ଆଜି ପୁରା 10 ବର୍ଷ ପରେ ବହୁତ ବଦଳି ଯାଇଛନ୍ତି TV ସିରିଏଲ “ଛୋଟି ବୋହୁ” ରେ କାମ କରି ଫେମସ ହୋଇଥିବା ଏହି ଷ୍ଟାରମାନେ, ଦେଖା ଯାଆନ୍ତି ବହୁତ ସୁନ୍ଦର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୨୦୦୮ ମସିହାରେ ପ୍ରସାରିତ ଟିଭି ସିରିଆଲ “ଛୋଟୀ ବହୁ” ତ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ। ଏହି ସିରିଆଲ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପ୍ରଭାବିତ କରିଥିଲା ଏବଂ ଏଥିରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ମଧ୍ୟ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଥିଲେ।ଏହି ସିରିଆଲ କୁ ବର୍ତ୍ତମାନ ୧୩ ବର୍ଷ ପୂର୍ଣ୍ଣ ହୋଇ ସାରିଛି।ଏହି ବର୍ଷ ମଧ୍ୟରେ ସିରିଆଲ ରେ କାମ କରିଥିବା ସମସ୍ତ କଳାକାର ବହୁତ ମାତ୍ରାରେ ବଦଳି ସାରିଛନ୍ତି।

ହୁଏତ ଆପଣଙ୍କ ପାଇଁ ତାଙ୍କୁ ପ୍ରଥମ ନଜର ଦେଖିଲେ ଚିହ୍ନିବା କଷ୍ଟକର ହୋଇଯିବ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସିରିଆଲ ‘ଛୋଟୀ ବହୁ’ ର କିଛି ପ୍ରସିଦ୍ଧ କଳାକାର ମାନଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. କୀର୍ତ୍ତି ଗାୟକୱାଡ଼- ଏହି ଲିଷ୍ଟ ର ପ୍ରଥମରେ ଅଭିନେତ୍ରୀ “କୀର୍ତ୍ତି ଗାୟକୱାଡ଼” ଙ୍କ ନାଁ ସାମିଲ ରହିଛି।ଏହି ଅଭିନେତ୍ରୀ ‘ଛୋଟୀ ବହୁ’ ସିରିଆଲ ରେ “ମୃଡାଲିନୀ” ନାମକ ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କୁ ଦର୍ଶକ ମାନେ ମଧ୍ୟ ଖୁବ ପସନ୍ଦ କରିଥିଲେ। ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ ଯଦି କହିବା ତେବେ ସେ ବର୍ତ୍ତମାନ ନିଜର ୪୭ ବର୍ଷ ବୟସ ପୂର୍ଣ୍ଣ କରି ସାରିଛନ୍ତି।

ଏହା ସହିତ ସେ ପୂର୍ବ ଅପେକ୍ଷା ଅଳ୍ପ ମୋଟା ହୋଇ ଯାଇଛନ୍ତି କିନ୍ତୁ ଷ୍ଟାଇଲିସ ଅଛନ୍ତି। ସେ ବର୍ତ୍ତମାନ ନିଜ ସ୍ୱାମୀ ଶରଦ କେଲକର ଓ ନିଜ ଛୁଆ ଙ୍କ ସହ ଖୁସି ରେ ନିଜର ଜୀବନ ଅତିବାହିତ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେ ନିଜର କ୍ୟାରିଅର କୁ ଜାରି ରଖିଛନ୍ତି।

୨. ଅଭିନାଶ ସଚ୍ଚଦେବା- ଏହି ଲିଷ୍ଟ ର ଦ୍ଵିତୀୟ ରେ ଅଭିନେତା ‘ଅଭିନାଶ ସଚ୍ଚଦେବା’ ଙ୍କ ନାମ ସାମିଲ ରହିଛି।ଏହି ଅଭିନେତା ସିରିଆଲ ରେ ‘ଦେବ’ ନାମକ ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ ଏବଂ ତାଙ୍କୁ ଖୁବ ପ୍ରଶଂସା କରିଥିଲେ। ଯଦି ଏହି ଅଭିନେତା ଙ୍କ ରିଅଲ ଲାଇଫ ସମ୍ବନ୍ଧରେ କହିବା ତେବେ ସେ ବର୍ତ୍ତମାନ ନିଜର ୩୪ ବର୍ଷ ବୟସ ପୂର୍ଣ୍ଣ କରି ସାରିଛନ୍ତି। ସେ ବର୍ତ୍ତମାନ ମଧ୍ୟ ପୂର୍ବ ଭଳି ହାଣ୍ଡସମ ଏବଂ ଡ୍ୟାସିଙ୍ଗ ଦେଖା ଯାଉଛନ୍ତି।

ଏହି ଅଭିନେତା ବିବାହିତ ଅଟନ୍ତି ଏବଂ ବର୍ତ୍ତମାନ ସେ ନିଜର ପତ୍ନୀ ‘ସାଲମାଲି ଦେଶାଇ’ ଙ୍କ ସହିତ ହସଖୁସିରେ ନିଜର ଜୀବନ ବିତାଉଛନ୍ତି।ଏହି ଅଭିନେତା ଙ୍କୁ ୨୦୧୯ ମସିହାରେ ଟିଭି ରିଆଲିଟି ସୋ ନଚ ବଲିୟେ ରେ ଦେଖିବାକୁ ମିଳିଥିଲା।

୩. ବେନଫ ଦତଚଂଜି- ଏହି ଲିଷ୍ଟ ରେ ତୃତୀୟ ରେ ଅଭିନେତ୍ରୀ ‘ବେନଫ ଦତ୍ଚଞ୍ଜି’ ଙ୍କ ନାମ ସାମିଲ ରହିଛି। ଏହି ଅଭିନେତ୍ରୀ ସିରିଆଲ ‘ଛୋଟୀ ବହୁ’ ରେ “ବରଖା” ନାମକ ଚରିତ୍ରରେ ଅଭିନୟ କରିଥିଲେ ଏବଂ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ। ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ ଯଦି କହିବା ତେବେ ସେ ବର୍ତ୍ତମାନ ନିଜର ୩୩ ବର୍ଷ ବୟସ ପୂର୍ଣ୍ଣ କରି ସାରିଛନ୍ତି ଏବଂ ବର୍ତ୍ତମାନ ସେ ନିଜର ପତି ‘ନର୍ମାନ୍ ଲୌ’ ଙ୍କ ସହିତ ମୁମ୍ବାଇ ରେ ରହୁଛନ୍ତି।

 

୪. ରୁବିନା ଦିଲାଇକ- ଏହି ଲିଷ୍ଟ ର ଚତୁର୍ଥ ରେ ଅଭିନେତ୍ରୀ “ରୁବିନା ଦିଲେକ” ଙ୍କ ନାମ ମଧ୍ୟ ସାମିଲ ରହିଛି।ଏହି ଅଭିନେତ୍ରୀ ସିରିଆଲ ‘ଛୋଟୀ ବହୁ’ ରେ ମୁଖ୍ୟ ଭୂମିକା “ରାଧିକା” ନାମକ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଦର୍ଶକ ମାନଙ୍କ ପ୍ରିୟ ପାତ୍ର ସାଜିଥିଲେ। ଏହି ଅଭିନେତ୍ରୀ ବର୍ତ୍ତମାନ ନିଜର ୩୩ ବର୍ଷ ବୟସ ପୂର୍ଣ୍ଣ କରି ସାରିଛନ୍ତି।

ସେ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଓ ଷ୍ଟାଇଲିସ ଦେଖା ଯାଉଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ନିଜର ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି।ଏହି ଅଭିନେତ୍ରୀ ୨୦୧୮ ମସିହାରେ ଅଭିନେତା “ଅଭିନବ ଶୁକ୍ଳା” ଙ୍କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ସହ ଖୁସିରେ ଅଛନ୍ତି।

୫. ପ୍ରିୟଙ୍କା ମିଶ୍ରା- ଏହି ସିରିଏଲ ରେ ପ୍ରିୟାଙ୍କା ମିଶ୍ର ସହାୟକ ଅଭିନେତ୍ରୀ ଭାବେ ବିଶାଖା ର ଚରିତ୍ର କରିଥିଲେ । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । କିନ୍ତୁ ଏହି ୮ ବର୍ଷ ରେ ସେ ବହୁତ ବଦଳି ଯାଇଛନ୍ତି । କିନ୍ତୁ ସେ ଆଜି ବି ଶିଂଗଲ ଅଛନ୍ତି ଓ ଆଗ ଭଳି ଏକୁଟିଆ ଜୀବନ ବିତାଉଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *