ବିବାହ ବନ୍ଧନରେ ବାନ୍ଧିହେଲେ କୁଆଁରୀ ବୋହୁ ଧାରାବାହିକ ର କବିତା ଅପା

ନମସ୍କାର ବନ୍ଧୁଗଣ । ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଆପଣ ମାନେ କୁଆଁରୀ ବୋହୁ ଧାରାବାହିକ ତ ନିଶ୍ଚିତ ଭାବରେ ଦେଖୁଥିବେ । ଯଦି ଦେଖୁଥାନ୍ତି ତେବେ ସେଥିରେ ଅଭିନୟ କରୁଥିବା କବିତା ଅପା ଙ୍କୁ ଭଲ ଭାବେ ଜାଣିଥିବେ । ତେବେ ଖବର ଅନୁସାରେ ଗତ କାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କୁଆଁରୀ ବୋହୁ ଧାରାବାହିକ ର କବିତା ଅପା । କୁଆଁରୀ ବୋହୁ ଧାରାବାହିକ ରେ କବିତା ଖୁବ ସୁନ୍ଦର ଆକଟିଂ କରୁଥିଲେ ଏବଂ କାଲି ରାତିରେ ହିଁ ତାଙ୍କର ବିବାହ ଶେଷ ହୋଇଛି । ସେ ବିବାହ କରି ସାରିଛନ୍ତି ।

ସେ ବିବାହ କରିଛନ୍ତି ଭୁବନେଶ୍ବର ର ଜଣେ ବିଜିନେସ ମ୍ୟାନ ଙ୍କୁ ଏବଂ ତାଙ୍କ ଘର ମଧ୍ୟ ଭୁବନେଶ୍ଵର ଅଟେ । ଗତକାଲି ମଣ୍ଡପରେ ହିଁ ତାଙ୍କର ବିବାହ ସରିଛି ଏବଂ ଆଜି ସେ ତାଙ୍କ ଶାଶୁଘରେ ଅଛନ୍ତି । ସେ ଆଗକୁ ନିଜର ଅଭିନୟ କଣ୍ଟିନ୍ୟୁ ରଖିବେ ଓ ଧାରାବାହିକ କୁ କେବେ ବି ଛାଡିବେ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି କି ତାଙ୍କର ଅଭିନୟ ପ୍ରତି ବହୁତ ଦୁର୍ବଳତା ରହିଛି ।

କବିତା ଙ୍କର ପ୍ରକୃତ ନାମ ହେଉଛି ସୋନାଲୀ ଓଝା । ତେବେ ସୋନାଲୀ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏବଂ ତାଙ୍କ ଖୁସି କହିଲେ ନ ସରେ । କାହିଁକି ନା ଶୁଣିବାକୁ ମିଳୁଛି କି ସେ ତାଙ୍କ ଲଭର ଙ୍କୁ ହିଁ ବିବାହ କରିଛନ୍ତି ଓ ସେ ଏବେ ଭୁବନେଶ୍ବରରେ ହିଁ ରହିବେ । ସେଇଠାରୁ ହିଁ ସେ ନିଜ ସୁଟିଙ୍ଗ ସେଟ କୁ ଯିବା ଆସିବା କରିବେ ।

ତାଙ୍କ ସ୍ଵାମୀ ଜଣେ ବିଜିନେସ ମ୍ୟାନ ଅଟନ୍ତି ଏବଂ ତାଙ୍କ ଘର ଖୋର୍ଦ୍ଧା । ବିଶେଷ ସୂତ୍ରରୁ ଶୁଣିବାକୁ ମିଳିଛି କି ଭୁବନେଶ୍ବରରେ ତାଙ୍କର ଗୋଟିଏ ଫ୍ଲାଟ ରହିଛି । ଅନେକ କଳାକାର ମାନେ ଏହି ବିବାହ ରେ ଯୋଗ ଦେଇନଥିଲେ ମଧ୍ୟ କୁଆଁରୀ ବୋହୁ ଧାରାବାହିକ ର କଳାକାର ମାନଙ୍କୁ ତାଙ୍କ ବାହାଘରରେ ଦେଖିବାକୁ ମିଳିଥିଲା ।

ସେମାନେ କବିତାଙ୍କ ସହ ଫଟୋ ଉଠାଇବା ସହ କବିତାଙ୍କ ସହ ମଜା ମସ୍ତି କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । କରୋନା କାଳରେ ବିବାହ ହୋଇଥିବାରୁ ସମସ୍ତେ ଏହି ବାହାଘରରେ ଯୋଗ ଦେଇ ନଥିଲେ ମଧ୍ୟ କିଛି କଳାକାର ମାନେ ଏହି ବିବାହରେ ଯୋଗ ଦେଇ କବିତାଙ୍କୁ ତାଙ୍କ ମ୍ୟାରେଜ ଲାଇଫ ପାଇଁ ଶୁଭକାମନା ଜଣାଇଥିଲେ ।

ତେବେ ଆମ ତରଫରୁ ମଧ୍ୟ କବିତାଙ୍କ ମ୍ୟାରେଜ ଲାଇଫ ପାଇଁ ବହୁତ ବହୁତ ଶୁଭକାମନା । ଆଶା କରୁଛୁ ତାଙ୍କ ମ୍ୟାରେଜ ଲାଇଫ ସୁଖମୟ ରହୁ ଏବଂ ସେ ଓ ତାଙ୍କ ସ୍ଵାମୀ ସବୁଦିନ ପାଇଁ ଏମିତି ଖୁସିରେ ରୁହନ୍ତୁ । ତେବେ ଫ୍ରେଣ୍ଡ୍ସ ଆଗକୁ ଓଲିଉଡ ର ଟିକିନିକି ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *