ଏମାନେ ହେଲେ ବର୍ଷ 2021 ର 5 ସବୁଠୁ ସୁନ୍ଦର ଟିଭି ହିରୋଇନ, ନମ୍ବର 1 ଙ୍କ ପାଇଁ ତ ପୁରା ଦୁନିଆ ଦିବାନା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ ପ୍ରାୟତଃ ଅଭିନେତ୍ରୀ ଦେଖିବାକୁ ସୁନ୍ଦର ହୋଇଥାନ୍ତି ଏବଂ ସେମାନେ ନିଜ ଅଭିନୟ ସହିତ ସୁନ୍ଦରତା ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି। କିନ୍ତୁ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ସୁନ୍ଦରତା ମାଧ୍ୟମରେ ନିଜ ନାମ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଟପ୍ ଲିଷ୍ଟ ରେ ସାମିଲ କରନ୍ତି।ଏହି ବର୍ଷ ମଧ୍ୟ କିଛି ଏଭଳି ହୋଇଛି।ତେବେ ଆଜି ଆମେ ଆପଣଙ୍କୁ ୨୦୨୧ ର ଟପ୍ ୫ ସୁନ୍ଦର ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

5. ଶିବାଙ୍ଗି ଯୋଶୀ- ବନ୍ଧୁଗଣ ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ଶିବାଙ୍ଗି ଯୋଶୀ’। ଟିଭି ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ରେ ନାଏରା ନାମକ ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଙ୍କ ନାଁ ଏହି ଲିଷ୍ଟ ରେ ସାମିଲ ଅଛି। ଏହି ଅଭିନେତ୍ରୀ ନିଜ ଅଭିନୟ ଏବଂ ସୁନ୍ଦରତା ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି।

ଶିବାଙ୍ଗି ଯୋଶୀ ୨୦୨୧ ର ସୁନ୍ଦର ଅଭିନେତ୍ରୀ ମାନଙ୍କ ଲିଷ୍ଟ ରେ ପ୍ରଥମ ସ୍ଥାନରେ ରେ ଅଛନ୍ତି। ଏହାର କାରଣ ସେ ମେକଅପ ଅପେକ୍ଷା ନାଚୁରାଲ ବ୍ୟୁଟି ରେ ଅଧିକ ଗୁରୁତ୍ୱ ପ୍ରଦାନ କରନ୍ତି। ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ।


4. ଅଦା ଖାଁ- ବନ୍ଧୁଗଣ ଦ୍ଵିତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି ‘ଅଦା ଖାଁ’। ଟିଭି ସିରିଆଲ ‘ନାଗିନ୍’ ରୁ ପ୍ରସିଦ୍ଧ ହୋଇଥିବା ଏହି ଅଭିନେତ୍ରୀ ନିଜର ଅଭିନୟ ସହିତ ନିଜର ସୁନ୍ଦରତା ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି। ଏହି ଅଭିନେତ୍ରୀ ଙ୍କ ଗ୍ଲୋଇଂଗ ଏବଂ ନାଚୁରାଲ ବ୍ୟୁଟି କାରଣରୁ ତାଙ୍କୁ ୨୦୨୧ ର ସବୁଠାରୁ ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରେ ଦ୍ଵିତୀୟ ସ୍ଥାନରେ ରଖା ଯାଇଛି।


୩. ଜାସ୍ମିନ ଭାସିନ- ବନ୍ଧୁଗଣ ତୃତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି ‘ଜାସ୍ମିନ ଭାସିନ’। ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଏହି ଚୁଲବୁଲି ଅଭିନେତ୍ରୀ ନିଜର ସୁନ୍ଦରତା ମାଧ୍ୟମରେ ଦର୍ଶକ ମାନଙ୍କୁ ମୋହିତ କରିଛନ୍ତି। ଏହି କାରଣରୁ ୨୦୨୧ ର ସବୁଠାରୁ ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରେ ଏହି ଅଭିନେତ୍ରୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।


2. ହେଲି ଶାହ- ବନ୍ଧୁଗଣ ଚତୁର୍ଥ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ହେଲି ଶାହ’। ଟିଭି ସିରିଆଲ ‘ଇସ୍କ ମେ ମରଜାୱା’ ରୁ ପ୍ରସିଦ୍ଧି ଲାଭ କରିଥିବା ଏହି ଅଭିନେତ୍ରୀ ନିଜର ଅଭିନୟ ସହିତ ନିଜର ସୁନ୍ଦରତା ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣିବାରେ ସଫଳ ହୋଇଛନ୍ତି ଏବଂ ୨୦୨୧ ର ସବୁଠାରୁ ସୁନ୍ଦର ଅଭିନେତ୍ରୀ ମାନଙ୍କ ଲିଷ୍ଟ ରେ ଏହି ଅଭିନେତ୍ରୀ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି।


1. ନିଆ ଶର୍ମା- ବନ୍ଧୁଗଣ ପଞ୍ଚମ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ନିଆ ଶର୍ମା’।ଟିଭି ସିରିଆଲ ‘ନାଗିନ’ ରୁ ପ୍ରସିଦ୍ଧ ହୋଇଥିବା ଏହି ଅଭିନେତ୍ରୀ ଇଣ୍ଡଷ୍ଟ୍ରୀ ରେ ବର୍ତ୍ତମାନ ନିଜର କାୟା ବିସ୍ତାର କରିଛନ୍ତି। ତାଙ୍କର ଡସ୍କି ବ୍ୟୁଟି କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଛନ୍ତି ଏବଂ ୨୦୨୧ ର ସବୁଠାରୁ ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରେ ଏହି ଅଭିନେତ୍ରୀ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏମାନଙ୍କ ମଧ୍ୟରୁ କିଏ ସବୁଠୁ ଅଧିକ ଭଲ ଅଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *