ଗିରଫ ହେବା ପୂର୍ବରୁ ରାତି ଅଧରେ Suman ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଏମିତି କରୁଥିଲେ ଖେଳ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଓଡିଆ ସିରିଏଲ ଅଭିନେତା ଏସ. ସୁମନ କୁମାର ବହୁତ ଚର୍ଚ୍ଚାରେ ଅଛନ୍ତି । ସାଧାରଣତଃ ଓଡିଆ ଅଭିନେତା ମାନେ ନିଜ ଲାଇଫ ଷ୍ଟାଇଲ ଓ ନିଜ ପର୍ଶନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ସୁମନ ଯେଉଁ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ । ଆପଣ ମାନେ ସମସ୍ତେ Z ସାର୍ଥକରେ ପ୍ରସାରିତ ହେଉଥିବା ସର୍ବଜିତା ଅନୁ ସିରିଏଲଟି ନିଶ୍ଚୟ ଦେଖିଥିବେ ।

ଏହି ସିରିଏଲରେ ସୁମନ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ସୁମନ ଲଭ, ସେକ୍ସ ଆଉ ଧୋକା କରି ଏବେ ଚର୍ଚ୍ଚାରେ । ସୁମନଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୁମନଙ୍କ ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ସାରା । ବନ୍ଧୁଗଣ ସାରାଙ୍କ ଅଭିଯୋଗ ମୁତାବକ, ସୁମନ ତାଙ୍କ ସହ ଦୀର୍ଘ ଦୁଇ ବର୍ଷ ଧରି ରିଲେସନରେ ରହିଥିଲେ ।

ସେ ଭୁବନେଶ୍ବର ହଂସପାଳରେ ଏକ ଭଡା ଘର ନେଇ ରହୁଥିଲେ । ସବୁ କିଛି ଠିକ ଚାଲିଥିଲା ହେଲେ ଗତ 23 ତାରିଖରୁ ସୁମନ ତାଙ୍କ ଫୋନ ଉଠାଇ ନଥିଲେ କି ତାଙ୍କ ଭଡା ଘରକୁ ଆସି ନଥିଲେ । ସେ ଆଗରୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ରିଲେସନରେ ରହିଥିଲେ ହେଲେ ଏବେ ତାଙ୍କ ସହ ବିବାହ କରିବାକୁ ସୁମନ ରୋକ ଠୋକ ମନା କରିଦେଇ ଛନ୍ତି ।

ସାରାଙ୍କ ଠାରୁ ସୁମନ 2 ଲକ୍ଷ ଟଙ୍କା ଗାଡି ପାଇଁ ନେଇଥିଲେ ଓ ଅନ୍ୟ ଖର୍ଚ୍ଚ ପାଇଁ ଏକ ରୁ ଦୁଇ ଲକ୍ଷ ଟଙ୍କା ନେଇଥିଲେ । ଏବେ ସାରା ନ୍ୟାୟ ପାଇବା ପାଇଁ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ଏବେ ଏହି ଖବରଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାରି ମଧ୍ୟରେ ସୁମନ ଓ ସାରାଙ୍କର ଏକ ରୋମାଣ୍ଟିକ ଭିଡିଓ ଏବେ ସାମ୍ନାକୁ ଆସିଛି ।

ଏହି ଭିଡିଓରେ ସାରା ଥକି ଯାଇ ଶୋଇ ପଡିଛନ୍ତି ଆଉ ସୁମନ ଆସି ତାଙ୍କୁ ଉଠାଉ ଛନ୍ତି । ରୋମାନ୍ସ କରିବା ପାଇଁ ବୋଧେ ସୁମନ ତାଙ୍କୁ ଛୋଟ ଛୁଆଙ୍କ ଭଳି ଡାକି ଉଠାଉ ଛନ୍ତି । ଉଭୟଙ୍କ ଏହି ରୋମାନ୍ସ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *