1 ଫେବୃୟାରୀ ପର ଠାରୁ ଏହି 5 ଟି ରାଶିଙ୍କୁ ମହାଦେବ ନିଜ କରିବେ ମାଲାମାଲ- Jyotish Shastra

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଦୁନିଆରେ ବହୁତ ଭଗବାନ ଅଛନ୍ତି । ବିଭିନ୍ନ ଲୋକ ବିଭିନ୍ନ ଭଗବାନଙ୍କୁ ପୂଜା କରିଥାନ୍ତି । ସେହିପରି ଅଧିକ ଲୋକ ଭଗବାନ ଶିବଙ୍କ ଉପରେ ବହୁତ ବିଶ୍ୱାସ କରିଥାନ୍ତି ଏବଂ କୁହାଯାଏ ଯେ ଯେଉଁ ଭକ୍ତ ନିଷ୍ଠା ର ସହିତ ଭଗବାନ ଶିବଙ୍କୁ ତାର ଇଚ୍ଛା ଜଣାଏ ଭଗବାନ ତାହା ନିଶ୍ଚିତ ରୂପେ ପୂରଣ କରିଥାନ୍ତି । ଭଗବାନ ଶିବ ହେଉଛନ୍ତି ତ୍ରି ଦେବ ମଧ୍ୟରୁ ଜଣେ । ଶିବ ଦୁନିଆକୁ ଚଳେଇବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ବିନାଶ ର ଦେବତା ମଧ୍ୟ କୁହାଯାଏ ।

କାରଣ ପାପର ସୀମା ବଢ଼ିଗଲେ ସେ ସେଠି ବିନାଶ ର କାର୍ଯ୍ୟ ଆରମ୍ଭ କରିଥାନ୍ତି । ତାଙ୍କୁ ବହୁତ ନାମ ରେ ଜଣାଯାଏ । ସେମାନଙ୍କ ମଧ୍ୟରୁ ଭୋଳାନାଥ ଅନ୍ଯତମ। ସେ ସବୁ ଠାକୁରଙ୍କ ଠାରୁ ବହୁତ ରାଗି ଅଟନ୍ତି ହେଲେ ନିଜ ଭକ୍ତକୁ ବହୁତ ଭଲ ମଧ୍ୟ ପାଇଥାନ୍ତି । ଶାସ୍ତ୍ର ଅନୁସାରେ ଏବେ କିଛି ରାଶି ଉପରେ ମହାଦେବଙ୍କ କୃପା ପଡିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ଯାହା ଉପରେ ମହାଦେବ କୃପା ବର୍ଷା କରିବାକୁ ଯାଉଛନ୍ତି ।

ପ୍ରଥମ ରାଶିଟି ହେଉଛି ବୃଷ ରାଶି -ଏହି ରାଶିର ଭାଗ୍ୟର ବହୁତ ଚମକିବାକୁ ଯାଉଛି । ଆପଣଙ୍କୁ ସବୁ ପ୍ରକାର ଖୁସି ମିଳିବ । ଆପଣଙ୍କ ଜୀବନରେ ମହାଦେବ ଙ୍କ ଆଶୀର୍ବାଦ ରହିବ । ଆପଣଙ୍କ ବ୍ୟବସାୟ ବହୁତ ଆଗକୁ ଯିବ । ଆପଙ୍କ ବ୍ୟବସାୟ ଓ ଘରୋଇ କ୍ଷେତ୍ରରେ ବହୁତ ସଫଳତା ପାଇବେ । ଚାକିରି ସମସ୍ୟା ସମାଧାନ ହୋଇଯିବ । ମହାଦେବଙ୍କ କୃପାରୁ ବହୁତ ଆଗକୁ ଯିବେ ।

ଦ୍ବିତୀୟ ରାଶିଟି ହେଉଛି କନ୍ୟା ରାଶି -ଏହି ରାଶି ରେ ଥିବା ବ୍ୟକ୍ତି ର ଧନ ଲାଭ ହେବ । ଭଗବାନ ମହାଦେବଙ୍କ ଆଶୀର୍ବାଦ ଦ୍ଵାରା ବ୍ୟବସାୟରେ ବହୁତ ଲାଭ ଅର୍ଜନ କରିବେ । ଆପଣଙ୍କୁ ଖୋଜୁଥିବା ବ୍ୟକ୍ତି ଆପଣଙ୍କ ପାଖରେ ଆସିକି ପହଞ୍ଚି ଯିବେ । ପ୍ରେମ କ୍ଷେତ୍ରରେ ବହୁତ ସଫଳତା ମିଳିବ । ଦୂର ସ୍ଥାନକୁ ଭ୍ରମଣ କରିପାରନ୍ତି ।

ତୃତୀୟ ରାଶିଟି ହେଉଛି ତୁଳା ରାଶି -ଏହି ରାଶିରେ ଥିବା ବ୍ୟକ୍ତିର ଉନ୍ନତି ସମୟ ଆସିଯାଇଛି । ଯାହାଦ୍ୱାରା ଆପଣ ସୁଧ ରେ ପଇସା ଲାଗେଇବାକୁ ଚାହିଁଲେ ସେଥିରେ ବହୁତ ଲାଭ ପାଇବେ । ବିଦ୍ୟାର୍ଥୀ ବହୁତ ସଫଳ ପାଇବେ । ପାଠ ପଢ଼ାରେ ମନ ଲାଗିବ ଏବଂ ବହୁତ ଆଗକୁ ମଧ୍ୟ ଯିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ମହାଦେବଙ୍କ ନାମ ଉଚ୍ଚାରଣ କରନ୍ତୁ ଶୁଭ ହେବ । ଏହି ରାଶିର ଲୋକଙ୍କୁ ଧନ ଲାଭର ସୁଯୋଗ ମିଳିବ ସବୁ କାର୍ଯ୍ୟ ସଠିକ ଭାବେ ସମ୍ପୂର୍ଣ୍ଣ ହେବ ।

ଚର୍ତୁଥ ରାଶିଟି ହେଉଛି ମେଷ ରାଶି -ଏହି ରାଶିରେ ଥିବା ବ୍ୟକ୍ତିଙ୍କ ସବୁ ସମସ୍ୟା ସମାଧାନ ହୋଇଯିବ । ସାମାଜିକ କାର୍ଯ୍ୟ ଓ ରାଜନୀତି କାର୍ଯ୍ୟରେ ସଫଳତା ମିଳିବ । ଯଦି ଆପଣଙ୍କ କୋର୍ଟ କଚେରୀ କାମ ଚାଲୁଥାଏ ତେବେ ଏଥିରେ ନିଶ୍ଚିତ ସଫଳ ମିଳିବ ଏବଂ ଆମଦାନୀ କ୍ଷେତ୍ରରେ ମଧ୍ୟ ସଫଳତା ପାଇବେ ।

ପଞ୍ଚମ ରାଶିଟି ହେଉଛି ମିଥୁନ ରାଶି-ଆପଣଙ୍କ ଜୀବନରେ ଆସୁଥିବା ସବୁ କଷ୍ଟକୁ ଭଗବାନ ଶିବ ହରଣ କରିନେବେ । ଆପଣ ବହୁତ ତେଜରେ ନିଜ ଭାବିଷ୍ୟତରେ ଆଗକୁ ଯିବେ । ସମାଜରେ ଏକ ଅଲଗା ପରିଚୟ ଗଢିବେ । ଆପଣଙ୍କ ଦ୍ଵାରା ନିଆଯାଇଥିବା ସବୁ କଥା ଠିକ ଭାବେ କାର୍ଯ୍ୟ କରିବ । ମିତ୍ର ଓ ପରିବାରର ସାହାଯ୍ୟ ମିଳିବ । ବ୍ୟବସାୟ ରେ ଭଲ ଲାଭ କରିବେ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *