ରାତିରେ ହଠାତ Live ଆସି ଫ୍ୟାନ୍ସଙ୍କୁ କଣ କହିଲେ Sabyarchita, ଶୁଣିଲେ ଆପଣ ବି ଖୁସି ହେଇଯିବେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ବର୍ଷର ଦୀପାବଳି ପର୍ବ ବହୁତ ଆନନ୍ଦର ସହ ପାଳନ କରିଥିବେ । ଅବଶ୍ୟ କରୋନା ମହାମାରୀ ପାଇଁ ଗତ ବର୍ଷ ଦୀପାବଳି ପାଳନ କରା ଯାଇ ନଥିଲା କିନ୍ତୁ ଏହି ବର୍ଷ ସରକାରଙ୍କ ଗାଇଡଲାଇନ ଅନୁସାରେ ଦୀପାବଳି ପର୍ବ ପାଳନ କରାଯାଇଛି । ତେବେ ଦୀପାବଳି ହେଉଛି ଆମ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ ଯାହାକୁ ଲୋକ ମାନେ ବହୁତ ଖୁସିର ସହ ପାଳନ କରନ୍ତି ।

ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଓଡିଆ କଳାକାର ମାନେ ମଧ୍ୟ ଏହି ବର୍ଷ ବହୁତ ଆନନ୍ଦର ସହ ଦୀପାବଳି ପର୍ବ ପାଳନ କରିଛନ୍ତି । ତେବେ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ମିଶ୍ର ଏହି ବର୍ଷ ବହୁତ ଖୁସିର ସହ ଦୀପାବଳି ପର୍ବ ପାଳନ କରିଛନ୍ତି ଯାହାର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି ।

ତେବେ ଅର୍ଚ୍ଚିତା ଓ ସବ୍ୟ କେଉଁ ଭଳି ଭାବରେ ଦୀପାବଳି ପର୍ବ ପାଳନ କରିଛନ୍ତି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।ବନ୍ଧୁଗଣ ଦୀପାବଳି ଦିନ ସବ୍ୟ ଓ ଅର୍ଚ୍ଚିତା ତାଙ୍କ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଲାଇଭ ଆସିଥିଲେ । ପ୍ରଥମେ ସବ୍ୟ ଓ ଅର୍ଚ୍ଚିତା ସମସ୍ତଙ୍କୁ ‘ହାପି ଦୀପାବଳି’ ୱିସ କରିଥିଲେ ଓ ଦୀପାବଳି ପାଇଁ ସୁବେଚ୍ଚା ମଧ୍ୟ ଜଣାଇ ଥିଲେ । କଟକଣା ହେତୁ ବାଣ ଫୁ-ଟା ଯାଇ ନଥିଲା ହେଲେ ସବ୍ୟ ଓ ଅର୍ଚ୍ଚିତା ଦୀପ ଜାଳି ସମସ୍ତଙ୍କୁ ସୁବେଚ୍ଚା ଜଣାଇ ଥିଲେ ।

ସବ୍ୟଙ୍କ ଘରେ ଏକ ସୁନ୍ଦର ରଙ୍ଗୋଲି ଅର୍ଚ୍ଚିତା କରିଲେ ଯାହାକୁ ସେ ତାଙ୍କ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଥିଲେ । ଏହା ସହିତ ଲାଇଭ ଭିଡିଓରେ ସବ୍ୟ ଓ ଅର୍ଚ୍ଚିତା ତାଙ୍କ ଫ୍ୟାନ୍ସ ମାନଙ୍କ ସହ ଦୀପାବଳି ସହ ସମ୍ବନ୍ଧିତ ଅନେକ କଥାବାର୍ତ୍ତା ମଧ୍ୟ କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *