Interesting Gk Questipns- ଏମିତି କେଉଁ କାମ ଅଛି ଯାହା ପୁଅ କଲେ ମା’କୁ ଖରାପ ଲାଗିଥାଏ କିନ୍ତୁ ଜ୍ଵାଇଁ କରେ ବହୁତ ଭଲ ଲାଗିଥାଏ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

1. ବୃକ୍ଷରେ ହେଉଥିବା ବିଶ୍ଵର ସବୁଠାରୁ ବଡ ଫଳର ନାମ କଣ ?

ଉତ୍ତର- ବୃକ୍ଷରେ ହେଉଥିବା ବିଶ୍ଵର ସବୁଠାରୁ ବଡ ଫଳର ନାମ ହେଉଛି ପଣସ ।

2. ସଂସାରର ସବୁଠାରୁ ବଡ କଇଁଛ କେଉଁଠି ଦେଖିବାକୁ ମିଳିଥାଏ ?

ଉତ୍ତର- ସଂସାରର ସବୁଠାରୁ ବଡ କଇଁଛ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ ।

3. ଆଧୁନିକ ଯୁଗର ମୀରା ନାମରେ କିଏ ପରିଚିତ ଅଛନ୍ତି ?

ଉତ୍ତର- ଆଧୁନିକ ଯୁଗର ମୀରା ନାମରେ ମହାଦେବୀ ବର୍ମା ପରିଚିତ ଅଛନ୍ତି ।

4. ସ୍କର୍ବି ରୋଗ କେଉଁ ଭିଟାମିନ ଅଭାବରୁ ହୋଇଥାଏ ?

ଉତ୍ତର- ସ୍କର୍ବି ରୋଗ ଭିଟାମିନ C ଅଭାବରୁ ହୋଇଥାଏ ।

5. ୟୁରିଆ ଶରୀରର କେଉଁ ଅଙ୍ଗରେ ପ୍ରସ୍ତୁତ ହୋଇଥାଏ ?

ଉତ୍ତର- ୟୁରିଆ ଶରୀରର ଲିବାରରେ ପ୍ରସ୍ତୁତ ହୋଇଥାଏ ।

6. କେଉଁ ପକ୍ଷୀ ନିଜ କାନରୁ ସବୁ ଦେଖିପାରେ ?

ଉତ୍ତର- ବାଦୁଡି ନିଜ କାନ ଦ୍ଵାରା ସବୁ କିଛି ଦେଖିପାରେ ।

7. ଗୁଗଲର ସ୍ଥାପନା କେବେ ହୋଇଥିଲା ?

ଉତ୍ତର- ଗୁଗଲର ସ୍ଥାପନା 4 ସେପ୍ଟେମ୍ବର 1998 ମସିହାରେ ହୋଇଥିଲା ।

8. ଦୁନିଆରେ ସବୁଠାରୁ ଶସ୍ତା ମୁଦ୍ରା କେଉଁ ଦେଶର ଅଟେ ?

ଉତ୍ତର- ଦୁନିଆରେ ସବୁଠାରୁ ଶସ୍ତା ମୁଦ୍ରା ଭିଏତନାମ ଦେଶର ଅଟେ ।

9. ହାତୀ କେଉଁ ରଙ୍ଗକୁ ଦେଖିଲେ ରାଗି ଯାଏ ?

ଉତ୍ତର- ହାତୀ ହଳଦିଆ ରଙ୍ଗକୁ ଦେଖିଲେ ରାଗି ଯାଏ ।

10. ଗ୍ରୀନ ପାର୍କ ଷ୍ଟାଡିୟମ କେଉଁଠି ଅଛି ?

ଉତ୍ତର- ଗ୍ରୀନ ପାର୍କ ଷ୍ଟାଡିୟମ କାନପୁରରେ ଅଛି ।

11. ଆଧୁନିକ ଯୁଗର ତୁଳସୀ କାହାକୁ କୁହାଯାଏ ?

ଉତ୍ତର- ମେଥଲିଶରଣ ଗୁପ୍ତଙ୍କୁ ଆଧୁନିକ ଯୁଗର ତୁଳସୀ କୁହାଯାଏ ।

12. ଭାରତର ବିତ୍ତୀୟ ବର୍ଷ କେବେ ପ୍ରାରମ୍ଭ ହୋଇଥାଏ ?

ଉତ୍ତର- ଭାରତର ବିତ୍ତୀୟ ବର୍ଷ 1 ଏପ୍ରିଲରୁ ପ୍ରାରମ୍ଭ ହୋଇଥାଏ ।


13. ସଂସାରର ସବୁଠାରୁ ବଡ ମହାକାବ୍ୟର ନାମ କଣ ?

ଉତ୍ତର- ସଂସାରର ସବୁଠାରୁ ବଡ ମହାକାବ୍ୟର ନାମ ହେଉଛି ମହାଭାରତ ।

14. ନେପାଳରେ କେତୋଟି ଜିଲ୍ଲା ଅଛି ?

ଉତ୍ତର- ନେପାଳରେ 78ଟି ଜିଲ୍ଲା ଅଛି ।

15. ଜଣେ ମା ପାଇଁ ତାହା କେଉଁ ଜିନିଷ ଅଟେ ଯାହା ପୁଅ କରିଲେ ତାକୁ ଖରାପ ଲାଗିଥାଏ ହେଲେ ଜ୍ଵାଇଁ କରିଲେ ତାକୁ ବହୁତ ଭଲ ଲାଗିଥାଏ ?

ଉତ୍ତର- ସ୍ତ୍ରୀର ଗୁଲାମି ।

Leave a Reply

Your email address will not be published. Required fields are marked *