Interesting Gk Questions- ମଣିଷ ଶରୀରର କେଉଁ ଅଙ୍ଗ 21 ବର୍ଷ ପର୍ଯ୍ୟନ୍ତ ବଢିଥାଏ ? 99 % ଲୋକଙ୍କୁ ଜଣା ନାହିଁ

ବନ୍ଧୁଗଣ ଆମର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଏହା ଆମକୁ ସମସ୍ତ ସରକାରୀ ଚାକିରି ଏବଂ ଜୀବନ ଜୀବିକାରେ ବହୁତ ସହାୟକ ହୋଇଥାଏ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜିକେ ନେଇ ଆସିଛୁ । ଯାହାକୁ ପଢି ଆପଣ ଏହି ଓଡିଆ ଜିକେ ବିଷୟରେ ଜାଣି ପାରିବେ । ଆପଣ ପଢିବା ପରେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଆପଣ ଏହାର ଜ୍ଞାନ ଦେଇପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ।

୨.ଭାରତ ରେ ପ୍ରଥମେ ରେଳ ଗାଡି କେବେ ଚାଲିଥିଲା ?
ଉତ୍ତର-୧୬ ଏପ୍ରିଲ ୧୮୬୩ ।

୧.ବିଶ୍ୱ ର ସବୁଠୁ ବଡ ମହାଦ୍ବୀପ ର ନାମ କଣ ?
ଉତ୍ତର-ଏସିଆ ।

୩.ଭାରତ ର ପ୍ରଥମ ଖବର କାଗଜ କେଉଁଟି ?
ଉତ୍ତର-ଉଦଣ୍ଡ ମରତାଣ୍ଡ ।

୪.କିଏ ନିଜ ଜିଭ ଦ୍ଵାରା ନିଶ୍ୱାସ ନେଇଥାଏ ?
ଉତ୍ତର-ସାପ ।

୫.କେଉଁ ପକ୍ଷୀ କେବଳ ଭାରତ ରେ ଦେଖାଯାଏ ?
ଉତ୍ତର-ଘରଚଟିଆ ।

୬.ଭାରତ ସମ୍ବିଧାନ ର ଲେଖକ କିଏ?
ଉତ୍ତର-ଡାକ୍ତର ଭୀମରାଓ ଆମ୍ବେଦକର ।

୭.କେଉଁ ଦେଶ ରେ ଇଣ୍ଟରନେଟ ମାଗଣାରେ ମିଳିଥାଏ ?
ଉତ୍ତର-ଡିମାର୍କ ।

୮.କଲମର ଯାଦୁଗର କାହାକୁ କୁହା ଯାଏ ?
ଉତ୍ତର।-ରାମଭଂଜ ବଣିପୁର ।

୯.ଭାରତ ର ପ୍ରଥମ ରେଳ ଷ୍ଟେସନ କାହାକୁ କୁହାଯାଏ ?
ଉତ୍ତର-ଛତ୍ରପତି ଶିବାଜୀ ଟର୍ମିନେଣ୍ଟ ।

୧୦.ପେଟ୍ରୋଲ ର ଆବିଷ୍କାର କିଏ କରିଥିଲେ ?
ଉତ୍ତର-କଲଡ଼ ବେଞ୍ଚ ।

୧୧.ପୁରାଣ ର ସଂଖ୍ୟା କେତେ ?
ଉତ୍ତର-୧୮ ।

୧୨.ଆଜାଦ ହିନ୍ଦ ର ସ୍ଥାପନା କେଉଁଠାରେ ହୋଇଥିଲା ?
ଉତ୍ତର-ସିଙ୍ଗାପୁର ।

୧୩.ସବୁଠାରୁ ବୁଦ୍ଧିମାନ ପଶୁ କିଏ ଅଟେ ?
ଉତ୍ତର-ସିମ୍ପାଜି ।

୧୪.ବିଶ୍ୱର ସବୁଠାରୁ ବଡ ସଂଗ୍ରାଳୟ କେଉଁଟି ଅଟେ ?
ଉତ୍ତର-ବ୍ରିଟିଶ ସଂଗ୍ରାଳୟ ।

୧୫.ବାୟୁମଣ୍ଡଳ ରେ ଅମ୍ଳଜାନ ର ପରିମାଣ କେତେ ଅଟେ ?
ଉତ୍ତର-୨୧% ।

୧୬.ଜଗନ୍ନାଥ ମନ୍ଦିର ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର-ଓଡିଶା ।

୧୭.କେଉଁ ଦେଶରେ ବରଫ ଦ୍ଵାରା ବିଜୁଳୀ ପ୍ରସ୍ତୁତ ହୁଏ ?
ଉତ୍ତର-ଆମେରିକା ।

୧୮.ତେଲେଙ୍ଗାନା ପ୍ରତିଷ୍ଠା ଦିବସ କେବେ ପାଳନ କରାଯାଏ ?
ଉତ୍ତର-୨ ଜୁନ ।

୧୯.ଟ୍ରେନର ଗୋଟେ ଡବାରେ କେତେ ତା ସିଟ ଥାଏ ?
ଉତ୍ତର-୭୨ ଟି।

୨୦.ଭାରତର କେଉଁ ନଦୀରେ ହୀରା ମିଳେ ?
ଉତ୍ତର-କ୍ରୀଷ୍ଣା ନଦୀ ।

୨୧.ତାଜମହଲ ତିଆରି କରିବାରେ କେତେ ଜଣ ଶ୍ରମିକ ଦରକାର ହୋଇଥିଲା ?
ଉତ୍ତର-୨୦,୦୦୦ ।

୨୨.କେଉଁ ପାରିବ ଖାଇବା ଦ୍ଵାରା ରକ୍ତ ସଫା ହୋଇଥାଏ ?
ଉତ୍ତର-କଲରା ।

୨୩.ବିଶ୍ଵ ଶ୍ରମିକ ଦିବସ କେବେ ପଡିଥାଏ ?
ଉତ୍ତର-୧ ମଇ ।

୨୪.ବ୍ୟାଙ୍କ ର ବ୍ୟାଙ୍କ କାହାକୁ କୁହାଯାଏ ?
ଉତ୍ତର-ଆର.ବି.ଆଇ।

୨୫.ଗୋରଖନାଥ ମନ୍ଦିର ଭାରତ ର କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର-ଉତ୍ତର ପ୍ରଦେଶ।

୨୬.ବିଶ୍ୱର ସବୁଠୁ ଛୋଟ ପକ୍ଷୀ କିଏ ଅଟେ ?
ଉତ୍ତର-ହମିଙ୍ଗ ବାର୍ଡ ।

୨୭.ବିଶ୍ୱର ସବୁଠୁ ସୁରକ୍ଷିତ ଦେଶ କେଉଁଠି ?
ଉତ୍ତର- ଆଇ ଲ୍ୟାଣ୍ଡ ।

୨୮.କେଉଁ ପଶୁ ମୁହଁ ଦ୍ଵାରା ପାଣି ପିଏନାହିଁ ?
ଉତ୍ତର-ବେଙ୍ଗ ।

୨୯.ମନୁଷ୍ୟ ଶରୀରରେ କେଉଁ ଅଙ୍ଗ ୨୧ବର୍ଷ ଯାଏ ବଢିଥାଏ ?
ଉତ୍ତର-ଅଣ୍ଟାର ହାଡ ।

୩୦.ଷ୍ଟିଲର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର-ବ୍ରିଟେନ ।

୩୧.ଭାରତର ପ୍ରଥମ ମୁକ ଚଳଚିତ୍ର ଭାବେ କେଉଁ ଚଳଚିତ୍ର ପରିଚିତ ?
ଉତ୍ତର-ରାଜା ହରିଶ୍ଚନ୍ଦ୍ର

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *