ଭାଇ କରିଲା ଭଉଣୀ ସହ ଏମିତି କାଣ୍ଡ, ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ଅଛନ୍ତି । ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହିତ ସୋ-ସି-ଆ-ଲ ମି-ଡି-ଆ-ରେ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରୁଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ମଜାଦାର ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ଯାହାକୁ ଦେଖି ସମସ୍ତ ଲୋକ ଖୁବ ହସୁ ଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଭା-ଇ-ରା-ଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଗୋଟେ ପରିବାରରେ ଭାଇ ଭଉଣୀଙ୍କ ସମ୍ପର୍କ ବହୁତ ନିବିଡ ରହିଥାଏ । ଭାଇ ଭଉଣୀ ସବୁବେଳେ ପରସ୍ପର ସହ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଭାଇ ବିଷୟରେ କହିବାକୁ ଯାଉ ଯିଏ ତା ଭଉଣୀ ସହ ବହୁତ ବଡ ମଜାକ କରିଦେଇଛି ଯାହାର ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚାରେ ରହିଛି ।

ଭିଡିଓରେ ଭଉଣୀ ଜଣକ ବେଡ ଉପରେ ବସି ନିଜ ପାଦ ସଫା କରୁଛନ୍ତି । ବେଡ ତଳେ ଏକ ପାଣି ପାତ୍ର ରଖି ସେ ପାଣିରେ ନିଜ ପାଦ ସଫା କରୁଛନ୍ତି । ଭଉଣୀ ଜଣକ ଗରମ ପାଣିରେ ଗୋଡ ଧୋଇବା ସମୟରେ ତାଙ୍କ ଭାଇ ଆସି ଗୋଡ ଧରି ଦେଉଛନ୍ତି ଓ ଦୁଇ ଗୋଡକୁ ଧରି ଟା-ଣି ଦେଉଛନ୍ତି ଯାହା ଫଳରେ ଭଉଣୀ ଜଣକ ଗରମ ପାଣିରେ ପଛ ମା-ଡି ପ-ଡି-ଯାଉଛନ୍ତି ।

ଏହା ପରେ ଭଉଣୀ ଜଣକ ନିଜ ଭାଇ ଉପରକୁ ପାଖରେ ଥିବା ଚପଲ ଫୋ-ପା-ଡୁ- ଛ-ନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଭିଡିଓକୁ ଦେଖି ଖୁବ ମଜା ନେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *