ନେଇ ଉଠିଲା ମୁଦ୍ରା ବିବାଦ ! ପ୍ରଥମେ ୨ ଓ ତାପରେ ୧୦ ଟଙ୍କିଆ କଏନ୍ କୁ ନେଇ ଉଠିଛି ବିବାଦ ! ତେବେ ଟଙ୍କାକୁ ଆମେ ୨ ପ୍ରକାର ଦେଖିବାକୁ ପାଇଥାଉ । ପ୍ରଥମେ ନୋଟ ଓ ଦିତୀୟଟି ହେଉଛି କଏନ୍ । ତେବେ ସବୁ ଟଙ୍କାର ନୋଟ ଗୁଡିକ କଏନ୍ ଆକାରରେ ଯଦିଓ ଦେଖିବାକୁ ମିଳେ ନାହିଁ । ହେଲେ ୨, ୫ ଓ ୧୦ ଟଙ୍କିଆ କଏନ୍ ଭାରତୀୟ ମୁଦ୍ରା ଆକାରରେ ଦେଖିବାକୁ ମିଳିଥାଏ ।

ତେବେ ଭାରତରେ ପ୍ରଚଳିତ ୨ ଓ ୧୦ ଟଙ୍କିଆ ମୁଦ୍ରାର ଡିଜାଇନ ଦେଖିବାକୁ ପ୍ରାୟତଃ ସମାନତା ରହିଥାଏ । ସେହି କଏନ୍ ରେ ୪ ଟି ଧାଡି ଧାଡି ମଧ୍ୟ ଦେଖିବାକୁ ମିଳିଥାଏ । ଯାହାକୁ ରିଜର୍ଭ ବ୍ଯାଙ୍କର ଅନୁମତି କ୍ରମେ ଏହି କଏନ୍ ପ୍ରସ୍ତୁତ କରଯାଇଥିଲା । ହେଲେ ସେହି କଏନ୍ ର ଡିଜାଇନ ଓ ସେଠାରେ ଥିବା ଧାଡିକୁ ନେଇ ଭିନ୍ନ ଭିନ୍ନ ଲୋକଙ୍କର ବିଭିନ୍ନ  ମତ ସାମ୍ନାକୁ ଆସିଲା । ଯାହାକୁ ନେଇ ଅନେକ ବାଦ ବିବାଦ ଉଠିବାରୁ ୨ ଓ ୧୦ ଟଙ୍କିଆ କଏନ୍ ବନ୍ଦ ହୋଇଯାଇଥିଲା  ।

ତେବେ ୨ ଓ ୧୦ ଟଙ୍କା କଏନ୍ ବଦଳରେ ଲୋକମାନେ ତାହାର ନୋଟ ବ୍ୟବହାର କରୁଥିଲେ । ଏହାପରେ ସେହି କଏନର ଡିଜାଇନରେ ପରିବର୍ତ୍ତନ କରାଯିବା ପରେ ତାହା ପୁଣି ବ୍ୟବହାର ଯୋଗ୍ୟ ହୋଇପାରିଥିଲା । ତାପରେ ପୁଣି ଥରେ ୨ ଓ ୧୦ ଟଙ୍କାର କଏନ୍ ଏବେ ମଧ୍ୟ ମାରକେଟରେ ପ୍ରଚଳିତ ହେଉଛି । ତେବେ ରିଜର୍ଭ ବ୍ଯାଙ୍କର ଡିଜାଇନ ଅନୁଯାଇ ଯେଉଁ ଡିଜାଇନ କଏନ ମାର୍କେଟରେ ପ୍ରଚଳିତ ହେଉଥିଲା ।

ତାହା ବନ୍ଦ ହୋଇଯିବାର କିଛି ବିଶେଷ କାରଣ ମଧ୍ୟ ରହିଥିଲା । ୨ ଟଙ୍କିଆ କଏନ୍ ରେ ୪ ଟି ଧାଡି ରହିଥିଲା । ଯାହା ପରସ୍ପର ଉପରେ କାଟିକି ଯାଉଥିଲା । ଏହା ସହ ୪ ପାଖରେ ୪ ଟି ବିନ୍ଦୁ ମଧ୍ୟ ରହିଥିଲା । ରିଜର୍ଭ ବ୍ଯାଙ୍କର କହିବା ଅନୁଯାଇ ଏହି ୪ ଟି ଧାଡି ୪ ଟି ଭିନ୍ନ ଭିନ୍ନ ଲୋକଙ୍କର ଏକତାର ଭାବନାକୁ ବୁଝାଉଥିଲା ।

ହେଲେ ବହୁ ଲୋକ ଏହି ୪ ଧାଡିକୁ ଦେଖି କହିଲେ । ଏହା କ୍ରିଷ୍ଟିଆନ ଲୋକଙ୍କର ଚିହ୍ନ ବୋଲି ଦେଖାଯାଇଥାଏ । ତେଣୁ ଏହି ଡିଜାଇନ ଉପରେ ବହୁ ଲୋକଙ୍କର ବିବାଦ ଉଠିଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *