ବଳରାମଙ୍କ କ୍ୟାରେକ୍ଟରକୁ ନେଇ କିଛି ଏମିତି କହିଲେ ନନ୍ଦିନୀର ଭିଣେଇ, ଶୁଣିଲେ ଚମକି ପଡିବେ ଆପଣ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଓଡିଶାରେ ନନ୍ଦିନୀଙ୍କ ଧୋକାବାଜ କାର୍ଣ୍ଣମାର ଚର୍ଚ୍ଚା ଜୋର ସୋରରେ ହେଉଛି । ବିବାହର ଗୋଟେ ଦିନ ପରେ ନନ୍ଦିନୀ ଘର ଛାଡି ଚାଲି ଯାଇଥିଲେ ଆଉ ଏହା ପରେ ତାଙ୍କ ସ୍ଵାମୀ ବଳରାମ ଥାନାରେ ଯାଇ ଅଭିଯୋଗ କରିଥିଲେ । ନନ୍ଦିନୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ବଳରାମ ଓ ତାଙ୍କ ପରିବାର । ଅନ୍ୟ ପକ୍ଷରେ ନନ୍ଦିନୀ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ଉପରେ ହୋଇଥିବା ଅତୟଆଚାର ବିଷୟରେ କହୁଥିବାର ନଜର ଆସୁଛନ୍ତି ।

ତେବେ ବନ୍ଧୁଗଣ ବଳରାମଙ୍କ ଅଭିଯୋଗ ଅନୁସାରେ ଚଉଠି ରାତି ଦିନ ନନ୍ଦିନୀ ନିଜ ଭିଣେଇଙ୍କ ସହ ନ୍ୟୁଅଡ ଭିଡିଓ କଲ୍ କରୁଥିଲେ । ସେ କୌଣସି ବସ୍ତ୍ର ପିନ୍ଧି ନଥିଲେ ଆଉ ନିଜକୁ ଦେଖାଉ ଥିଲେ । ଅନ୍ୟ ପକ୍ଷରେ ଏବେ ସାମ୍ନାକୁ ଆସିଛନ୍ତି ସେହି ଭିଣେଇ ଯାହାଙ୍କ ନାମ ବାରମ୍ବାର ଉଠୁଛି । ବନ୍ଧୁଗଣ ଭିଣେଇ ଏକ ବଡ ବୟାନ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । 

ଭିଣେଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି- ‘ସାର ନନ୍ଦିନୀ ଆସିବାର କାରଣ ହେଉଛି ଯେତେବେଳେ ବାହାଘର ରାତିରେ ସରିଗଲା ଆମେ ସମସ୍ତେ ଉପସ୍ଥିତ ଥିଲୁ ସେଠି । ବାହାଘର ସରିବା ପରେ ଭୋଜିଭାତ ସରିଲା ଆଉ ସେମାନେ ଗଲେ ଶୋଇବା ପାଇଁ । ଚଉଠି ରାତିରେ ପୁଅ ନନ୍ଦିନୀକୁ ଟଅର୍ଚଅର କରିଛି । ସେ ଗୋଟେ 17 ବର୍ଷର ଝିଅ ସାରା ଜୀବନ ପଡିଛି ।

17 ବର୍ଷର ଝିଅଟି ଯେହେତୁ କେମିତି ଶାଆରୀଇରିକ ସପମ୍ପର୍କ ରଖିବେ । ଶାଆରୀଇରିକ ସପମ୍ପର୍କ ରଖିବାକୁ ନନ୍ଦିନୀ ମନା କରିବାରୁ ଜୋର ଜବରଦସ୍ତ ଟଅର୍ଚଅର କରିଛନ୍ତି । ସେ ଶାଆରୀଇରିକ ସପମ୍ପର୍କ ନନ୍ଦିନୀ ସହ ରଖିବା ପାଇଁ ବହୁତ ଟର୍ଚର କରିଛନ୍ତି ହେଲେ ଭଉଣୀ ମନା କରିଲା । ଭଉଣୀ ଆଉ କଣ କରିବ ଭଉଣୀ କହିଲା ପ୍ଳିଜ ତମେ ଏମିତି କରନି ମୋର ତ ବୟସ ବହୁତ କମ ଆଉ ତମେ ମୋତେ ଟଅର୍ଚଅର କରନି ।

ଏତିକି କଥା କହିବା ପରେ ମୋ ଭଉଣୀକୁ ରୁମ ଭିତରେ ସେମାନେ ବାଆଡିଇଆ ବାଆଡେଏଇ କରିଲେ ବଳରାମ ଦାସ’ । ତା ହେଲେ ବନ୍ଧୁଗଣ ଭିଣେଇ ଏଭଳି ଭାବରେ ବଳରାମଙ୍କ ଚରିତ୍ର ଉପରେ ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *