ପୁରା ରାଜକୀୟ ଢଙ୍ଗରେ ଅର୍ଚ୍ଚିତା ଙ୍କୁ ସିନ୍ଦୁର ଦେଲେ ସବ୍ୟସାଚୀ, ଦେଖନ୍ତୁ ବାହାଘର ର ପୁରା ଭିଡିଓ

ବନ୍ଧୁଗଣ ସାଧାରଣତଃ ଆମ ଅଲିଉଡ କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ଅଭିନୟ ପଦର୍ଶନ କରି ଆଜି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ସବ୍ୟସାଚୀ ଓ ଅର୍ଚିତା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କର ବହୁତ ଫିଲ୍ମ ଦେଖିଥିବେ । ଏହି ଦୁଇଜଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଆଜିକୁ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଦୁଇଜଣ କେତେକ ଫିଲ୍ମରେ ଏକା ସହ ମଧ୍ୟ ନଜର ଆସିଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ଦର୍ଶକ ମାନେ ବେସ ପସନ୍ଦ ମଧ୍ୟ କରନ୍ତି । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ସବ୍ୟ ଓ ଅର୍ଚିତା ଗତକାଲି ରାଜସ୍ଥାନରେ ବିବାହ କରିଛନ୍ତି । ଏହି ଦୁଇଜଣ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ସିକ୍ରେଟ ଡେଟ କରୁଥିଲେ ଯାହା ବିଷୟରେ କୌଣସି ଲୋକ ଜାଣିନଥିଲେ । ଏମାନେ ହଠାତ ଗତକାଲି ବିବାହ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

https://www.youtube.com/watch?v=HJLoHYEcQjk

 

ବନ୍ଧୁଗଣ ଗତକାଲି ଠାରୁ ଲଗାତାର ସବ୍ୟ ଓ ଅର୍ଚିତା ନିଜର ବିବାହ ଫଟୋକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ବନ୍ଧୁଗଣ ଗତକାଲି ସବ୍ୟ ଓ ଅର୍ଚିତା ରାଜସ୍ଥାନର ଏକ ପ୍ୟାଲେସରେ ବିବାହ କରିଛନ୍ତି । ବନ୍ଧୁଗଣ ଗତକାଲି ସବ୍ୟ ଓ ଅର୍ଚିତା ନିଜ ବିବାହ ଫଟୋ ସୋସିଆଲ ମିଡିଆରେ ଛାଡି ଛନ୍ତି ଓ ସେମାନେ ସାତ ଜନ୍ମର ସାଥି ହୋଇଛନ୍ତି ବୋଲି ମଧ୍ୟ ଲେଖିଛନ୍ତି ।

ସବ୍ୟ ଓ ଅର୍ଚିତାଙ୍କ ବିବାହ ଏକ ନୂଆ ଢଙ୍ଗରେ ହୋଇଛି ହେଲେ ଓଡିଆ ରୀତିନୀତିରେ ଏହି ବିବାହ ସମ୍ପନ୍ନ ହୋଇଛି । ବନ୍ଧୁଗଣ ଗତକାଲି ଏହି ଦୁଇଜଣଙ୍କ ବିବାହ ଶେଷ ହେବା ପରେ ଏମାନେ ରାଜସ୍ଥାନର କିଛି ଫେମସ ସ୍ଥାନକୁ ଯାଇ ବୁଲିଛନ୍ତି ଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର ମଧ୍ୟ କରିଛନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ସବ୍ୟ ଓ ଅର୍ଚିତା ଆଜି ରାତିରେ ଓଡିଶା ଫେରିବେ ବୋଲି ଖବର ମିଳିଛି । ଓଡିଶା ଫେରିବାର ତିନି ଦିନ ପରେ ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଏହି ଦୁଇଜଣଙ୍କର ହେବାକୁ ଯାଉଛି । ଏହି ପାର୍ଟିଟି ଭୁବନେଶ୍ବରରେ ହେବ । ସବ୍ୟ ଓ ଅର୍ଚିତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହି ବିବାହ ପାଇଁ ବହୁତ ଖୁସି ହୋଇଛନ୍ତି ।

ଏହା ବ୍ଯତୀତ ଓଲିଉଡର କେତେକ ବଡ ବଡ କଳାକାର ମାନେ ସବ୍ୟ ଓ ଅର୍ଚିତାଙ୍କୁ ଶୁବେଛା ଜଣାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସବ୍ୟ ଓ ଅର୍ଚିତାଙ୍କ ବିବାହ ଫଟୋ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *