Jyotish Shastra- ସବୁଠୁ ଅଧିକ ପବିତ୍ର ହୋଇଥାନ୍ତି ଏହି 4 ଟି ନାମ ର ଝିଅ, କଣ ଆପଣଙ୍କ ପାର୍ଟନର ଙ୍କ ନାମ ଅଛି ଏଥିରେ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମ ରେ ଶାସ୍ତ୍ର କୁ ପ୍ରାୟତଃ ଅନେକ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ ।

ଶାସ୍ତ୍ର ଅନୁସାରେ ଆମେ ଆମ ନାମ ରୁ ଆମର ସ୍ଵଭାଵ ସମ୍ପର୍କରେ ଜାଣି ପାରିଥାଉ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନ ରେ ନିଜ ନାମ ର ବହୁତ ମହତ୍ତ୍ୱ ଅଛି । ମନୁଷ୍ୟ ପ୍ରତ୍ୟେକ ସ୍ଥାନ ରେ ନିଜ ନାମ ଓ କାମ ଦ୍ୱାରା ପରିଚିତ ହୋଇଥାଏ ।

ମନୁଷ୍ୟ ଯେତେବେଳେ ଜନ୍ମ ହୋଇଥାଏ ସେତେବେଳେ ପ୍ରଥମେ ତାର ନାମ କରଣ କରାଯାଇଥାଏ । ଏହି ନାମ କରଣ ବ୍ୟକ୍ତି ର ଜନ୍ମ ସମୟ ,ତିଥି,ବାର ନକ୍ଷେତ୍ର କୁ ବିଚାର କରି କରାଯାଇଥାଏ । ତେବେ ଶାସ୍ତ୍ର ଅନୁସାରେ ଏପରି କିଛି ନାମ ର ମହିଳା ମାନେ ଅଛନ୍ତି ଯେଉଁ ମାନେ ବହୁତ ପବିତ୍ର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ନାମ ର ମହିଳା ମାନେ ବହୁତ ପବିତ୍ର ହୋଇଥାନ୍ତି ।

R ନାମର ମହିଳା-ବନ୍ଧୁଗଣ ଏହି ନାମ ରୁ ଆରମ୍ଭ ହେଉଥିବା ମହିଳା ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସବୁବେଳେ ଖୁସି ରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ସମସ୍ତ ପରିସ୍ଥିତି ରେ ଖୁସି ରେ ରହିବାର ଉପାୟ ମଧ୍ୟ ଜାଣିଛନ୍ତି । ଏହି ନାମ ର ଝିଅ ମାନେ ନିଜ ପତି ଓ ପରିବାର ର ବହୁତ ଯତ୍ନ ନେଇଥାନ୍ତି । ଏମାନେ ସମସ୍ତ ଙ୍କୁ ବହୁତ ଭଲ ପାଇଥାଆନ୍ତି । ଏମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ।

K ନାମ ର ମହିଳା-ଏହି ନାମ ର ମହିଳା ମାନେ ରୂପ ରେ ଗୁଣ ରେ ବହୁତ ଭଲ ହୋଇଥାନ୍ତି । ଏମାନେ ନିଜର ସୌନ୍ଦର୍ଯ୍ୟ ମାଧ୍ୟମରେ ସମସ୍ତ ଙ୍କୁ ଆକର୍ଷିତ କରିପାରନ୍ତି । ଏହି ନାମ ର ମହିଳା ମାନେ କୌଣସି ବି ପରିସ୍ଥିତି ରେ ଭାଙ୍ଗି ପଡି ନ ଥାନ୍ତି । ଏମାନେ ସବୁବେଳେ ଧର୍ଯ୍ୟ ର ସହିତ ସବୁ କାମ କୁ କରିଥାନ୍ତି । ଧର୍ଯ୍ୟ ର ସହିତ ସବୁ କାର୍ଯ୍ୟ କରୁଥିବାରୁ ଏମାନେ ସବୁ କାର୍ଯ୍ୟ ରେ ସଫଳ ହୋଇଥାନ୍ତି । ଏମାନେ ଦୁଖଃ ହେଉ କିମ୍ବା ସୁଖ ସମସ୍ତ ମୁହୂର୍ତ୍ତରେ ନିଜ ପରିବାର ସହିତ ହିଁ ରହିଥାନ୍ତି । ଏମାନେ ବହୁତ ପବିତ୍ର ହୋଇଥାନ୍ତି ।

T ନାମ ର ମହିଳା-ଏହି ନାମ ର ମହିଳା ମାନେ ସ୍ଵଭାଵ ରୁ ବହୁତ ଭଲ ହୋଇଥାନ୍ତି । ଏମାନେ ରୂପ ରେ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସବୁବେଳେ ଖୁସି ରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜେ ଖୁସି ରେ ରହିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ବହୁତ ଖୁସି ରେ ରଖିଥାନ୍ତି । ଏମାନେ ସମାଜ ରେ ଜଣେ ସମ୍ମାନୀୟ ନାରୀ ଭାବେ ପ୍ରତିଷ୍ଠିତ ହୋଇଥାନ୍ତି । ଏମାନେ ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *