ବର୍ତ୍ତମାନ କଣ କରୁଛନ୍ତି ଏହି 7 ଜଣ ଓଡିଆ ଶିଶୁ କଳାକାର

ବନ୍ଧୁଗଣ ଆପଣ ମାନେ ସମସ୍ତେ କେତେକ ଓଡିଆ ଫିଲ୍ମ ଓ ଓଡିଆ ଧାରାବାହିକ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଫିଲ୍ମ ଓ ଧାରାବାହିକ ଗୁଡିକରେ ଆପଣ ମାନେ ବହୁତ ପ୍ରକାରର ଭୂମିକା ଦେଖିଥିବେ । ସାଧାରଣତଃ ଲୋକମାନେ ଓଡିଆ ଫିଲ୍ମ ଓ ଧାରାବାହିକରେ ଅଭିନୟ କରୁଥିବା ଶିଶୁ କଳାକାର ମାନଙ୍କ ଅଭିନୟକୁ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି କିଛି ଶିଶୁ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କୁ ଆପଣ କୌଣସି ଫିଲ୍ମ ବା ସିରିଏଲରେ ନିଶ୍ଚୟ ଦେଖିଥିବେ ।ଏହି ଶିଶୁ କଳାକାର ମାନେ ବର୍ତ୍ତମାନ କଣ କରୁଛନ୍ତି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁ କଳାକାର ମାନଙ୍କ ବିଷୟରେ ।

ମାନି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମାନି । ଆପଣ ମାନେ ସମସ୍ତେ ମାନିଙ୍କୁ ଲୋକପ୍ରିୟ ଧାରାବାହିକ ‘ମାନିନୀ’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବନ୍ଦ ହେବା ପରେ ସେ ଅନ୍ୟ କୌଣସି ସିରିଏଲରେ ନଜର ଆସିନାହାନ୍ତି ସେ ବର୍ତ୍ତମାନ ନିଜ ପାଠ ପଢା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ରାହୁଲ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ରାହୁଲ । ଆପଣ ମାନେ ସମସ୍ତେ ରାହୁଲଙ୍କୁ ଓଡିଆ ଫିଲ୍ମ ‘ଗପ ହେଲେ ବି ସତ’ରେ ନିଶ୍ଚୟ ଦେଖିଥିବେ । ସେ ବର୍ତ୍ତମାନ ନିଜ ଓଲିଉଡ କାରିୟର ପାଇଁ ପ୍ରସ୍ତୁତ ହେଉଛନ୍ତି ।

ନିକିତା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ନିକିତା । ନିକିତାଙ୍କୁ ଆପଣ ଅନେକ ଚଳଚିତ୍ରରେ ନିଶ୍ଚୟ ଦେଖିଥିବେ । ନିକିତା ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଦୁଇଟି ଫିଲ୍ମ କରିସାରିଛନ୍ତି ଯେଉଁଥିରେ ସେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସି ସାରିଛନ୍ତି ।

ଶତକସି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଶତକସି । ଆପଣ ମାନେ ସମସ୍ତେ ଶତକସିଙ୍କୁ ବହୁତ ଗୁଡିଏ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ ବର୍ତ୍ତମାନ ମଡେଲିଙ୍ଗ କରୁଛନ୍ତି ଓ ବହୁତ ଶୀଘ୍ର ସେ ଓଲିଉଡ ଫିଲ୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ଅନିମେଷ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅନିମେଷ । ଆପଣ ମାନେ ସମସ୍ତେ ଅନିମେଷଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ପ୍ରେମ କୁମାର’ ରେ ନିଶ୍ଚୟ ଦେଖିଥିବେ । ସେ ନିଜ ଅଭିନୟ କାରିୟରକୁ ଜାରି ରଖିବା ସହ ନିଜ ପାଠ ପଢା ଉପରେ ଅଧିକ ଗୁରିତ୍ଵ ଦେଉଛନ୍ତି ।

ରାଜ- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ରାଜ । ଆପଣ ମାନେ ସମସ୍ତେ ରାଜଙ୍କୁ ଓଡିଆ ଲୋକପ୍ରିୟ ଧାରାବାହିକ ‘ଜୀବନ ସାଥି’ରେ ନିଶ୍ଚୟ ଦେଖିଥିବେ । ରାଜଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ବର୍ତ୍ତମାନ ରାଜ ନିଜ ଅଭିନୟ କାରିୟରକୁ ଜାରି ରଖିବା ସହ ନିଜ ପାଠ ପଢାକୁ ମଧ୍ୟ ଜାରି ରଖିଛନ୍ତି ।

ସମୀରା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସନମୀରା । ଆପଣ ମାନେ ସମସ୍ତେ ସମୀରାଙ୍କୁ ଅନେକ ଫିଲ୍ମରେ ଦେଖିଥିବେ । ସେ ନିଜ ସୁନ୍ଦର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟ ହୋଇପାରିଛନ୍ତି । ବନ୍ଧୁଗଣ ସମୀରା ମଧ୍ୟ ବର୍ତ୍ତମାନ କିଛି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ରୂପେ ଅଭିନୟ କରିସାରିଛନ୍ତି ଓ ନିଜ ପାଠ ପଢାକୁ ମଧ୍ୟ ଜାରି ରଖିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଓଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *