ସମାଜସେବୀ Diptirekha କହିଲେ ‘ସମାଜ ପାଇଁ ପୁରୁଷ ବେ-ଶ୍ୟଆ ନିହାତି ଦରକାର ! ନହେଲେ ଧନୀ ପରିବାରର ମହିଳା ମାନେ ଯେଉଁ ମାନଙ୍କ ସ୍ଵାମୀ…’

ବନ୍ଧୁଗଣ, ଭୁବନେଶ୍ଵରରେ ପୁଅମାନେ ମଧ୍ୟ ସେ-କସ ରା-ଆକେ-ଟ କାମ ଆରମ୍ଭ କରିଲେଣି, ଏହାକୁ ନେଇ ଆଇନଜୀବୀ କହିଛନ୍ତି ଯେ ଏହା ବର୍ତ୍ତମାନ ନୁହେଁ ବରଂ ପୁଅମାନେ କେବେଠାରୁ କରୁଛନ୍ତି ସେ-କସ ରା-ଆକେ-ଟ, ଯାହାକୁ ଗିଗୋଲ ବୋଲି କୁହାଯାଉଛି । ଯେହେତୁ ଅନଲାଇନ ପ୍ରେମ ଏତେ ମାତ୍ରାରେ ବଢି ଯାଇଛି ଆଉ ପିଲାମାନଙ୍କ ଏଜୁକେସନ ସିଷ୍ଟମ ଏତେ ଡାଉନ ହୋଇଯାଇଛି ଯେ ସେମାନଙ୍କୁ ନର୍ମାଲ ଗୋଟିଏ ପାଠ ଜଣାନାହିଁ ।

ଯେଉଁଥିପାଇଁ କି ସେମାନେ କେଉଁଠି କୌଣସି ଚାକିରି କରିବାର ମଧ୍ୟ ଯୋଗ୍ୟ ନୁହନ୍ତି । ବେକାରି ସମସ୍ୟା ଏତେ ବଢି ଯାଇଛି ଯେ ପୁଅ ମାନଙ୍କୁ ରୋଜଗାର କରି ନିଜ ପେଟ ପାଟଣା ପାଇଁ କିଛି ନା କିଛି ତ କରିବାକୁ ପଡିବ ଏଣୁ ସେମାନଙ୍କୁ ଏହା ଗୋଟିଏ ସହଜ ବାଟ ଦେଖାଯାଉଛି । ଏହାକୁ ସାହାର୍ଯ୍ୟ କରୁଛନ୍ତି ଯେଉଁମାନେ ଧନୀ ଘରର ସ୍ତ୍ରୀ ଅଛନ୍ତି, ସେମାନଙ୍କୁ ଦରକାର ତାଙ୍କ ସ୍ଵାମୀ ମାନେ ତ ବାହାରେ ସବୁବେଳେ ବ୍ୟସ୍ତ ରହିଲେ ମନ୍ତ୍ରୀ ହୁଅନ୍ତୁ କି ପ୍ରଶାସନର ଲୋକମାନେ ତାଙ୍କ ସ୍ତ୍ରୀ ମାନେ ତତଃ କମ ବୟସର ଝିଅଙ୍କୁ ବିବାହ କରୁଛନ୍ତି ।

ସ୍ତ୍ରୀ ମାନଙ୍କୁ ବେସୀ ସମୟ ଦେଇପାରୁ ନାହାଁନ୍ତି ତେବେ ସେହିଭଳି ସ୍ତ୍ରୀ ଲୋକ ମାନଙ୍କୁ ହିଁ ଗିଗୋଲୋର ବେସି ଆବଶ୍ୟକତା ରହିଅଛି ତଥା ସେମାନେ ଅଧିକ ବ୍ୟବହାର କରନ୍ତି । ଆଜିକାଲି ଯେଉଁ ଝିଅ ମାନେ ଏକୁଟିଆ ରହୁଛନ୍ତି ସେମାନଙ୍କୁ ମଧ୍ୟ ଏହିଭଳି ପୁଅ ଦରକାର । ଆଗରୁ ଝିଅମାନେ କଲଗାର୍ଲ ଭାବରେ ଯାଉଥିଲେ କିନ୍ତୁ ବର୍ତ୍ତମାନ ଝିଅ ମାନଙ୍କୁ ତାହା ଅଧିକ ଦରକାର ।

ଏଣୁ ପୁଅ ମାନେ ଗିଗୋଲ ରେ ଏହିଭଳି କାମ କରୁଛନ୍ତି । ପୁଅମାନେ ଏହି କାମ କରି ବହୁତ ଉପଭୋଗ କରୁଛନ୍ତି ଏହା ସହିତ ତାଙ୍କର ପଇସା କୁ ପଇସା ମଧ୍ୟ ଇନକମ ହେଉଛି । ଏହା ବର୍ତ୍ତମାନ ଏକ ଟ୍ରେଣ୍ଡ ଚାଲିଛି । ତେବେ ମାଳିସାହିରେ କିଛି ଟା ଜାଗାରେ ଲାଇସେନ୍ସ ମିଳିଛି । ସରକାର ତାହା ଅନୁଭବ କରିଲା ଯାହା ଫଳରେ ସେମାନଙ୍କୁ ଲାଇସେନ୍ସ ଦିଆଯାଇଛି ଯେ ସେମାନେ ସେହି କାମ କରି ପାରିବେ ।

ବର୍ତମାନ ଏହା ଯେଉଁଭଳି ଭାବରେ ବଢି ଚାଲିଛି ଦିନକୁ ଦିନ ଏହା ଉପରେ ଭବିଷ୍ୟତରେ କିଛି ମଧ୍ୟ ହୋଇପାରେ । ସରକାର ଯାହା ନିସ୍ପତି ନେଇ ଯାଉଛନ୍ତି ତାହାକୁ ସେ ଚିନ୍ତା କରି ପାରୁନାହାଁନ୍ତି ଯେ ଏହା ଆମ ଶୋଷାଇଟି ଉପରେ କିଭଳି ପ୍ରଭାବ ପକାଉଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *