Rupa ଏମିତି ରାଗିଗଲେ Pintu ଙ୍କ ଉପରେ, ଭିଡିଓ ଦେଖିଲେ ହସି ହସି ଗଡିଯିବେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯାହା ମଧ୍ୟରେ ଲୋକମାନେ ଫେମସ ହୋଇପାରିବେ ।

ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଏକ ଦମ୍ପତ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଅତି କମ ସମୟରେ ସୋସିଆଲ ମିଡିଆ ଦ୍ଵାରା ଅଧିକ ଲୋକପ୍ରିୟତା ହାସଲ କରିପାରିଛି । ଆପଣ ମାନେ ସମସ୍ତେ ୟୁଟ୍ୟୁବରେ ରୂପା ପିଣ୍ଟୁ ଖୁସି ଚ୍ୟାନେଲ ନିଶ୍ଚୟ ଦେଖିଥିବେ । ଏହି ଚ୍ୟାନେଲରେ ରୂପା ଓ ପିଣ୍ଟୁ ନିଜ ଆଲବମ ଭିଡିଓ ଅପଲୋଡ କରନ୍ତି ।

ଏହା ସହ ଏହି ଚ୍ୟାନେଲରେ ଏହି ଦୁଇଜଣଙ୍କର ଲାଇଫ ଷ୍ଟାଇଲ ଏବଂ ବ୍ଲଗିଙ୍ଗ ଭିଡିଓ ଅପ୍ଲୋଡ ହୁଏ । ଉଭୟ ରୂପା ଓ ପିଣ୍ଟୁ ମିଶି ଅନେକ ମଜାଦାର ଭିଡିଓ ମଧ୍ୟ ଅପଲୋଡ କରନ୍ତି । ଲୋକମାନେ ଏହି ଦୁଇଜଣଙ୍କୁ ବହୁତ ସ୍ନେହ ଓ ଭଲ ପାଇବା ଦେଇଛନ୍ତି । ବନ୍ଧୁଗଣ ଗତ ୮ ମାସ ପୂର୍ବରୁ ରୂପା ପିଣ୍ଟୁଙ୍କ ପ୍ରଥମ ଆଲବମ ଭିଡିଓ ରିଲିଜ ହୋଇଥିଲା ଯାହାର ନାମ ଥିଲା ‘ଧନ୍ୟବାଦ’ ।

https://www.youtube.com/watch?v=OvFLYOfIFHI

ଏହାର ତିନି ମାସ ପରେ ଆଉ ଗୋଟେ ଆଲବମ ରିଲିଜ ହୋଇଥିଲା ଯାହାର ନାମ ଥିଲା ‘ତୁ ମୋ ମନର ସରକାର’ । ଏହାର ତିନି ମାସ ପରେ ଆଉ ଗୋଟେ ଆଲବମ ରିଲିଜ ହୋଇଥିଲା ଯାହାର ନାମ ଥିଲା ‘ଓଢଣି ପଡିଛି ନାଲି’ । ଏପରି ଆଲବମ ଭିଡିଓ କରି ସେ ଲୋକ ମାନଙ୍କ ମନ ଜିତି ପାରିଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ରୂପା ଓ ପିଣ୍ଟୁଙ୍କର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓରେ ପିଣ୍ଟୁ ରୂପାଙ୍କ ସହ ଲାଗୁ ଥିବାର ନଜର ଆସୁଛନ୍ତି । ସେହି ସମୟରେ ପିଣ୍ଟୁଙ୍କ ଉପରେ ରୂପା ରାଗି ଯାଉଛନ୍ତି ଆଉ ତା ପରେ ସେ ଯାହା କରୁଛନ୍ତି ଆପଣ ଦେଖିଲେ ନିଜ ହସ ରୋକିପାରିବେ ନାହିଁ । ତେବେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *