ସ୍ୱାମୀ ବେକରେ କୁକୁର ବେଲ୍ଟ ବାନ୍ଧି ବଜାରରେ ବୁଲାଇଲା ପତ୍ନୀ, ରେଷ୍ଟୁରାଣ୍ଟରେ ତଳେ ବସାଇ କଲା ଏମିତି କାମ ଶୁଣିଲେ ଆପଣ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଓ ଖବର ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ଏକ ଖବର ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆମ ହିନ୍ଦୁ ଧର୍ମରେ ପତ୍ନୀ ମାନେ ତାଙ୍କ ପତିଙ୍କୁ ଦେବତା ରୂପେ ଦେଖିଥାନ୍ତି । ହିନ୍ଦୁ ଧର୍ମର ପ୍ରତ୍ୟକ ପତ୍ନୀ ନିଜ ସ୍ଵାମୀ ମାନଙ୍କର ସମସ୍ତ ଇଛା ପୂରଣ କରିବା ସହ ସେମାନଙ୍କର ବହୁତ ସମ୍ମାନ କରିଥାନ୍ତି ହେଲେ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ କିଛି ଫଟୋ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଯେଉଁଥିରେ ଜଣେ ମହିଳା ନିଜ ସ୍ଵାମୀ ବେକରେ କୁ-କୁ-ର ବେଲ୍ଟ ବା-ନ୍ଧି କୁ-କୁ-ର ପରି ବୁଲାଉ ଛନ୍ତି ।

ତେବେ ସୂଚନା ଅନୁସାରେ ଏହି ଦମ୍ପତ୍ତିଙ୍କ ନାମ ହେଉଛି ଲୁଆନା କାଜକି ଏବଂ ଆର୍ଥର ଉର୍ସ । ବର୍ତ୍ତମାନର ସମୟରେ ଅଧିକ ଲୋକପ୍ରିୟ ହେବା ପାଇଁ ମହିଳା ଓ ପୁରୁଷ ମାନେ ସୋ-ସି-ଆ-ଲ ମି-ଡି-ଆ-ରେ ଭିନ୍ନ ଭିନ୍ନ ଫଟୋ-ସୁ-ଟ ଏବଂ ଭିଡିଓ କରି ଅ-ପ-ଲୋ-ଡ କରୁଛନ୍ତି । ତେବେ ଏହି ଦମ୍ପତ୍ତି ମଧ୍ୟ ଏକ ଭିନ୍ନ ଢଙ୍ଗରେ ଫଟୋ-ସୁ-ଟ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚା ଜୋର ସୋର ଧରିଛି । ଉଭୟ ଦମ୍ପତ୍ତି ବ୍ରାଜିଲରେ ରୁହନ୍ତି ।

ଲୁଆନା ତାଙ୍କ ସ୍ୱାମୀଙ୍କ ବେକରେ ବେଲ୍ଟ ବା-ନ୍ଧି, କୁ-କୁ-ର ପରି ମାସ୍କ ପିନ୍ଧାଇ ରେଳ ଷ୍ଟେସନରେ ପହଞ୍ଚିଥିଲେ । ପରେ ସେମାନେ ବଜାର, ବେକେରୀ ସମେତ ଅନେକ ସ୍ଥାନରେ ସମାନ କାର୍ଯ୍ୟ କରିଥିଲେ । ସେମାନେ ଏକ ସୋରୁମ ଯାଇଥିଲେ, ଯେଉଁଠାରେ ମହିଳା ଏକ ଚେୟାରରେ ବସିଥିଲେ ଏବଂ ସ୍ୱାମୀ ତଳେ ବସି କୁ-କୁ-ର ପରି ଜୋତା ପିନ୍ଧାଉ ଥିଲେ ।

ଏହି ମାମଲାରେ ଆର୍ଥର ପ୍ରତିକ୍ରିୟା ଦେଇ କହିଛନ୍ତି, ଆମକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆମକୁ ମଧ୍ୟ ଭ-ର୍ତ୍ସ-ନା କରିଥିଲେ, କିନ୍ତୁ ଆମେ ଅ-ଟ-କି ନଥିଲୁ । ଏସବୁ ପରେ ଦମ୍ପତି ଏକ ସାକ୍ଷାତକାରରେ କହିଛନ୍ତି ଯେ, ଲୋକମାନେ ଯାହା ଭାବୁଛନ୍ତି ସେଥିପ୍ରତି ସେମାନେ ଧ୍ୟାନ ଦିଅନ୍ତି ନାହିଁ । ସେମାନେ ବେ-ଆ-ଇ-ନ କିଛି କରିନାହାଁନ୍ତି ।

Leave a Reply

Your email address will not be published. Required fields are marked *