ପ୍ରଥମ ଥର ପାଇଁ ଦେଖନ୍ତୁ Ollywood ର ଲୋକପ୍ରିୟ ହିରୋଇନ ମାନଙ୍କର ହ୍ୟାଣ୍ଡସମ ସ୍ଵାମୀ ମାନଙ୍କୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଓଲିଉଡ ଅଭିନେତ୍ରୀ ମାନଙ୍କ ରିଅଲ ଲାଇଫ ସ୍ଵାମୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅର୍ଚ୍ଚିତା ସାହୁ- ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅର୍ଚ୍ଚିତାଙ୍କ ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି ସବ୍ୟସାଚୀ ମିଶ୍ର । ସବ୍ୟ ମଧ୍ୟ ଏକ ପ୍ରସିଦ୍ଧ କଳାକାର ଅଟନ୍ତି ।

ବର୍ଷା ପ୍ରିୟଦର୍ଶନୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବର୍ଷା ପ୍ରିୟଦର୍ଶନୀ । ବର୍ଷା ଏକ ଆଗ ଧାଡିର ଅଭିନେତ୍ରୀ ଅଟନ୍ତି । ସେ ୨୦୧୪ ମସିହାରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ବିବାହ କରିଥିଲେ ।

ଝିଲିକ ଭଟ୍ଟାଚାର୍ଜ୍ୟ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଆସୁଛନ୍ତି ଝିଲିକ ଭଟ୍ଟାଚାର୍ଜ୍ୟ । ଆପଣ ମାନେ ସମସ୍ତେ ଝିଲିକଙ୍କୁ ବେସ ଭଲ ଭ୍ବାରେ ଜାଣିଥିବେ । ଝିଲିକ ୨୦୨୦ ମସିହାରେ ରାଜନେତା ପ୍ରୀତି ରଞ୍ଜନ ଘଡେଇଙ୍କ ସହ ବିବାହ କରିଥିଲେ ।

କୋଏଲ ବାନାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଆସୁଛନ୍ତି ଓଡିଶାର ଚୂଳବୁଲି ନାୟିକା କୋଏଲ ବାନାର୍ଜୀ । କୋଏଲ ଓଲିଉଡ ଅଭିନେତା ବବି ମିଶ୍ରଙ୍କ ସହ ପ୍ରେମ ବିବାହ କରିଥିଲେ ।

ଜିନା ସାମଲ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଜିନା ସାମଲ । ବନ୍ଧୁଗଣ ଜିନା ୨୦୧୭ ମସିହାରେ ରୁଦ୍ର ପାଣିଗ୍ରାହୀଙ୍କ ସହ ବିବାହ କରିଥିଲେ । ରୁଦ୍ର ୨୦୧୭ ମସିହାରେ ଏକ ରିଆଲିଟି ସୋକୁ ଜିତ୍ୟ ଜିନାଙ୍କୁ ବିବାହ କରିଥିଲେ ।

ଆନିଶା ଶର୍ମା- ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ଟିଭି ଧାରାବାହିକରେ ଆନିଶାଙ୍କୁ ନିଶ୍ଚୟ ଦେଖିଥିବେ । ଆନିଶା ୨୦୧୬ ମସିହାରେ ସୁବାସିସ ଶର୍ମାଙ୍କୁ ବିବାହ କରିଥିଲେ । ଗତ କାଲି ଏହି ଦୁଇଜଣଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଜନ୍ମ ହୋଇଛି ଯାହା ପାଇଁ ଏହି ଦୁଇଜଣ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ପ୍ରିୟା ଚୌଧୁରୀ- ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରିୟା ହେଉଛନ୍ତି ଏକ ସଫଳ ଅଭିନେତ୍ରୀ । ପ୍ରିୟାଙ୍କ ସ୍ଵାମୀଙ୍କ ନାମ ହେଉଛି କୁସନ କୁମାର । ପ୍ରିୟାଙ୍କର ଏକ ପୁଅ ମଧ୍ୟ ଅଛି ।

ମିଠି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ମିଠି । ୯୦ ଦଶକର ଅଭିନେତ୍ରୀ ମିଠିଙ୍କୁ ତ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ ।ଆଉ ଏ ହେଉଛନ୍ତି ମିଠିଙ୍କ ସ୍ଵାମୀ ମିଠି ବିବାହ ପରେ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *