ବିବାହ କଲେ ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ Dipti Rekha Padhi, ଦେଖନ୍ତୁ କାହାକୁ କଲେ ସେ ବିବାହ

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଓଡିଶାର ଲୋକପ୍ରିୟ ଗାୟିକା ଦିପ୍ତିରେଖା ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ବର୍ତ୍ତମାନ ଖବର ଅନୁସାରେ ଦିପ୍ତିରେଖା ଏବେ ବିବାହ କରି ନେଇଛନ୍ତି । ଆଜ୍ଞା ହଁ ଦୀପ୍ତି ରେଖା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ତାଙ୍କ ବିବାହ ଉତ୍ସବ ରେ ସମସ୍ତ ସିନେ ଆର୍ଟିଏସଟି ଯୋଗ ଦେଇଥିଲେ । ଏବେ ଏହି କଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିପ୍ତିରେଖା ଜଣେ ବହୁତ ସୁନ୍ଦର ଗାୟିକା ଅଟନ୍ତି ।

ଦିପ୍ତିରେଖା ଯେତେ ସୁନ୍ଦର ଗାନତି ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର ଅଟନ୍ତି । ଦିପ୍ତିରେଖା କେବଳ ତାଙ୍କ ଗୀତ ମାଧ୍ୟମରେ ନୁହେଁ ବରଂ ତାଙ୍କ ରୂପ ମାଧ୍ୟମରେ ମଧ୍ୟ ସେ ଲୋକଙ୍କ ହ୍ରୁଦୟକୁ ଜିତିଥିଲେ । ଦିପ୍ତିରେଖା ଅନେକ ଓଡିଆ ଫିଲ୍ମ ଗୀତରେ ନିଜର କଣ୍ଠଦାନ କରିଛନ୍ତି ଓ ସେ ଗାଇଥିବା ସମସ୍ତ ଗୀତା ମଧ୍ୟ ସୁପର ହିଟ ହୋଇଛି ।

ସେ ନିଜର ଗୀତା ମାଧ୍ୟମରେ ଓଡିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ଦିପ୍ତିରେଖା ଙ୍କ କଣ୍ଠ ଯେତିକି ସୁନ୍ଦର ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର । ଯେତେବେଳେ ଓଡିଶାର କୌଣସି ହିଟ ଗୀତ ଆଗକୁ ଆସେ ତାହା ଦିପ୍ତିରେଖାଙ୍କ କନ୍ଠରୁ ପ୍ରାୟତଃ ଶୁଣିବାକୁ ମିଳେ । ଏହା ସହିତ ଦିପ୍ତିରେଖା ଙ୍କ ଉପରେ ଭରସା ରଖନ୍ତି ପ୍ରେମାନନ୍ଦ । ପ୍ରେମାନନ୍ଦ ଙ୍କର ସମସ୍ତ ଗୀତରେ ଦିପ୍ତିରେଖାଙ୍କୁ ଆପଣ ନିଶ୍ଚୟ ପାଇବେ । ଏହା ସହିତ ଗୋଟିଏ ଚଳଚିତ୍ରରେ ମଧ୍ୟ ସେ ଗୀତ ଗାଉଥିବାର ଓ ଅଭିନୟ କରୁଥିବାର ନଜର ଆସିଥିଲେ ।

ଇଣ୍ଡଷ୍ଟ୍ରି ରେ ଯେତେବେଳେ ସେ ପ୍ରଥମ କରି ପାଦ ଦେଇଥିଲେ ସେ ପ୍ରଥମେ ଗୀତ ଗାଉଥିଲେ କିନ୍ତୁ ସେଥିରେ ସେ ଏତେ ସଫଳ ହୋଇ ନଥିଲେ ଓ ପରେ ଏକ ଧାରାବାହିକରେ ହିରୋଇନ ଭାବେ ଅଭିନୟ କରିଥିଲେ । ତା ପରେ ପୁଣି ଥରେ ସେ ନିଜର ଗୀତ କ୍ଯାରିୟର ଆରମ୍ଭ କରିଥିଲେ ଓ ଗୀତରେ ବହୁତ ସକ୍ସେସ ପାଇଥିଲେ । ତାଙ୍କର ଗୀତ ଶୁଣିବା ପାଇଁ ସମସ୍ତେ ଭଲ ପାଆନ୍ତି । ଖବର ଅନୁସାରେ ସେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କ ବିବାହ ଉତ୍ସବ ରେ ତାଙ୍କର ସିଙ୍ଗର ସାଙ୍ଗମାନଙ୍କ ସହ ମ୍ୟୁଜିକ ଡ଼ିରେକ୍ଟର ପ୍ରେମାନନ୍ଦଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ଶୁଣିବାକୁ ମିଳୁଛି କି ଦିପ୍ତିରେଖା ତାଙ୍କ ସୋମ୍ୟ ରଞ୍ଜନ ଙ୍କୁ ବିବାହ କରିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ କି ସେ କଣ କରନ୍ତି । ଏଥିରେ ଦିପ୍ତିରେଖା ଖୁସି ଥିବାର ଜଣା ପଡୁଥିଲେ । ଦିପ୍ତିରେଖା ସମସ୍ତଙ୍କ ସହ ସେଲଫି ନବାର ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ ଅନେକ ହିଟ ଗୀତ ଗାଇଥିବା ଦିପ୍ତିରେଖା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଏବଂ ଗୀତ ତାଙ୍କ ବିବାହ ଜୀବନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଓ ସେ ଆଗକୁ ମଧ୍ୟ ଏହିପରି ଗୀତ ଗାଇବେ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି ।

 

ଦିପ୍ତିରେଖାଙ୍କୁ ତାଙ୍କର ବୈବାହିକ ଜୀବନ ପାଇଁ ଆମେ ତାଙ୍କୁ ଅଲ ଦ ବେସ୍ଟ ଜଣାଉଛୁ । ଆଶା କରୁଛୁ ତାଙ୍କ ଜୀବନ ସୁଖ ଶାନ୍ତିରେ କଟୁ । ଓଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *