ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ନେଇ ଆସିଛୁ । ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ଆପଣ କେବଳ ଥରେ ବ୍ୟବହାର କରି କାଶମ କଫ, ଗଳା କଷ୍ଟ ଓ ଜ୍ଵର ପରିକା ସମସ୍ଯାକୁ ବହୁତ ସହଜରେ ଦୂର କରିପାରିବେ ।
ବନ୍ଧୁଗଣ ଏହି ଉପଚାରକୁ ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରିପାରିବେ । ଆଜିର ଏହି ଉପଚାରଟି ବହୁତ ସହଜ ଅଟେ, ଯାହା ଆପଣଙ୍କର କାଶ ଜନିତ ସମସ୍ଯାକୁ ସବୁଦିନ ପାଇଁ ଦୂର କରିଥାଏ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।
ବନ୍ଧୁଗଣ ଏହି ଉପଚାରଟିକୁ ବନେଇବା ପାଇଁ ପ୍ରଥମେ ଆପଣ ଗ୍ଯାସ ଚୁଲାରେ ଏକ ପାତ୍ର ରଖନ୍ତୁ, ବନ୍ଧୁଗଣ ଏହାପରେ ଆପଣ ଏଥିରେ ଗୋଟେ ଗ୍ଳାସ ପାଣି ନିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ୧୦ ରୁ ୧୨ଟି ଗୋଲମରୀଚ ନିଅନ୍ତୁ । ବନ୍ଧୁଗଣ ଗୋଲମରୀଚ ଆମର ଥଣ୍ଡା, କାସ ଓ ଗଳା କଷ୍ଟ ଆଦି ସମସ୍ଯାକୁ ଦୂର କରିଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଏଥିରେ ୧୦ ରୁ ୧୨ ଖଣ୍ଡ ଗୋଲମରୀଚକୁ ଛେଚି ପକାଇ ଦିଅନ୍ତୁ ।
ଏହାପରେ ବନ୍ଧୁଗଣ ଆପଣ ଏଥିରେ ଦୁଇଟି ଲବଙ୍ଗ ମିଶାନ୍ତୁ । ବନ୍ଧୁଗଣ ଲବଙ୍ଗ ସାଧାରଣତଃ ଖାଦ୍ୟ ତିଆରି କରିବାରେ ବ୍ୟବହାର ହୋଇଥାଏ । ହେଲେ ବନ୍ଧୁଗଣ ଏହା ଥଣ୍ଡା, କାସ ଓ ଗଳାରେ କଷ୍ଟ ଆଦି ସମସ୍ଯାକୁ ମଧ୍ୟ ଦୂର କରିବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ଆପଣ ଏଥିରେ ଦୁଇଟି ଲବଙ୍ଗକୁ ଛେଚି ପକାଇ ଦିଅନ୍ତୁ ।
ବନ୍ଧୁଗଣ ଏହାପରେ ଆପଣ ଏଥିରେ ଏକ ଚାମଚ ଜୁଆଣୀ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଜୁଆଣୀ ମଧ୍ୟ ଥଣ୍ଡା, କାସ ଓ କଫ ଆଦି ସମସ୍ତ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣରେ ୫ ରୁ ୬ଟି ତୁଲସୀ ପତ୍ର ମିଶାଇ ଦେବେ । ବନ୍ଧୁଗଣ ତୁଲସୀ ପତ୍ର ଗଳା କଷ୍ଟ ଓ ଜ୍ଵର ଆଦି ବହୁତ ସମସ୍ଯାକୁ ଦୂର କରିବା ପାଇଁ ରାମବାଣ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଉପଚାର ପାଇଁ ନିଶ୍ଚୟ ତୁଲସୀ ପତ୍ରର ପ୍ରୟୋଗ କରନ୍ତୁ ।
ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ କମ ସେ କମ ୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଫୁଟାଇବା ପରେ ଆପଣ ସଖାଳ ସମୟରେ ଖାଲି ପେଟରେ ଏହି ମିଶ୍ରଣର ସେବନ କରନ୍ତୁ । ବନ୍ଧୁଗଣ ଏହାର କେବଳ ଗୋଟିଏ ଥର ସେବନରେ ଆପଣ ନିଶ୍ଚୟ ନିଜର ଖାସ, ଥଣ୍ଡା, ଗଳା ଦରଜ ଆଇ ସମସ୍ତ ସମସ୍ଯାକୁ ଦୂର କରିପାରିବେ । ବନ୍ଧୁଗଣ ଏହି ଉପଚାର ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ମାନେ ବହୁତ ସହଜରେ ବନେଇ ପାରିବେ ।
ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ