‘ଝିଅ ଆମର ନୂଆ ବୋହୁ’ ସିରିଏଲ ର ଆକ୍ଟର Abhijit Das ଙ୍କ Family & Biograohy

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଟିଭି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅଭିଜିତ ଦାସ । ଆପଣ ମାନେ ସମସ୍ତେ ଅଭିଜିତଙ୍କୁ ଓଡିଆ ଲୋକପ୍ରିୟ ଧାରାବାହିକ ‘ଝିଅ ଆମରଫା ନୂଆ ବୋହୁ’ରେ ନିଶ୍ଚୟ ଦେଖିଥିବେ ।ଏହି ସିରିଏଲରେ ଅଭିଜିତ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଛନ୍ତି । ଅଭିଜିତଙ୍କ ଦମଦାର ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି ଓ ଏହି ସିରିଏଲରେ ଅଭିନୟ କରି ଅଭିଜିତ ସୁନାମ ଅର୍ଜନ କରିଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଅଭିଜିତ ଦାସଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣି ଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିଜିତ ଦାସଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଓଡିଶାର ଲୋକପ୍ରିୟ ଅଭିନେତା ଅଭିଜିତ ଦାସଙ୍କ ଜନ୍ମ ଓଡିଶା ଭୁବନେଶ୍ଵରରେ ହୋଇଥିଲା । ପିଲା ଦିନରୁ ଅଭିଜିତଙ୍କୁ ଅଭିନୟରେ ବହୁତ ରୁଚି ଥିଲା । ଅଭିଜିତ ନିଜ ଅଭିନୟ କାରିୟରର ଆରମ୍ଭ ୨୦୧୯ ମସିହାରେ ଆସିଥିବା ଓଡିଆ ଫିଲ୍ମ ‘ଅଜବ ସଞ୍ଜୁ ର ଗଜବ ଲଭ’ରୁ କରିଥିଲେ । ଏହା ପରଠାରୁ ଅଭିଜିତ କେବେ ପଛକୁ ବୁଲି ଚାହିଁ ନାହାନ୍ତି । ଏବେ ଅଭିଜିତ ତରଙ୍ଗ ଟିଭିର୍ତେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିଏଲ ‘ଝିଅ ଆମର ନୂଆ ବୋହୁ’ରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ।

ବନ୍ଧୁଗଣ ଅଭିଜିତ ତାଙ୍କ ମା, ବାପା, ବଡ ଭାଇ, ଭାଉଜ ଓ ନିଜ ଧର୍ମ ପତ୍ନୀଙ୍କ ସହ ରୁହନ୍ତି । ଅଭିଜିତଙ୍କ ଧର୍ମ ପତ୍ନୀଙ୍କ ନାମ ହେଉଛି ନୀଳିମା ଦାସ । ଅଭିଜିତ ଓ ନୀଳିମା ୨୦୨୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏବେ ଅଭିଜିତ ତାଙ୍କ ପରିବାର ସହ ବହୁତ ଖୁସିରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ଅଭିଜିତ ଦାସ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *