ଏମାନେ ହେଲେ ଲୋକପ୍ରିୟ ଓଡିଆ ସିରିଏଲ ‘ସର୍ବଜିତା ଅନୁ’ ର ଅଭିନେତା ସାଇ (MSuman kumar) ଙ୍କ ରିଲ ଲାଇଫ ଓ Real life ଗର୍ଲଫ୍ରେଣ୍ଡ

ବନ୍ଧୁଗଣ ଏବେ ଓଡିଆ ସିରିଏଲ ଅଭିନେତା ଏସ. ସୁମନ କୁମାର ବହୁତ ଚର୍ଚ୍ଚାରେ ଅଛନ୍ତି । ସାଧାରଣତଃ ଓଡିଆ ଅଭିନେତା ମାନେ ନିଜ ଲାଇଫ ଷ୍ଟାଇଲ ଓ ନିଜ ପର୍ଶନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ସୁମନ ଯେଉଁ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ । ବନ୍ଧୁଗଣ ସୁମନ ଲଭ, ସେକ୍ସ ଆଉ ଧୋକା କରି ଏବେ ଚର୍ଚ୍ଚାରେ ।

ଆପଣ ମାନେ ସମସ୍ତେ Z ସାର୍ଥକରେ ପ୍ରସାରିତ ହେଉଥିବା ସର୍ବଜିତା ଅନୁ ସିରିଏଲଟି ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସୁମନ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ଏହି ସିରିଏଲରେ ସୁମନଙ୍କ ଗାର୍ଲଫ୍ରେଣ୍ଡ ଭାବେ ନଜର ଆସୁଛନ୍ତି ଅଭିନେତ୍ରୀ ସାରା । ସୁମନ ଓ ସାରାଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସୁମନଙ୍କ ରିଅଲ ଲାଇଫ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ ।

ସାଇଙ୍କର ରିଅଲ ଲାଇଫ ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ସାରା । ତେବେ ବନ୍ଧୁଗଣ ଆପଣ ମାନେ ତ ସାରାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାରା ଜଣେ ଅଭିନେତ୍ରୀ ଅଟନ୍ତି । ବନ୍ଧୁଗଣ ସାରାଙ୍କ ଅଭିଯୋଗ ମୁତାବକ, ସୁମନ ତାଙ୍କ ସହ ଦୀର୍ଘ ଦୁଇ ବର୍ଷ ଧରି ରିଲେସନରେ ରହିଥିଲେ । ସେ ଭୁବନେଶ୍ବର ହଂସପାଳରେ ଏକ ଭଡା ଘର ନେଇ ରହୁଥିଲେ ।

ସବୁ କିଛି ଠିକ ଚାଲିଥିଲା ହେଲେ ଗତ 23 ତାରିଖରୁ ସୁମନ ତାଙ୍କ ଫୋନ ଉଠାଇ ନଥିଲେ କି ତାଙ୍କ ଭଡା ଘରକୁ ଆସି ନଥିଲେ । ସେ ଆଗରୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ରିଲେସନରେ ରହିଥିଲେ ହେଲେ ଏବେ ତାଙ୍କ ସହ ବିବାହ କରିବାକୁ ସୁମନ ରୋକ ଠୋକ ମନା କରିଦେଇ ଛନ୍ତି । ସାରାଙ୍କ ଠାରୁ ସୁମନ 2 ଲକ୍ଷ ଟଙ୍କା ଗାଡି ପାଇଁ ନେଇଥିଲେ ଓ ଅନ୍ୟ ଖର୍ଚ୍ଚ ପାଇଁ ଏକ ରୁ ଦୁଇ ଲକ୍ଷ ଟଙ୍କା ନେଇଥିଲେ ।

ଏବେ ସାରା ନ୍ୟାୟ ପାଇବା ପାଇଁ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ଏବେ ଏହି ଖବରଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *