ସକାଳୁ ଉଠିବା ମାତ୍ରେ ଲାଜ ନକରି ଛୁଇଁ ଦିଅନ୍ତୁ ମହିଳାଙ୍କର ଏହି ଅଙ୍ଗ, ବଦଳିଯିବ ଭାଗ୍ୟ- Chanakya Niti

ବନ୍ଧୁଗଣ ଏହି ଦୁନିଆରେ ସବୁଠାରୁ ପବିତ୍ର ସମ୍ପର୍କ ହେଉଛି ସନ୍ତାନ ଓ ମା ମଧ୍ୟରେ ଥିବା ସମ୍ପର୍କ । ସାଧାରଣତଃ ସମସ୍ତ ମା ମାନେ ନିଜ ଛୁଆଙ୍କୁ ସମସ୍ତ ପ୍ରକାରର ସ୍ନେହ ଆଦର ଦେଇଥାନ୍ତି । ବନ୍ଧୁଗଣ କିଛି ମହିଳା ବହୁତ ଭାଗ୍ୟଶାଳୀ ଥାନ୍ତି ଯେଉନମାନଙ୍କ ସହ ଯେଉଁ ପୁରୁଷ ମାନେ ବିବାହ କରନ୍ତି ସେମାନଙ୍କ ଭାଗ୍ୟ ମଧ୍ୟ ଚମକି ଯାଇଥାଏ । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ମା ମାନଙ୍କର ଏପରି ଦୁଇଟି ଅଙ୍ଗ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଛୁଇଁ ନିଜ ଭାଗ୍ୟକୁ ବଦଳାଇ ପାରିବେ ।

ମା ମାନଙ୍କର ଏହି ଦୁଇଟି ଅଙ୍ଗକୁ ଆପଣ ମାନେ ଛୁଇଁଲେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ଓ ଆପଣଙ୍କର ସମସ୍ତ ଇଛା ପୂରଣ ହେବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧି ପୂର୍ଣ୍ଣ ଜୀବନକୁ ଅତିବାହିତ କରିବା ପାଇଁ ଇଛା କରିଥାଏ । ହେଲେ ଏହି ଜୀବନକୁ ବଞ୍ଚିବା ପାଇଁ ସବୁଠାରୁ ଅଧିକ ଟଙ୍କାର ଆବଶ୍ୟକତା ରହିଥାଏ । ତେଣୁ ଟଙ୍କା ଅର୍ଜନ କରିବା ପାଇଁ ମଣିଷ ଦିନ ରାତି କଷ୍ଟ କରିଥାଏ ହେଲେ କିଛି ମଣିଷ ଏପରି ଅଛନ୍ତି ଯେଉଁମାନେ ବହୁତ କମ କଷ୍ଟରେ ଅଧିକ ଫଳ ପାଇଥାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନେ ନିଜ ଜୀବନକୁ ସୁଖମୟ କରିବା ପାଇଁ ଚାହୁଁଛନ୍ତି, ତା ହେଲେ ଆପଣ ପ୍ରତିଦିନ ସଖାଳ ସମୟରେ ଉଠି ମା ଲକ୍ଷ୍ମୀଙ୍କର ପୂଜା ଆରାଧନା ନିଶ୍ଚୟ କରନ୍ତୁ । କାରଣ ବନ୍ଧୁଗଣ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଯଦି ଆପଣ ସଖାଳ ସମୟରେ ପୂଜା କରି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଦେବେ ତା ହେଲେ ଆପଣଙ୍କୁ ନିଜ ଜୀବନରେ କୌଣସି ଆର୍ଥିକ ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ମା ଙ୍କର ସେହି ଦୁଇଟି ଅଙ୍ଗ ବିଷୟରେ ।


ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଛି । ଯଦି ଆପଣ ନିଜ ମା’ଙ୍କ ଚରଣକୁ ଦେଖିବେ ବା ଚରଣକୁ ସ୍ପର୍ଶ କରିବେ ତା ହେଲେ ଆପଣଙ୍କ ଭାଗ୍ୟ ବଦଳିଯିବ । ଚରଣକୁ ସ୍ପର୍ଶ କରିବା ଦ୍ଵାରା ଆମ ଶରୀରରେ ଏକ ସକାରାତ୍ମକ ଊର୍ଜା ଆସିଥାଏ ଯାହା ଆମକୁ ସଫଳତାର ଦିଗକୁ ନେଇଯାଇଥାଏ ।

ତେଣୁ ବନ୍ଧୁଗଣ ଆପଣ ସକାଳ ସମୟରେ ଉଠି ନିଜ ମା’ଙ୍କର ଚରଣକୁ ନିଶ୍ଚୟ ଦେଖନ୍ତୁ ଓ ସ୍ପର୍ଶ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହୋଇଯିବ । ଏହା ସହିତ ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯିବ । ତା ହେଲେ ବନ୍ଧୁଗଣ ଯଦି ଆପଣଙ୍କୁ ଆମ ଆର୍ଟିକିଲ ଭଲ ଲାଗିଥାଏ ତେବେ ନିଶ୍ଚୟ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *