Hema Malini ଙ୍କ ଠାରୁ ବି ଆହୁରି ଅଧିକ ସୁନ୍ଦର ତାଙ୍କର ଦୁଇ ବୋହୁ, ଦେଖିବା ମାତ୍ରେ ଆପଣ ବି ହେଇଯିବେ ତାଙ୍କ ଦିବାନା

ବନ୍ଧୁଗଣ ଆପଣ ମାନେ ସାମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀଙ୍କ ବିଷୟରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ବଲିଉଡର ଡ୍ରିମଗାର୍ଲ ହେମା ମାଳିନୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ହେମାଙ୍କର ବହୁତ ସୁପର ହିଟ ଫିଲ୍ମ ଗୁଡିକୁ ଦେଖିଥିବେ ।

ହେମା ମାଳିନୀ ଏକ ସମୟରେ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ରୂପେ ପରିଚିତ ଅଛନ୍ତି । ହେମା ମାଳିନୀଙ୍କ ସୁନ୍ଦରତା ପାଇଁ ସେହି ସମୟରେ ବହୁତ ଲୋକ ତାଙ୍କ ପଛରେ ପାଗଳ ଥିଲେ । ଡ୍ରିମଗାର୍ଲ ନାମରେ ପରିଚିତ ହେମା ମାଳିନୀ ଆଜି ମଧ୍ୟ ନିଜ ଆକର୍ଷିତ ଲୁକରେ ସମସ୍ତଙ୍କ ମନ ଜିତୁ ଛନ୍ତି ।

ହେମା ମାଲିନୀଙ୍କ ଆକର୍ଷିତ ଲୁକ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ହେମା ମାଲିନୀ ତାଙ୍କ ସମୟରେ ବହୁତ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ହେମା ମାଳିନୀଙ୍କ ଲୋକ ପ୍ରିୟତା ବହୁତ ଅଧିକ । ଗୋଟେ ସମୟରେ ଲୋକପ୍ରିୟ ଅଭିନେତା ସଞ୍ଜୀବ କୁମାର ହେମା ମାଳିନୀଙ୍କୁ ପାଗଳ ପରି ପ୍ରେମ କରୁଥିଲେ ।

ହେଲେ ହେମା ବଲିଉଡର ଲୋକପ୍ରିୟା ଅଭିନେତା ଧର୍ମେନ୍ଦ୍ରଙ୍କ ସହ ବିବାହ କରିଥିଲେ । ହେଲେ ଏହି ଦୁଇ ଜଣ କଳାକାରଙ୍କ ବିବାହ ପାଇଁ ବହୁତ ବାଦବିବାଦ ସୃଷ୍ଠୀ ହୋଇଥିଲା । ଅବଶ୍ୟ ଧର୍ମେନ୍ଦ୍ର ଓ ହେମା ପରସ୍ପରକୁ ପ୍ରେମ କରୁଥିଲେ, କିନ୍ତୁ ହେମାଙ୍କ ପୂର୍ବରୁ ଧର୍ମେନ୍ଦ୍ର ପ୍ରକାଶ କୌର ନାମକ ଏକ ମହିଳାଙ୍କ ସହ ହୋଇଥିଲା ।

ପ୍ରକାଶ ଓ ଧର୍ମେନ୍ଦ୍ରଙ୍କର ଦୁଇଟି ପୁଅ ମଧ୍ୟ ହୋଇଥିଲା । ସେମାନେ ଥିଲେ ସନି ଦେଓଲ ଓ ବବି ଦେଓଲ । ହେମାଙ୍କ ବଡ ପୁଅ ସନି ଦେଓଲଙ୍କ ପତ୍ନୀଙ୍କ ନାମ ହେଉଛି ପୂଜା ଦେଓଲ । ପୂଜା ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି । ସନି ଓ ପୂଜା ଙ୍କ ଯୋଡି ବହୁତ ବଢିଆ ରହିଛି । ଅନ୍ୟ ପକ୍ଷରେ ହେମାଙ୍କ ସାନ ପୁଅ ବବି ଦେଓଲଙ୍କ ପତ୍ନୀଙ୍କର ନାମ ହେଉଛି ତାନିଆ ଦେଓଲ । ତାନିଆ ମଧ୍ୟ ସୁନ୍ଦରତାରେ କାହାଠାରୁ କମ ନାହାନ୍ତି । ତାନିଆ ବହୁତ ଷ୍ଟାଇଲିସ ଓ ଆକର୍ଷିତ ଦେଖାଯାନ୍ତି ।

ତାନିଆଙ୍କୁ ମଡର୍ନ ଡ୍ରେସ ପିନ୍ଧିବାକୁ ବହୁତ ଭଲ ଲାଗେ । ଦେଓଲ ଫ୍ୟାମିଲି ବର୍ତ୍ତମାନ ବହୁତ ଚର୍ଚାରେ ରହୁଛି । ହେମା ବିବାହ କରିବା ପରେ ବହୁତ କମ ଫିଲ୍ମରେ ନଜର ଆସିଛନ୍ତି ହେଲେ ତାଙ୍କ ଲୋକପ୍ରିୟତା ଆଜି ମଧ୍ୟ କମି ନାହିଁ । ବନ୍ଧୁଗଣ ଦେଓଲ ଫ୍ୟାମିଲିର ସମସ୍ତ ସଦସ୍ୟ ବଲିଉଡ ସହ ଜଡିତ ଅଛନ୍ତି ହେଲେ ହେମାଙ୍କର ଦୁଇଜଣ ବୋହୁ ବଲିଉଡରେ ଅଭିନୟ କରନ୍ତି ନାହିଁ, ହେଲେ ସେମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ତେବେ ଫ୍ରେନ୍ଦ୍ସ ଆପଣ ମାନଙ୍କୁ ହେମ ମାଳିନୀ କେମିତି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ଅଧିକ କହବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *