ସବୁଠୁ ଅଧିକ ଗର୍ବୀ ଅଟନ୍ତି TV ର ଏହି 5 ଜଣ Actress, ଯିଏ ସେଟ ଉପରେ ହିଁ କରନ୍ତି ଝଗଡା, କେହି ବି ଏମାନଙ୍କ ସହିତ କରିବାକୁ ଚାହାଁନ୍ତି ନାହିଁ କାମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସାମସ୍ତା ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରହିଥାନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଅନସ୍କ୍ରିନରେ ବହୁତ ସଂସ୍କାରୀ ଭୂମିକାରେ ନଜର ଆସନ୍ତି ହେଲେ ରିଅଲ ଲାଇଫରେ ଏମାନେ ବହୁତ ଗର୍ବୀ ଅଟନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଜେନିଫର ବିଙ୍ଗେଟ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ଜେନିଗର ବିଙ୍ଗେଟ । ଆପଣ ମାନେ ସମସ୍ତେ ଜେନିଫରଙ୍କୁ ବହୁତ ଲୋକପ୍ରିୟ ସିରିଏଲରେ ଦେଖିଥିବେ । ଜେନିଫର ବିଙ୍ଗେଟ ଆଜିକୁ ଜଣେ ସଫଳ ଅଭିନେତ୍ରୀ ରୂପେ ପରିଚିତ ଅଛନ୍ତି । ହେଲେ ବନ୍ଧୁଗଣ ଜେନିଫର ବହୁତ ଗର୍ବୀ ସ୍ଵଭାବର ମହିଳା ଅଟନ୍ତି । ବେଳେ ବେଳେ ସେ କ୍ରୋଧରେ କାମ ଛାଡି ଚାଲି ଯାନ୍ତି । ତାଙ୍କୁ ବହୁତ ବୁଝାଇବା ପରେ ସେ ପୁନର୍ବାର ଆସନ୍ତି ।


କରିସ୍ମା ତନା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ କରିସ୍ମା ତନା । କରିସ୍ମା ଏକତା କପୁରଙ୍କ ଫେମସ ସିରିଏଲ ‘କ୍ୟୁ କି ସାଶ ଭି କଭି ବୋହୁ ଥି’ରେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ ହେଲେ ଆଜିକୁ ସେ ଜଣେ ସଫଳ ଅଭିନେତ୍ରୀ । କିନ୍ତୁ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକଙ୍କର ବହୁତ ଗର୍ବ ଅହଂକାର ରହିଛି । କରିସ୍ମା କୌଣସି ଲୋକଙ୍କ ସହ ଭଲ ସେ କଥା ବାରତା କରନ୍ତି ନାହିଁ ।

ହୀନା ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ହୀନା ଖାନ । ହୀନା ଖାନ ଜଣେ ବଲିଉଡ ଅଭିନେତ୍ରୀ ହେବା ସହ ଜଣେ ଟିଭି ଅଭିନେତ୍ରୀ ମଧ୍ୟ ଅଟନ୍ତି । ହୀନା ମଧ୍ୟ ନିଜ ପ୍ରତି ବହୁତ ଗର୍ବ କରନ୍ତି, ଏହାର ପଛରେ ରହିଛି ତାଙ୍କର ସଫଳତା । ସେ ପୂର୍ବରୁ ଏହିପରି ନଥିଲେ ହେଲେ ସଫଳତା ପାଇବା ପରେ ତାଙ୍କ ମନରେ ବହୁତ ଗର୍ବ ଆସିଯାଇଛି । ସେ ବେଳେବେଳେ ମିଡିଆ ସାମ୍ନାରେ ମଧ୍ୟ ନିଜ କ୍ରୋଧର ପଦର୍ଶନ କରିଛନ୍ତି ।

ଦ୍ରୁଷ୍ଟି ଧାମି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଦ୍ରୁଷ୍ଟି ଧାମି । ଆପଣ ମାନେ ସାମସ୍ତେ ଦ୍ରୁଷ୍ଟିଙ୍କୁ ଏକ ସଂସ୍କାରୀ ବୋହୁର ରୂପରେ ଦେଖିଥିବେ । ହେଲେ ବନ୍ଧୁଗଣ ଅସଲ ଜୀବନରେ ଦ୍ରୁଷ୍ଟି ବହୁତ ଗର୍ବ ସ୍ଵଭାବର ମହିଳା ଅଟନ୍ତି । ଯଦି ତାଙ୍କ ସାମ୍ନାରେ କୌଣସି ଲୋକ ଭୁଲ କରିଦିଏ ତା ହେଲେ ସେ ତାକୁ ଉଚିତ ଦଣ୍ଡ ଦେବା ପାଇଁ ପ୍ରସ୍ତୁତ ଥାନ୍ତି ହେଲେ ଦ୍ରୁଷ୍ଟିଙ୍କର କିଛି ଭୁଲ ହୁଏ ତା ହେଲେ ସେ କାମ ଛାଡି ଚାଲିଯାନ୍ତି ।


ନିୟା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ସେକସି ଅଭିନେତ୍ରୀ ନିୟା ଶର୍ମା । ନିୟା ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ନିୟା ମଧ୍ୟ ବହୁତ ଗର୍ବୀ ଓ କ୍ରୋଧୀ ସ୍ଵଭାବର ହୋଇଥାନ୍ତି । ସେ କଥା କଥାରେ କଳାକାର ମାନଙ୍କ ଉପରେ ଚିଲାଇ ଥାନ୍ତି । ସେଥିପାଇଁ ଲୋକମାନେ ନିୟାଙ୍କ ସାମ୍ନାରେ କୌଣସି ଭୁଲ କରିନଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *