Bollywood ର ଏହି 5 ଜଣ ହିରୋଇନ ଙ୍କୁ ଟ୍ରାନ୍ସ ପ୍ୟାରେଣ୍ଟ ଡ୍ରେସ ପିନ୍ଧିବା ପଡିଗଲା ମହଙ୍ଗା, ସମସ୍ତଙ୍କ ସାମ୍ନାରେ ହେବାକୁ ପଡିଲା ଲଜ୍ଜିତ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନେତ୍ରୀ ମାନେ ନିଜର ଅଭିନୟ ସହିତ ନିଜର ସୁନ୍ଦରତା ସହିତ ଷ୍ଟାଇଲ ରେ ମଧ୍ୟ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାନ୍ତି। ସୁନ୍ଦର ଏବଂ ଷ୍ଟାଇଲିସ ଦେଖା ଯିବା ପାଇଁ ଏହି ଅଭିନେତ୍ରୀ ମାନେ ହଲିଉଡ଼ ଅଭିନେତ୍ରୀ ଙ୍କୁ ଟକ୍କର ଦେଇଥାନ୍ତି। ଏମାନେ ଏମିତି ପୋଷାକ ପିନ୍ଧନ୍ତି କି ବେଳେବେଳେ ଏହି ଅଭିନେତ୍ରୀ ମାନଙ୍କୁ ନିଜର ଫ୍ୟାସନ ହିଁ ମହଙ୍ଗା ପଡ଼ି ଯାଇଥାଏ ଏବଂ ଚର୍ଚ୍ଚା ର ଶିକାର ହେବାକୁ ପଡ଼ିଥାଏ । ଏମାନଙ୍କୁ ଦର୍ଶକ ବିଭିନ୍ନ ପ୍ରକାରେ ଟ୍ରୋଲିଙ୍ଗ କରିବାକୁ ଲାଗନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି କିଛି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ ତାଙ୍କ ଟ୍ରାନ୍ସ ପ୍ୟାରେଣ୍ଟ ଡ୍ରେସରେ ସ୍ପଟ କରା ଯାଇଥିଲା ଏବଂ ସେହି ଡ୍ରେସ ତାଙ୍କୁ ମହଙ୍ଗା ପଡିଥିଲା। ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ।

୧. ପ୍ରିୟଙ୍କା ଚୋପ୍ରା- ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘ପ୍ରିୟଙ୍କା ଚୋପ୍ରା’ ନିଜ ଷ୍ଟାଇଲ ଓ ଫ୍ୟାସନ ରେ ହଲିଉଡ଼ ଅଭିନେତ୍ରୀ ମାନଙ୍କୁ ମଧ୍ୟ ପଛରେ ପକାଇ ଦିଅନ୍ତି। କିନ୍ତୁ ବେଳେବେଳେ ଏହି ଅଭିନେତ୍ରୀ ନିଜ ଷ୍ଟାଇଲ ଓ ଫ୍ୟାସନ ପାଇଁ ଚର୍ଚ୍ଚା ର ପାତ୍ର ସାଜନ୍ତି। ଥରେ ପ୍ରିୟଙ୍କା ଙ୍କୁ ଏକ ବ୍ଲାକ କଲର ର ଟ୍ରାନ୍ସ ପ୍ୟାରେଣ୍ଟ ଡ୍ରେସ ରେ ଦେଖିବାକୁ ମିଳିଥିଲା। ଏଥିପାଇଁ ତାଙ୍କୁ ଚର୍ଚ୍ଚା ର ଶିକାର ହେବାକୁ ପଡିଥିଲା।

୨. କଟ୍ରିନା କୈଫ- ନିଜ ସୁନ୍ଦରତା ଏବଂ ଅଭିନୟ ଜରିଆ ରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ‘କଟ୍ରିନା କୈଫ’ ଙ୍କ ନାଁ ମଧ୍ୟ ଏହି ଲିଷ୍ଟ ରେ ସାମିଲ ଅଛି। ଏହି ଅଭିନେତ୍ରୀ ଙ୍କୁ ଏୟାରପୋର୍ଟ ପାଖରେ ଏକ ଟ୍ରାନ୍ସ ପ୍ୟାରେଣ୍ଟ ଟପ୍ ର୍ବ ସ୍ପଟ କରା ଯାଇଥିଲା।

୩. କରିନା କପୁର- ନିଜ ଫ୍ୟାସନ ଏବଂ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚା ରେ ଆସୁଥିବା ଅଭିନେତ୍ରୀ ‘କରିନା କପୁର’ ଙ୍କ ନାମ ମଧ୍ୟ ଏହି ଲିଷ୍ଟ ରେ ରହିଛି। ଏହି ଅଭିନେତ୍ରୀ ଙ୍କୁ ଏକ ଟ୍ରାନ୍ସ ପ୍ୟାରେଣ୍ଟ ଟ୍ରାକ ଟପ୍ ରେ ସ୍ପଟ କରା ଯାଇଥିଲା।

୪. ସୁସ୍ମିତା ସେନ୍- ପୂର୍ବରୁ ମିସ ୟୁନିଭର୍ସ ହୋଇଥିବା ଅଭିନେତ୍ରୀ ‘ସୁସ୍ମିତା ସେନ୍’ ଙ୍କୁ ଏକ ଇଭେଣ୍ଟ ରେ ଟ୍ରାନ୍ସ ପ୍ୟାରେଣ୍ଟ ଡ୍ରେସ ରେ ଦେଖିବାକୁ ମିଳିଥିଲା। ଏହି ଡ୍ରେସ କୁ ସେ ବାରମ୍ବାର ସମ୍ଭାଳୁ ଥିବାର ନଜର ଆସିଥିଲେ। ଏହି ଡ୍ରେସ ପିନ୍ଧିବା ପରେ ତାଙ୍କ ଚେହେରା ରେ କୌଣସି ଖୁସି ବା ଚମକ ଦେଖିବାକୁ ମିଳିନଥିଲା। ତାଙ୍କୁ ଏହି ଟ୍ରାନ୍ସ ପ୍ୟାରେଣ୍ଟ ଡ୍ରେସ ରେ ସ୍ପଟ କରାଯାଇଥିଲା।

୫. ମଲ୍ଲିକା ସେରାୱତ୍- ବଲିଉଡ ଇଣ୍ଡଷ୍ଟ୍ରୀ ର ବୋଲ୍ଡ ଅଭିନେତ୍ରୀ ଭାବରେ ପରିଚିତ ‘ମଲ୍ଲିକା ସେରାୱତ୍’ ଙ୍କୁ ଏକ ଇଭେଣ୍ଟ ରେ ଟ୍ରାନ୍ସ ପ୍ୟାରେଣ୍ଟ ଓ ବୋଲ୍ଡ଼ ଡ୍ରେସ ରେ ଦେଖିବାକୁ ମିଳିଥିଲା। ଏଥିପାଇଁ ସେ ଚର୍ଚ୍ଚା ର ଶିକାର ହୋଇଥିଲେ ଏବଂ ତାଙ୍କୁ ବିଭିନ୍ନ ପ୍ରକାର ଆଲୋଚନା ର ସାମ୍ନା କରିବାକୁ ପଡିଥିଲା।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *