ଯେତେବେଳେ ଜୋର ରେ ପବନ ଦେବାରୁ ଉଡିଗଲା Rakul Preet Singh ଙ୍କ ଛୋଟ ସ୍କର୍ଟ, ସମସ୍ତଙ୍କ ସାମ୍ନା ରେ Rakul Preet ହେଲେ ଲଜ୍ଜିତ, ଭାଇରାଲ ହେଲା ଭିଡିଓ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ସମୟ ରେ ସମଗ୍ର ପୃଥିବୀ ରେ ନିଜର ଏକ ସ୍ୱତନ୍ତ୍ର ନାମ କରି ସାରିଲାଣି । ଯାହାର ଶ୍ରେୟ କେବଳ ସାଉଥ ର ଦକ୍ଷ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଦିଆଯିବ । ସାଉଥ ଇଣ୍ଡଷ୍ଟ୍ରୀ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ କୌଣସି ନା କୌଣସି କାରଣ ରୁ ଚର୍ଚ୍ଚା ର ଘେର ରେ ରହିଥାନ୍ତି । ଯେମିତି କି ଆମେ ମଧ୍ୟ ଜାଣିଛୁ କି ଅନେକ ଅଭିନେତ୍ରୀ ମାନେ ଗତ କିଛି ଦିନ ହେବ ବହୁତ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛନ୍ତି । ସାଉଥ ଇଣ୍ଡଷ୍ଟ୍ରୀ ରେ ଜଣଙ୍କ ଠାରୁ ବଢି କରି ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି ।

କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ବେଶ ଭୁଷା ପାଇଁ ବହୁତ ଚର୍ଚ୍ଚା ରେ ରହିଥାନ୍ତି । କିନ୍ତୁ ଆଜି ଆମେ ଆପଣଂକୁ ଏପରି କିଛି ଜଣେଇବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ଆଜି ଆମେ ଆପଣଂକୁ ସାଉଥ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହ ଙ୍କ ଵିଷୟ ରେ ଏକ ରୋଚକ କଥା ଜଣେଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସେହି ଵିଷୟରେ ।

ବନ୍ଧୁଗଣ ରାକୁଲ ପ୍ରୀତ ସିଂହ କୁ କିଏ ବା ନ ଜାଣେ । ନିଜର ଉଚ୍ଚକୋଟୀର ଅଭିନୟ ପାଇଁ ସେ ଆଜି ଘରେ ଘରେ ପରିଚିତ । ରକୁଲ ପ୍ରୀତ ସିଂହ ଙ୍କ ର ଅନେକ ପ୍ରଶଂସକ ଅଛନ୍ତି । ସେ ସବୁବେଳେ ନିଜର ଷ୍ଟାଇଲ ଓ ପୋଷାକ କୁ ନେଇ ଚର୍ଚ୍ଚା ର ଘେର କୁ ଆସିଥାନ୍ତି । ତେବେ ବନ୍ଧୁଗଣ ଗତ କିଛିଦିନ ହେବ ତାଙ୍କର ଏକ ଭିଡିଓ ବହୁତ ଭାଇରଲ ହେବାକୁ ଲାଗିଛି । ଏହି ଭିଡିଓ ରେ ସେ ଏକ ହଳଦିଆ ରଙ୍ଗ ର ମିନି ସ୍କର୍ଟ ସହିତ ଉପରେ ଏକ ଜ୍ୟାକେଟ ପିନ୍ଧିଥିଲେ ଓ ଆବଶ୍ୟକୀୟ ମେକ ଅପ ସହିତ ଆଖିରେ ଗଗଲସ ପିନ୍ଧିଥିଲେ ।

ରକୁଲ ଙ୍କ ର ଏହି ପରି ଅନ୍ଦାଜ ତାଙ୍କ ପ୍ରଶଂସକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ସମୟ ରେ ତା କର ପ୍ରଶଂସକ ମାନେ ତାଙ୍କର ଫୋଟୋ ନେବା ମଧ୍ୟ ଆରମ୍ଭ କରିଦେଇଥିଲେ । ରକୁଲ ମଧ୍ୟ ବହୁତ ଚୁଲବୁଲି ପୋଜ ଦେଇ ନିଜର ଫୋଟୋ ସୁଟ କରିଥିଲେ ।

କିନ୍ତୁ ଏହି ସମୟ ରେ ଦ୍ରୁତ ପବନ ହେଉଥିବାରୁ ତାଙ୍କର ଏହି ଛୋଟ ସ୍କର୍ଟ ଟି ଉଡିବାକୁ ଲାଗିଥିଲା । କିନ୍ତୁ ସେ ତାହାକୁ ନିଜ ହାତ ଦ୍ଵାରା ସମ୍ଭାଳି ନେଇଥିଲେ । କିନ୍ତୁ ଯେତେବେଳେ ଫୋଟୋଗ୍ରାଫର ଇଂଷ୍ଟାଗ୍ରାମ ରେ ତାଙ୍କର ଫଟୋ ଅପଲୋଡ଼ କରିଥିଲେ ସେତେବେଳେ ରକୁଲ ପ୍ରୀତ ସିଂହ ଏହାକୁ ଦେଖି ବହୁତ ରାଗି ଯାଇଥିଲେ । ସେହି ଫୋଟୋଗ୍ରାଫର ଜଣଙ୍କ ହେଉଛନ୍ତି ଜଣେ ସେଲିବ୍ରିଟି ଫୋଟୋଗ୍ରାଫର ।

ଏହି ଘଟଣା କୁ ନେଇ ରକୁଲ ଏତେ ରାଗିଯାଇଥିଲେ ଯେ ସେ ଏହି ଫୋଟୋଗ୍ରାଫର ଜଣଙ୍କୁ ବ୍ଲକ ମଧ୍ୟ କରିଦେଇଥିଲେ । ଏହି ପରି ଘଟଣା ପୂର୍ବ ରୁ ମଧ୍ୟ ଅନେକ ଅଭିନେତ୍ରୀ ଙ୍କ ସହିତ ଘଟି ସାରିଛି । ବନ୍ଧୁଗଣ ରକୁଲ ପ୍ରୀତ ସିଂହ ସୋସିଆଲ ମିଡ଼ିଆ ରେ ବହୁତ ସମୟ ଆକ୍ଟିଭ ରହିଥାନ୍ତି । ସେ ସୋସିଆଲ ମିଡ଼ିଆ ରେ ନିଜର ଅନେକ ଫୋଟୋ ଓ ଫିଟନେସ ଭିଡିଓ ଅପଲୋଡ଼ କରିଥାନ୍ତି ।

ରକୁଲ ପ୍ରୀତ ସିଂହ ସାଉଥ ଓ ବଲିଉଡ ଉଭୟ ରେ କାମ କରିଥାନ୍ତି । ତାଙ୍କର ଅନେକ ଗୁଡିଏ ସୁପର ହିଟ ଫିଲ୍ମ ମଧ୍ୟ ରହିଛି ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ସେ ବର୍ତ୍ତମାନ ବଲିଉଡ଼ ରେ ଅଜୟ ଦେବଗନ ଓ ଅମିତାଭ ବଚ୍ଚନ ଙ୍କ ସହିତ ଆଗକୁ ଆସୁଥିବା ଏକ ବଡ଼ ଫିଲ୍ମ ରେ କାମ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *