Sabya ଙ୍କ ଏ କି ଅବତାର ! ଶେଷକୁ ଶଶୁର ଘରେ ଲଗେଇଲେ ଝାଡୁ, ଭିଡିଓ ଦେଖିଲେ ଆପଣ ହସି ହସି ଗଡିବେ, ଦେଖନ୍ତୁ Video

ବନ୍ଧୁଗଣ, ଆମ୍ଭ ଓଡିଆ ଇଣ୍ଡଷ୍ଟ୍ରୀରେ ଅନେକ ଅଭିନେତା ତଥା ଅଭିନେତ୍ରୀ ମାନଙ୍କୁ ଆପଣ ମାନେ ଟିଭି ପରଦାରେ ଦେଖିବାକୁ ପସନ୍ଦ କରିଥାନ୍ତି । ସେ ଓଡିଆ ଚଳଚିତ୍ର ହେଉ ଅଥବା ଓଡିଆ ଧାରାବାହିକ, ହିରୋ ହିରୋଇନ ଙ୍କ ଅଭିନୟ ଆପଣ ମାନଙ୍କୁ ବେସ ମନମୋହିତ କରିଥାଏ । ବ୍ୟକ୍ତିଗତ ଜୀବନର ବ୍ୟସ୍ତତା ଭିତରୁ ନିଜର ସମୟ ବାହାରି କରି ଟିକିଏ ରିଲାକ୍ସ ହେବାକୁ ସମସ୍ତେ ପ୍ରାଏ ଟିଭି ଦେଖିଥାନ୍ତି ।

ଆଜି ଆମ୍ଭେ ଆପଣ ମାନଙ୍କୁ ମାନରୋଞ୍ଜନ ଦୁନିଆର ଏକ ଦୃଶ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହି ଦୃଶ୍ୟ ଟି ହେଉଛି ଅଭିନେତା ସବ୍ୟସାଚୀ ଏବଂ ତାଙ୍କ ଧର୍ମପତ୍ନୀ ତଥା ତାଙ୍କ ଭଉଣୀଙ୍କ ଦୃଶ୍ୟ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ଯୋଡି ଓଡିଆ ଇଣ୍ଡଷ୍ଟ୍ରୀ ରେ ନମ୍ବର ୧ ଯୋଡି ଭାବରେ ପରିଚିତ । ଟିଭି ପରଦାରୁ ଉଭୟ ଉଭୟଙ୍କୁ ଭଲ ପାଇ କିଛି ଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଏକ ଦୃଶ୍ୟ ଘୁରି ବୁଲୁଛି । ଏଥିରେ ଅଭିନେତା ସବ୍ୟସାଚୀ ନିଜ ଧର୍ମ ପତ୍ନୀ ଅର୍ଚ୍ଚିତା ଏବଂ ସମ୍ପର୍କୀୟ ଙ୍କ ସହିତ ମିଶି ନିଜ ଶଶୁର ଘରେ ପୋଛା ମା-ରୁ-ଛ-ନ୍ତି । ଆପଣ ମାନେ ଭାବୁଥିବେ ଏତେ ବଡ ଷ୍ଟାର ହୋଇ ଶଶୁର ଘରେ ପୋଛା ମା-ରୁ-ଛ-ନ୍ତି ? ଏହା ସତ ଅଟେ କିନ୍ତୁ ଏହାର ବାସ୍ତବତା ସମ୍ବନ୍ଧରେ ଜାଣିଲେ ଆପଣଙ୍କ ମୁହଁରେ ହସ ଆସିଯିବ ।

ତାହା ହେଉଛି ଅଭିନେତା ସବ୍ୟସାଚୀ ଏବଂ ଅର୍ଚ୍ଚିତ ତଥା ତାଙ୍କ ସମ୍ପର୍କୀୟ ମିଶି ଏକ ମଜାଦାର ଭି-ଡି-ଓ ପ୍ରସ୍ତୁତ କରୁଥିଲେ । ଏଥିରେ ଅଭିନେତା ସବ୍ୟସାଚୀ ପୋଛା ଧରି ନିଜ ସମ୍ପର୍କୀୟ ଙ୍କ ସହିତ ଏକ ମଜାଦାର ସଙ୍ଗୀତ ରେ ଅଭିନୟ କରିଛନ୍ତି ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଘୁରି ବୁଲୁଛି । ସବ୍ୟସାଚୀ ଜଣେ ଅଭିନେତା ସହିତ ଜଣେ ସମାଜସେବୀ ମଧ୍ୟ ଅଟନ୍ତି ।

ବର୍ତ୍ତମାନ ସେ ଅଭିନୟ ଆଡକୁ ଏତେ ଅଗ୍ରଗତି ନ କରି ସମାଜ ର ଦୁଖୀ ତଥା ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ନିଜର ପାଦ ବଢାଇଛନ୍ତି । ତାଙ୍କର ଏହି ମହତ କାର୍ଯ୍ୟ ରେ ତାଙ୍କ ଧର୍ମପତ୍ନୀ ଅର୍ଚ୍ଚିତା ମଧ୍ୟ ଆଗେଇ ଆସିଛନ୍ତି । ଭଗବାନ ଙ୍କ ନିକଟରେ ପ୍ରାର୍ଥନା ଯେ ତାଙ୍କର ଏହି ମହତ କାର୍ଯ୍ୟ ରେ କୌଣସି ପ୍ରକାରର ବାଧା ଯେପରି ସୃଷ୍ଟି ନ ହେଉ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *