ସକାଳେ ଶେଜ ଉପରେ ମାତ୍ର ୩ ମିନିଟ କରନ୍ତୁ ସାଇବର ଯୋଗ, ଶରୀର ରହିବ ଫିଟ, କରୋନାଠୁ ରହିବେ ଦୂରରେ

ଆଜିର ବ୍ୟସ୍ଥତା ଜୀବନରେ ଲୋକଙ୍କ ପାଖରେ ନିଜ ପାଇଁ ମଧ୍ୟ ସମୟ ନାହିଁ । ଯଦି ଆପଣ ସକାଳେ ଉଠି ଯୋଗ କରୁଛନ୍ତି ତେବେ ତାହା ପାଇଁ ଆପଣଙ୍କୁ ଅତି କମରେ ଅଧ ଘଣ୍ଟା ଓ ଅଧିକରୁ ଅଧିକ ୧ ଘଣ୍ଟାର ସମୟ ବାହାର କରିବାକୁ ପଡ଼ିଥାଏ । କିନ୍ତୁ ଏବେ ଯୋଗର ବି ସ୍ମଲ ଭର୍ଜନ ଆସିଗଲାଣି ଯାହାର ନା ଦିଆ ଯାଇଛି ସାଇବର ଯୋଗ । କୁହା ଯାଉଛି କି ଯଦି ୩ ମିନିଟ ମାତ୍ର ସକାଳେ ଶେଯରେ କିଛି କ୍ରିୟା କରିବେ ତେବେ ଆପଣ ନିଜର ସମ୍ପୂର୍ଣ୍ଣ ଶରୀରକୁ ହେଲ୍ଡି ଓ ଫିଟ ରଖିପାରିବେ ।

ଏହାର ପ୍ରମାଣ ମଣ୍ଡି ଜିଲ୍ଲାର ଯୋଗିନ୍ଦ୍ରନଗର ଉପ ମଣ୍ଡଳର ଗ୍ରାମ ପଞ୍ଚାୟତ ଖଦର ର ମଗଡୋଲ ଗ୍ରାମ ନିବାସୀ ଧର୍ମ ସିଂହ ଶକ୍ଲାନି କରିଛନ୍ତି । ଧର୍ମ ସିଂହ ସକ୍ଲାନି ଗତ ୧୮ ବର୍ଷରୁ ଯୋଗ କରୁଛନ୍ତି ଓ କରାଉଛନ୍ତି । ଅଧିକାଂଶ ସମୟ ସେ ଦିଲ୍ଲୀରେ ରୁହନ୍ତି । ଧର୍ମ ସିଂହ ସକ୍ଲାନିଙ୍କ କହିବା ଅନୁସାରେ ସେ ଗତ ୧୨ ବର୍ଷରୁ ସାଇବର ଯୋଗ ମାଧ୍ୟମରେ ଲୋକଙ୍କୁ ଲାଭ ହେଉଅଛି । ଧର୍ମ ସିଂହଙ୍କ ଅନୁସାରେ ସକାଳେ ଉଠିବା ସହିତ ଶେଯ ଉପରେ ମାତ୍ର ତିନି ମିନିଟ କିଛି ସାଧାରଣ କ୍ରିୟାକୁ କରି ଆପଣ ନିଜର ପୁରା ଶରୀରକୁ ଫିଟ ଓ ହେଲ୍ଡି ରଖିପାରିବେ ।

ଧର୍ମ ସିଂହ ପ୍ରତିଦିନ ସାଇବର ଯୋଗର ଏହି କଳା ବିଷୟରେ ନିଜ ଫେସବୁକ ଆକାଉଣ୍ଟରୁ ଲାଇଭ ମଧ୍ୟ କରନ୍ତି ଯାହା ମାଧ୍ୟମରେ କିଛି ଲୋକକୁ ଲାଭ ମଧ୍ୟ ହେଉଛି । ଧର୍ମ ସିଂହ କୁହନ୍ତି କି ସକାଳ ସମୟରେ ଶରୀରରେ କେତେ ଗୁଡିଏ ଅଙ୍ଗ ନିଷ୍କ୍ରିୟ ହୋଇ ଯାଇଥାଏ ଓ ଏମିତିରେ ନାଡି ସୃଢି , ପ୍ରାଣାୟମ , ଭାଷ୍କିକା ପ୍ରାଣାୟମ , କପାଲ ଭାର୍ତି , ଉଦ୍ର ବିକାଶ , ଶକ୍ତି , ବଡ଼ିପ ବ୍ରିଥିଂ , ଅଗ୍ନିଶାର ଭ୍ରମରି ଭଳି ପ୍ରାଣାୟମ ଆପଣାଇବା ଦରକାର ଯାହା ଶରୀରର ସବୁ କୋସିକାକୁ ଶୀଘ୍ର ଆକ୍ଟୀଭେଟ କରି ଦେଇଥାଏ ।

ଧର୍ମ ସିଂହ ଶକ୍ଲାନି ଏହା ବି କୁହନ୍ତି କି ଏହି କ୍ରିୟାକୁ କରିବା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ଏମିତିରେ କରୋନା ମହାମାରୀର ଏହି ସମୟରେ ଲୋକମାନେ ଏହି କ୍ରିୟାକୁ କରି ନିଜର ଇମ୍ୟୁନ ସିଷ୍ଟମକୁ ମଧ୍ୟ ଷ୍ଟ୍ରଙ୍ଗ କରି ପାରିବେ । ଆଶା କରୁଛୁ ଆପଣଙ୍କୁ ଏହା ନିଶ୍ଚୟ ପସନ୍ଦ ଆସିଥିବ, ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *