ବନ୍ଧୁଗଣ ଯଦି ଆପଣ ସବୁବେଳେ ସକାଳୁ ଉଠି ଏହି ଛୋଟ ଉପାୟ କରିବେ ତେବେ ଆପଣଙ୍କ ଜୀବନରେ ଥିବା ସମସ୍ତ କଷ୍ଟ ଦୁଃଖ ଓ ସମସ୍ତ ଅସୁବିଧା ଦୂର ହୋଇଯିବ। ଏବଂ ତାହା ବିନା ପୂଜା ଅର୍ଚ୍ଚନା ରେ ହେବ। କିଏ ବି ଏହି ଉପାୟ କୁ କରିପାରିବ। ଏଥିରେ କୌଣସି ପ୍ରକାର ର ପଇସା ମଧ୍ୟ ଖର୍ଚ୍ଚ ହେବନାହିଁ। କେବଳ ସ୍ୱଚ୍ଛ ମନରେ ଏହି ଉପାୟ କୁ କରିବାକୁ ପଡିବ। ଜୀବନରେ ଧନର ବର୍ଷା ହେବାକୁ ଲାଗିବ। ଶ୍ରାବଣ ମାସରେ ଭଗବାନ ଭୋଳାନାଥ ଙ୍କ ପୂଜା ଅର୍ଚ୍ଚନା କରି ପୁଣ୍ୟ କମାଉଛନ୍ତି। ଏବଂ ଜୀବନ ରେ ଏହି ପୁଣ୍ୟ ସୁଖ ର କାରକ ହୋଇଥାନ୍ତି।
ଆମ ପୂର୍ବ ଜନ୍ମ ରେ କରିଥିବା ପାପ ଯୋଗୁଁ ଆମେ ଏହି ଜନ୍ମ ରେ ତାହା ଭୋଗିଥାଉ। ଏବଂ ସେତେବେଳେ ଆମେ ଈଶ୍ୱର ଙ୍କ ପାଖରେ ପ୍ରାର୍ଥନା କରିଥାଉ କି ହେ ଭଗବାନ ଆମକୁ ଏହି ଅସୁବିଧା ରୁ ମୁକ୍ତି ଦିଅନ୍ତୁ। ଏବଂ ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ଆଶୀର୍ବାଦ ରୁ ଆମେ ସମସ୍ତ ଅସୁବିଧା ଓ ଦୁଃଖ କଷ୍ଟ ରୁ ମୁକ୍ତି ମଧ୍ୟ ପାଇଥାଉ।
ଯେଉଁ ବ୍ୟକ୍ତି ପ୍ରତିଦିନ ଶିବଙ୍କ ର ଜ୍ୟୋତିର୍ଲିଙ୍ଗ ଙ୍କୁ ପ୍ରାର୍ଥନା କରେ ଏବଂ ନାମ ନିଏ ତା ଜୀବନରେ ମାତା ଲକ୍ଷ୍ମୀ ଙ୍କ ର ପ୍ରବେଶ ମଧ୍ୟ ହୋଇଥାଏ।ଏବଂ ତା ସହ ଦୁଃଖ ଦାରିଦ୍ର୍ୟ ଓ କଷ୍ଟ ସମାପ୍ତ ହୋଇଯାଇଥାଏ। ଏବଂ ଜ୍ୟୋତିର୍ଲିଙ୍ଗ ଉପରେ ଚଢା ଯାଇଥିବା ପ୍ରସାଦ କୁ ସେବନ କଲେ ମଣିଷ ମାତ୍ର ର କଲ୍ୟାଣ ହୋଇଥାଏ।
ବର୍ତ୍ତମାନ ଜୀବନ ରେ ଆମେ ଭୋଗୁଥିବା ଦୁଃଖ କଷ୍ଟ ଅସୁବିଧା ସବୁ ଆମ ପୂର୍ବ ଜନ୍ମ ର ପାପ ଏବଂ ଏଥିପାଇଁ ଆମକୁ କେବଳ ଗୋଟିଏ ଉପାୟ କରିବାର ଅଛି। ଆମେ ସକାଳୁ ଉଠି ଜଲଦି ଜଲଦି ରେ କାମ ଆରମ୍ଭ କରିବା ଉଚିତ ନୁହେଁ। ଆମେ ସକାଳେ ଉଠିଲା ପରେ ନିଜ ଶୋଇବା ଶେଜ ରେ ବସି ନିଜ ଆରାଧ୍ୟ ଙ୍କୁ ପ୍ରାର୍ଥନା କରିବା ଏବଂ ତାପରେ ନିଜ ମାତା ପିତା ଙ୍କ ମୁଖ କୁ ଧ୍ୟାନ କରିବା ଏବଂ ପରେ ନିଜ କର କୁ ଦର୍ଶନ କରିବା।
ଯଦି ଆପଣ ଭଗବାନ ଶିବ ଙ୍କ ଉପରେ ବିଶ୍ୱାସ କରନ୍ତି। ଏବଂ ନିଜ କର୍ମ ର ଉଚିତ ଫଳ ପାଇବାକୁ ଚାହୁଁଛୁ ତେବେ ଆମକୁ ଭଗବାନ ଶିବ ଙ୍କ ର ବାରଟି ଜ୍ୟୋତିର୍ଲିଙ୍ଗ ର ନାମ ନେବାକୁ ପଡିବ। ଏହା ଦ୍ବାରା ଆମକୁ ଯଶ,ନାମ, ଧନ,ସମୃଦ୍ଧି ଆଦି ମିଳିଥାଏ। ଶିବ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀ ଓ ପୁରୁଷ ସକାଳୁ ଉଠି ଏହି ବାର ଟି ଜ୍ୟୋତିର୍ଲିଙ୍ଗ ର ନାମ ନିଅନ୍ତି। ତାଙ୍କ ଜୀବନରେ ଥିବା ସମସ୍ତ ପାପ ନାଶ ହୋଇ ଯାଇଥାଏ।
ସୋମନାଥ, ମଲ୍ଲିକାର୍ଜୁନ, ମହାକାଳେଶ୍ଵର, ଓଁ କାରେଶ୍ଵର, ବୈଦ୍ୟନାଥ, ଭିମା ଶଙ୍କର, ରାମେଶ୍ୱର, ନାଗେଶ୍ୱର, କାଶୀ ବିଶ୍ୱନାଥ, ତ୍ରୟମ୍ବକେଶ୍ୱର, କେଦାର ନାଥ, ଘୃଣେଶ୍ୱର
ଏହି ବାର ଟି ଜ୍ୟୋତିର୍ଲିଙ୍ଗ ର ନାମ ପ୍ରତିଦିନ ସକାଳୁ ନେବା ଦ୍ୱାରା ଆମ ଜୀବନ ର ସମସ୍ତ କଷ୍ଟ ନାଶ ହୋଇଯାଏ। ଏବଂ ଆମ ପାପର ମଧ୍ୟ ନାଶ ହୋଇଥାଏ। ଏବଂ ଯଦି କୌଣସି କାମ ଅଟକି ଥିବ ତେବେ ତାହା ମଧ୍ୟ ପୂର୍ଣ ହୋଇଯିବ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ