B ଗ୍ରେଡ ଫିଲ୍ମ ରେ କାମ କରୁଥିଲେ Manyata, ସଞ୍ଜୁ ବାବାଙ୍କୁ ଜଣା ପଡିଲା ତ ଏମିତି ଗାୟବ କରି ଦେଇଥିଲେ CD-DVD

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ବଲିଉଡ ଅଭିନେତା ସଂଜୟ ଦତ୍ତ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ “କେ ଜି ଏଫ-୨” କୁ ନେଇ ବହୁତ ଚର୍ଚ୍ଚା ରେ ଅଛନ୍ତି । ଏହି ଫିଲ୍ମ ରେ ସେ ଭିଲେନ ଭାବରେ ନଜର ଆସିବେ ।

ତାଙ୍କର ଲୁକ ଏହି ଫିଲ୍ମ ରେ ବହୁତ ଭଲ ଲାଗୁଛି । ଏହି ଫିଲ୍ମ ୧୬ ଜୁଲାଇ ୧୦୨୧ ରେ ରିଲିଜ ହୋଇପାରେ । ଏହି ଫିଲ୍ମ ର ସୁଟିଂ ସମୟ ରେ ସଂଜୁ କ୍ୟାନ୍ସର ରୋଗ ରେ ପିଡୀତ ହୋଇଥିଲେ । କିନ୍ତୁ ଚିକିତ୍ସା ପରେ ବର୍ତ୍ତମାନ ସେ ବିପଦ ରୁ ମୁକ୍ତ ଅଛନ୍ତି । ଚିକିତ୍ସା ସମୟ ରେ ତାଙ୍କ ପତି ମାନ୍ୟତା ଦତ୍ତ ତାଙ୍କର ବହୁତ ଧ୍ୟାନ ରଖୁଥିଲେ । ସେ ରାଙ୍କ ସହିତ ସବୁବେଳେ ରହୁଥିଲେ ।

ବନ୍ଧୁଗଣ ସୂଚନା ଅନୁସାରେ ମାନ୍ୟତା ଓ ସଂଜୁ ଙ୍କ ସମ୍ପର୍କ ବହୁତ ଖାସ ଅଟେ । ସଂଜୁ ଙ୍କ ଜୀବନ ରେ ଯେବେ ବି କୌଣସି ଦୁଃଖ ର ସମୟ ଆସିଛି ସେତେବେଳେ ମାନ୍ୟତା ତାଙ୍କୁ ଇମୋସନାଲ ସପୋର୍ଟ ଦେଇ ତାଙ୍କ ଆହୁରି ଉତ୍ସାହିତ କରିଛନ୍ତି । ଏଠାରେ ଆମେ ଆପଣଂକୁ ଜଣାଇ ରଖୁଛୁ ଯେ ମାନ୍ୟତା ସଞ୍ଜୟ ଙ୍କ ର ତୃତୀୟ ପତ୍ନୀ ଅଟନ୍ତି । ସଂଜୟ ଓ ମାନ୍ୟତା ୨୦୦୮ ମସିହା ରେ ପରସ୍ପର କୁ ବିବାହ କରିଥିଲେ ।

ବିବାହ ପରେ ତାଙ୍କ ର ଦୁଇଟି ଯାଆଁଳା ସନ୍ତାନ ଜନ୍ମ ନେଇଥିଲେ । ତାଙ୍କ ସନ୍ତାନ ଙ୍କ ମଧ୍ୟ ରୁ ଜଣଙ୍କ ନାମ ଶାହାରନ ଓ ଆଉ ଜଣଙ୍କ ନାମ ଇକରା ଅଟେ । ନିଜର ସମସ୍ତ ପତ୍ନୀ ଙ୍କ ମଧ୍ୟରୁ ମାନ୍ୟତା ଙ୍କ ସହିତ ସଂଜୟ ଙ୍କ ସମ୍ପର୍କ ବହୁତ ଭଲ ଅଟେ । ମାନ୍ୟତା ଙ୍କ ର ଅସଲ ନାମ ଦିଲ ନବାଜ ଶେଖ ଅଟେ । ତାଙ୍କର ଜନ୍ମ ୧୯୭୯ ମସିହା ରେ ମୁମ୍ବାଇ ର ଏକ ମୁସଲିମ ପରିବାର ରେ ହୋଇଥିଲା । ସେ ନିଜ ପିଲା ବେଳୁ ହିଁ ଅଭିନୟ ପ୍ରତି ରୁଚି ରଖିଥିଲେ । ତେଣୁ ସେ ପ୍ରଥମେ ମୁମ୍ବାଇ ରେ ଷ୍ଟ୍ରଗଲ କରିବା ଆରମ୍ଭ କରିଥିଲେ ।

ଏହା ପରେ ହିନ୍ଦୀ ଫିଲ୍ମ ରେ ପ୍ରବେଶ କରି ସାରିବା ପରେ ସେ ନିଜ ନାମ ପରିବର୍ତ୍ତନ କରି ସାରା ଖାନ ରଖିଥିଲେ । ଏହା ପରେ ସେ ଫିଲ୍ମ “ଗଙ୍ଗାଜଳ” ରେ ଏକ ଆଇଟମ ଗୀତ ରେ ଦେଖିବାକୁ ମିଳିଥିଲେ । ଏହା ପରେ ତାଙ୍କୁ ବହୁତ ଗୁଡିଏ ବି ଗ୍ରେଡ ର ଫିଲ୍ମ ଅଫର ହୋଇଥିଲା । ତାହା ମଧ୍ୟରୁ ସେ “ଲଭ ଲାଇକ ଅସ” ଫିଲ୍ମ ରେ ଅଭିନୟ କରିଥିଲେ । ଏହା ପରେ ସେ ସଂଜୟ ଦତ୍ତ ଙ୍କ ସହିତ ଦେଖା ହୋଇଥିଲେ ଓ ଧୀରେ ଧୀରେ ତାଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏହି ସମୟ ରେ ସେ ନିଜ ନାମ ସାରା ଖାନ ରୁ ମାନ୍ୟତା କୁ ପରିବର୍ତ୍ତନ କରିଥିଲେ । ମାନ୍ୟତା ଙ୍କ ବ ଗ୍ରେଡ ଫିଲ୍ମ କୁ ସଂଜୟ ବିବାହ ପରେ ୨୦ ଲକ୍ଷ ଟଙ୍କା ଦେଇ କିଣି ଦେଇଥିଲେ । ସେ ତାର ସମସ୍ତ ଡିଭିଡ଼ି କୁ ହଟାଇବା ପାଇଁ ନିଜର ସମସ୍ତ ବଳ ଲଗାଇ ଦେଇଥିଲେ । ବର୍ତ୍ତମାନ ସଂଜୟ ଓ ମାନ୍ୟତା ଖୁସି ରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *