ସକାଳୁ ଉଠିଲା ପରେ କେଉଁ ଜିନିଷ ଦେଖିଲେ ହୋଇଥାଏ ସର୍ବନାଶ ଓ କେଉଁ ଜିନିଷ ଦେଖିଲେ ହୋଇଥାଏ ଧନର ବର୍ଷା- Vastu Shastra

ବନ୍ଧୁଗଣ ବର୍ତ୍ତମାନର ସମୟରେ ସମସ୍ତଙ୍କ ଚିନ୍ତାଧାରା ଆଉ ପୂର୍ବ ପରି ରହିନାହିଁ । ଆଜିକାଲିର ଲୋକାମାନେ ଆମ ପୂର୍ବଜ ମାନେ ଦେଇଥିବା ଶିକ୍ଷା ଗୁଡିକୁ ଭୁଲିଯାଉଛନ୍ତି । ସଖାଳ ସମୟରେ ଉଠି ଯାହା କରିବା ଉଚିତ ତାହାକୁ ନକରି କେବଳ ଧନ ଅର୍ଜନ କରିବା ପାଇଁ ଅକାରଣ କାର୍ଯ୍ୟ ଗୁଡିକୁ କରିବାରେ ଲାଗିଥାନ୍ତି । ମଣିଷର ଏହି ଭୁଲ ପାଇଁ ସେ କେବେହେଲେ ଏକ ସୁଖମୟ ଜୀବନ ଅତିବାହିତ କରିନଥାଏ ଓ ତାକୁ ନିଜ ଜୀବନରେ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ ।

ବନ୍ଧୁଗଣ ସଖାଳ ସମୟରେ କିଛି କାମ କରିବା ଦ୍ଵାରା ମଣିଷ ନିଜ ଜୀବନରେ କେବେହେଲେ ଦରିଦ୍ରତାର ଶିକାର ହୋଇନଥାଏ, ଏହା ସହିତ ଏପରି ମଧ୍ୟ କିଛି କାମ ଅଛି ଯାହାକୁ ଭୁଲ ସେ ମଧ୍ୟ କରିବା ଉଚିତ ନୁହେଁ, ଏହି ସବୁ କାର୍ଯ୍ୟ କରିବା ଦ୍ଵାରା ମଣିଷ ଆଜୀବନ କଷ୍ଟ ସହିଥାଏ  । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ  । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ କାର୍ଯ୍ୟ ବିଷୟରେ ।

ସର୍ବ ପ୍ରଥମେ ଆସନ୍ତୁ ଜାଣିବା ସଖାଳ ସମୟରେ ଉଠିବା ପରେ କଣ ନକରିବା ଉଚିତ ।

୧. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ କେବେହେଲେ ଭୁଲ ସେ ମଧ୍ୟ ଦୁଷ୍ଟ ଲୋକଙ୍କ ଦର୍ଶନ କରନ୍ତୁ ନାହିଁ । ଏହି ଦୁଷ୍ଟ ଲୋକଙ୍କ ଦର୍ଶନ କରିବା ଦ୍ଵାରା ଜୀବନରେ ନକରାତ୍ମକ ବଢିଥାଏ, ଯାହାଫଳରେ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

୨. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ କେବେବି କୌଣସି ଚରିତ୍ରହୀନ ବ୍ୟକ୍ତିକୁ ଦେଖିବେ ନାହିଁ । ଏହି ବ୍ୟକ୍ତି ମାନଙ୍କୁ ଦେଖିବା ଦ୍ଵାରା ଆପଣ ଉପରେ ମଧ୍ୟ ସେହି ବ୍ୟକ୍ତିର ଖରାପ ପ୍ରଭାବ ପଡିଥାଏ । ତେଣୁ ବନ୍ଧୁଗଣ ଏହିପରିକା ଭୁଲ କରିବେ ନାହିଁ ।

୩. ସଖାଳ ସମୟରେ ଉଠିବା ପରେ କେବେବି ଭୁଲ ସେ ମଧ୍ୟ କୌଣସି ଲୋକକୁ ଗାଳି ଦେବେ ନାହିଁ । କାରଣ ଏହି କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କ ଉପରେ ଦେବୀ ଦେବତା ମାନେ ରୁଷ୍ଟ ହୋଇଥାନ୍ତି, ଯାହାଫଳରେ ଆପଣଙ୍କ ଜୀବନ ଧ୍ଵଂସ ହୋଇଯିବ ।

ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ସଖାଳ ସମୟରେ ଉଠିବା ପରେ କେଉଁ ସବୁ ଜିନିଷର ଦର୍ଶନ କରିବା ଉଚିତ

୧. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ଆପଣ ପ୍ରଥମେ ନିଜର ଦୁଇ ହାତ ପାପୁଲିକୁ ମିଶାଇ ଦେଖିବେ ଉଚିତ ଓ ଭଗବାନଙ୍କ ସ୍ମରଣ କରିବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କ ଶରୀରରେ ସକାରାତ୍ମକ ଊର୍ଜାର ପ୍ରଭାବ ହୋଇଥାଏ, ଯାହାଫଳରେ ଆପଣଙ୍କ ଦିନ ବହୁତ ଭଲରେ କଟିବ ।

୨. ବନ୍ଧୁଗଣ ସବୁଦିନ ସଖାଳ ସମୟରେ ଉଠିବା ପରେ ମାତା ପିତାଙ୍କ ଚରଣକୁ ସ୍ପର୍ଶ କରି ଆଶୀର୍ବାଦ ନେବା ନିହାତି ଉଚିତ । କାରଣ ମାତା ପିତାଙ୍କ ଆଶୀର୍ବାଦ ପାଇଲେ ଆପଣ ନିଜ ଜୀବନର ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ ।


୩. ବନ୍ଧୁଗଣ ଗରୁଡ ପୁରାଣ ଅନୁସାରେ ଯଦି ଆପଣ ସଖାଳ ସମୟରେ ଉଠିବା ପରେ କ୍ଷେତ ବା ଫସଲର ଦର୍ଶନ କରିଥାନ୍ତି ତା ହେଲେ ଅପାନଙ୍କୁ ପ୍ରଚୁର ଲାଭର ପ୍ରାପ୍ତି ହୋଇଥାଏ । ଏହା ବ୍ଯତୀତ ଯଦି ଆପଣ ସଖାଳ ସମୟରେ ଉଠି ଗୋମାତାଙ୍କ ଦର୍ଶନ କରିଥାନ୍ତି, ତା ହେଲେ ଆପଣଙ୍କ ସମସ୍ତ ମନୋକାମନା ପୂରଣ ହୋଇଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ନିଜର ମତାମତ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *