Chanakya Niti- ସକାଳୁ ଉଠିବା ମାତ୍ରେ ମହିଳାଙ୍କର ଏହି ୧ ଜିନିଷ କେବେ ବି ଦେଖିବେ ନାହିଁ, ନ ହେଲେ ହେଇଯିବେ ବର୍ବାଦ

କଥାରେ ଅଛି ଆପଣଙ୍କର ଦିନତି ସକାଳ ଟି ଭଲ ଯାଇଥାଏ ତାହେଲେ ପୁରା ଦିନ ଭଲ ରହିଥାଏ । ଏହା ମଧ୍ୟ ସତ୍ୟ ଅଟେ । ଏଣୁ ସକାଳ ସମୟ କୁ ବହୁତ ମହତ୍ଵ ଦିଆଯାଇଥାଏ । ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ଅଛି କି ସକାଳୁ ଉଠିଲା ପରେ କେଉଁ ଜିନିଷ ଦେଖିଲେ ଶୁଭ ହୋଇଥାଏ ଓ କଣ ଦେଖିଲେ ଶୁଭ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ସକାଳୁ ଉଠି ଦେଖିବେ ନାହିଁ ସ୍ତ୍ରୀ ଲୋକଙ୍କର ଏହି ୫ ଟି ସଂକେତ ନହେଲେ ଦିନ କଣ ପୁରା ବର୍ଷ ମଧ୍ୟ ବର୍ବାଦ୍ ହୋଇପାରେ । ନିଜକୁ ଏଥିରୁ ବଞ୍ଚିତ କରିବା ପାଇଁ ଆସନ୍ତୁ ଜାଣିବା ଏହା ସମ୍ବନ୍ଧୀୟ କିଛି ତଥ୍ୟ ।

୧. ଶାସ୍ତ୍ର ରେ ଏହା ସ୍ପଷ୍ଟ ଲେଖା ହେଇଛି ଯେ ସକାଳୁ ଯଦି ଆପଣ ଜଣେ ଗର୍ବି କିମ୍ବା ଚରିତ୍ର ହୀନ ସ୍ତ୍ରୀ ର ମୁଖ ଦେଖିବା ଉଚିତ୍ ନୁହେଁ , ମୁନିଋଷି ମାନେ କହିଛନ୍ତି ଏହି ବ୍ୟକ୍ତି ମାନଙ୍କୁ ସକାଳୁ ଉଠି ଦେଖିବା ଦ୍ଵାରା ଅଶୁଭ ହୋଇଥାଏ । ବନ୍ଧୁଗଣ ଆପଣ ମାନେ ଏମିତି କରିବାରୁ ବଞ୍ଚନ୍ତୁ , ସକାଳୁ ଉଠି ସର୍ବ ପ୍ରଥମେ ଆପଣ ନିଜ ପିତା ଓ ମାତାଙ୍କର ଦର୍ଶନ କରନ୍ତୁ ଏବଂ ଭଗବାନଙ୍କୁ ଦର୍ଶନ କରନ୍ତୁ ଆପଣଙ୍କୁ ଆଶୀର୍ବାଦ ପ୍ରାପ୍ତି ହେବ , ଆପଣଙ୍କର ଦିନ ମଙ୍ଗଳ ମୟ ହେବ ଓ ନାନା ଅସୁବିଧା ରୁ ବଞ୍ଚିତ ହେବେ ।

୨. ବୈଜ୍ଞାନିକ ମାନେ ମଧ୍ୟ ଏହା ପ୍ରମାଣିତ କରିଛନ୍ତି ଏବଂ ଏହା ସମଗ୍ର ଦୁନିଆ ମଧ୍ୟ ମାନିଥାଏ ପ୍ରାତଃ କାଳ ରେ ଭଙ୍ଗା କାଚ ଯେ କୌଣସି ଅବସ୍ଥା ରେ ଥିଲେ ମଧ୍ୟ ସେଥିରେ ନିଜ ଚେହେରା ଦେଖିବା ଦ୍ଵାରା ବ୍ୟକ୍ତି କଙ୍ଗାଳ ହେଇପାରନ୍ତି ବନ୍ଧୁଗଣ କେବେ ବି ନିଜ ମୁହଁ ଭଙ୍ଗା କାଚ ରେ ଦେଖିବେ ନାହିଁ କାହିଁକି ନା ସକାଳ ସମୟ ରେ କାଚ କିମ୍ବା ସୀସା ରେ ନକରାତ୍ମକ୍ ଊର୍ଜା ଥାଏ ଯାହା ଆପଣ ଦେଖିଲେ ଆପଣଙ୍କ ମଧ୍ୟ ରେ ସମାହିତ ହୋଇଯାଏ ଯାହା ଫଳରେ ଆପଣଙ୍କ ଭିତରେ ସାକରତ୍ମକ ଉର୍ଜା ନଷ୍ଟ ହୋଇଯାଏ ଏବଂ ଆପଣଙ୍କ ସ୍ଵଭାବ ଚିଡ୍ ଚିଡା ହେଇଥାଏ , ବନ୍ଧୁଗଣ ଏଥିପାଇଁ ସକାଳେ ଭଙ୍ଗା କାଚ ଦେଖିବାରୁ ନିଜକୁ ବଞ୍ଚାନ୍ତୁ ।

୩ . ବନ୍ଧୁଗଣ ଏହା ମନା ଯାଏ କି ସକାଳ ସମୟ ରେ ଓଲଟା ଚପଲ ଦେଖିଲେ , ବୁଢିଆଣୀ ଜାଲ ଦେଖିଲେ ଏବଂ କୌଣସି ଧାରୁଆ ଜିନିଷ ଦେଖିବା ଦ୍ଵାରା ବ୍ୟକ୍ତିର ଶାରୀରିକ ଅସୁସ୍ଥତା ଏବଂ ଅନେକ ବେମାରୀ ଦେଖା ଦେଇଥାଏ ଓ ଦିନ ସାରା ବିଭିନ୍ନ ପ୍ରକାରର ନକାରାତ୍ମକ ଉର୍ଜା ହାବି ହୋଇଯାଇଥାଏ , ଏବଂ ଆପଣମାନେ ନାନା ପ୍ରକାର ଅସୁବିଧା ର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି , ଏଥିପାଇଁ ବନ୍ଧୁଗଣ ଏହିସବୁ ଜିନିଷ କରିବାରୁ ବଞ୍ଚନ୍ତୁ ।

୪. ବନ୍ଧୁଗଣ ସକାଳୁ ଉଠି କଦାପି ଖାଲି ବାସନ , ଖାଲି ମାଠିଆ କିମ୍ବା ଖାଲି ବାଲ୍ଟି ଏବଂ ଖାଲି ୱାଲେଟ୍ ଦେଖିବା ଦ୍ଵାରା ଆପଣଙ୍କର ସଫଳତା ରେ ବାଧା ଏବଂ ଆପଣଙ୍କର ଧନ ହାନି ମଧ୍ୟ ହୋଇପାରେ । ବନ୍ଧୁଗଣ ଏଥିପାଇଁ ଆପଣମାନେ ଏହା ଦେଖିବାରୁ ନିଜକୁ ରକ୍ଷା କରନ୍ତୁ ।

୫ . ବନ୍ଧୁଗଣ ଆପଣ ମାନେ ଯଦି ସକାଳ ସମୟରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ କଳହ କିମ୍ବା ମାରପିଟ୍ ଦେଖିବେ କିମ୍ବା କୌଣସି ବ୍ୟକ୍ତିଙ୍କ ସହ ନିଜେ କଳହ କିମ୍ବା ଯୁକ୍ତିତର୍କ କରିଥାନ୍ତି ତେବେ ଏହାର ପ୍ରଭାବ ଆପଣଙ୍କର ଦିନକୁ ବିଗାଡି ଥାଏ । ଆପଣଙ୍କର ମନକୁ ଅସ୍ଥିର ଏବଂ ବିଚଳିତ କରିଥାଏ ଯାହା ଫଳ ରେ ଆପଣ ଦିନ ସାରା ଖରାପ ମିଯାଜ୍ ରେ ରୁହନ୍ତି ଏବଂ ଆପଣଙ୍କର କାର୍ଯ ରେ ମନ ଲଗିନଥାଏ । ଏଥିପାଇଁ ଦିନ ଆରମ୍ଭ ରେ ଆପଣ ମାନେ କଟୁ କଥା କୁହନ୍ତୁ ନାହିଁ କଳହ କୁ ଅଣ ଦେଖା କରନ୍ତୁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *