TV ଇଣ୍ଡଷ୍ଟ୍ରି ଏହି 5 ଟି ସବୁ ଷ୍ଟାର କପଲ 2020 ରେ ରିଅଲ ଲାଇଫ ରେ କରି ନେଇଛନ୍ତି ବିବାହ, 5 ନମ୍ବର କପଲ ତ ସମସ୍ତଙ୍କ ଫେବରେଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର କିଛି ଏଭଳି ପ୍ରସିଦ୍ଧ କଳାକାର ଙ୍କ ସମ୍ବନ୍ଧରେ କହିବୁ, ଯେଉଁମାନେ ୨୦୨୦ ମସିହାରେ ରିଅଲ ଲାଇଫ ରେ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି। ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ୨୦୨୦ ମସିହା ସମସ୍ତଙ୍କ ପାଇଁ ନିରାଶା ଜନକ ଥିଲା। କିନ୍ତୁ ସେହି ମସିହା ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର କିଛି କଳାକାର ଙ୍କ ଜୀବନରେ ସବୁଠାରୁ ଖାସ ଥିଲା କାରଣ

ସେହି ମସିହାରେ ଏହି ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର କଳାକାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ପ୍ରାୟ ସମୟ ଚର୍ଚ୍ଚା ରେ ଆସିଥିଲେ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି କଳାକାର ଙ୍କ ସମ୍ବନ୍ଧରେ କହିବୁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କଳାକାର ଙ୍କ ସମ୍ବନ୍ଧରେ।

୧. ବନ୍ଧୁଗଣ ଏହି ଲିଷ୍ଟ ରେ ପ୍ରଥମେ ଯେଉଁ କଳାକାର ଙ୍କ ନାମ ଆସୁଛି ସେ ହେଉଛନ୍ତି ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ପୂଜା’ ‘ବାନର୍ଜୀ। ନିଜ ପ୍ରଫେସନ ଲାଇଫ କୁ ନେଇ ଏହି ଅଭିନେତ୍ରୀ ଜଣକ ପ୍ରାୟ ସମୟ ଚର୍ଚ୍ଚା ରେ ଆସନ୍ତି ଏବଂ ତାଙ୍କ ଲଙ୍ଗ ଟାଇମ ବଏଫ୍ରେଣ୍ଡ ‘କୁନାଲ ବର୍ମା’ ଙ୍କୁ ନେଇ ମଧ୍ୟ ଏହି ଅଭିନେତ୍ରୀ ପ୍ରାୟ ସମୟ ଚର୍ଚ୍ଚା ରେ ଆସିଛନ୍ତି। ବନ୍ଧୁଗଣ ଏହି ୨୦୨୦ ମସିହାରେ ଏହି ଦୁଇ ଯୋଡ଼ି କୋର୍ଟ ମ୍ୟାରେଜ କରିଛନ୍ତି।

୨. ବନ୍ଧୁଗଣ ଏହି ଲିଷ୍ଟ ରେ ଦ୍ଵିତୀୟ ରେ ଯେଉଁ କଳାକାର ଙ୍କ ନାମ ଆସୁଛି ସେ ହେଉଛନ୍ତି ‘ୟେ ହେ ଆସିକି’ ସିରିଆଲ ରେ ଲିଡ଼ ରୋଲରେ ଅଭିନୟ କରିଥିବା ଅଭିନେତ୍ରୀ ‘ନୀତି ଟେଲର’। ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ୨୦୨୦ ମସିହାରେ ନିଜ ଲଙ୍ଗ ଟାଇମ ବଏଫେଣ୍ଡ ‘ପରୀକ୍ଷିତ ବୱା’ ଙ୍କୁ ନିଜ ଜୀବନ ସାଥି ବନାଇଥିଲେ। ଏହି ଯୋଡି ଙ୍କ ବିବାହ ୩୦ ଅଗଷ୍ଟ ୨୦୨୦ ମସିହାରେ ଗୁରୁଦ୍ୱାର ରେ ବିବାହ ହୋଇଥିଲା ଏବଂ ବାହାଘର ରେ କେବଳ ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧବ ହିଁ ସାମିଲ ହୋଇଥିଲେ।

୩. ବନ୍ଧୁଗଣ ଅଭିନୟ କ୍ଷେତ୍ରରୁ ସବୁଦିନ ପାଇଁ ବିଦାୟ ନେଇଥିବା ଅଭିନେତ୍ରୀ ‘ସନା ଖାଁ’ ମଧ୍ୟ ଏହି ଲିଷ୍ଟ ରେ ସାମିଲ ଅଛନ୍ତି। ଏହି ଅଭିନେତ୍ରୀ ଜଣକ ଗୁଜୁରାଟ ର ସୁରଟ ରେ ରହୁଥିବା ‘ମୁଫତି ଅନସ’ ଙ୍କୁ ବିବାହ କରିଥିଲେ। ୩୦ ନଭେମ୍ବର ୨୦୨୦ ମାସିହାରେ ଏହି ଦୁଇ ଯୋଡି ଙ୍କ ହଠାତ ବିବାହ ହୋଇଥିଲା ଯାହା ଦେଖି ଦର୍ଶକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ଏହି ସବୁ ତଥ୍ୟ ସ୍ୱୟଂ ସନା ଖାଁ ଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟ ରୁ ମିଳିଥିଲା।

୪. ବନ୍ଧୁଗଣ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଧାରାବାହିକ ‘ମହାଭାରତ’ ରେ ଅର୍ଜୁନ ଙ୍କ ଭୂମିକା ରେ ଅଭିନୟ କରିଥିବା ଅଭିନେତା ‘ଶାହୀର ଶେଖ’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ଏହି ଅଭିନେତା ଜଣକ ମଧ୍ୟ ୨୦୨୦ ମସିହାରେ ନିଜ ଲଙ୍ଗ ଟାଇମ ଗାର୍ଲଫ୍ରେଣ୍ଡ ‘ରୁଚିକା କପୁର’ ଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି। ଆସନ୍ତା ସମୟରେ ଏହି ଯୋଡି ସମ୍ପୂର୍ଣ୍ଣ ବିଧିବିଧାନ ର ସହିତ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି।

୫. ବନ୍ଧୁଗଣ ଟିଭି ରିଆଲିଟି ସୋ ‘ବିଗ ବସ’ ରେ ଥିବା କଣ୍ଟେଷ୍ଟେଣ୍ଟ ‘ଗୌହର ଖାଁ’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯିଏ ଅଭିନେତା ‘କୁସଲ ତଣ୍ଡନ’ ଙ୍କ ସହ ବ୍ରେକଅପ କରିବା ପରେ ପ୍ରାୟ ସମୟ ଚର୍ଚ୍ଚା ରେ ଆସିଥିଲେ। କିନ୍ତୁ ଏହା ପରେ ଅଭିନେତ୍ରୀ ଗୌହର ଖାଁ ଙ୍କ ଜୀବନ ରେ ଆସିଥିଲେ ଡାନ୍ସର ‘ଜୈଦ ଦରବାର’ ଆସିଥିଲେ। ଏହି ଦୁହିଁଙ୍କ ମଧ୍ୟରେ ସଂପର୍କ ଦିନକୁ ଦିନ ଅତ୍ୟନ୍ତ ଘନିଷ୍ଠ ହୋଇଯାଇଥିଲା ଏବଂ ଏହି ଯୋଡି ୨୦୨୦ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହି ଯୋଡି ମଧ୍ୟରୁ କେଉଁ ଯୋଡିଟି ଅଧିକ ଭଲ ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *