ଋତୁଶ୍ରାବକୁ ନେଇ କିଛି ଏମିତି କହିଲେ କମେଡି କିଙ୍ଗ Papu Pom Pom, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଦମଦାର ଅଭିନୟ ନିଜ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପପୁ ପମ ପମ । ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ପପୁ ପମ ପମଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ପପୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ କାମ କରି ପପୁ ସଫଳତା ପାଇଛନ୍ତି ।

ଆମ ଓଡିଶାରେ ପପୁଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ପପୁ ନିଜ ଜବରଦସ୍ତ କମେଡି ଦ୍ଵାରା ସାରା ଓଡିଶା ବାସୀଙ୍କ ମନ ଜିତିଛନ୍ତି ଓ ପପୁ ନିଜ କମେଡି ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ପପୁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ଏହି ଭିଡିଓଟି ଯେତିକି ମନୋରଞ୍ଜନ ଭିତିକ ଷ୍ଟିତିକି ଶିଖିବା କଥା ମଧ୍ୟ ରହିଛି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ପପୁଙ୍କ ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ପପୁଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି ଯାହାର ନାମ ହେଉଛି ପପୁ ପମ ପମ କ୍ରିଏସନ । ଏହି ଚ୍ୟାନେଲରେ ପପୁ ସାର ହୋଇ ଅନେକ କଥା ବିଷୟରେ ଆଲୋଚନା କରନ୍ତି । ତେବେ ଏହି ଭିଡିଓରେ ପପୁ ଋତୁସ୍ରାବ ବିଷୟରେ ଆଲୋଚନା କରିଛନ୍ତି ।

ବନ୍ଧୁଗଣ ଋତୁସ୍ରାବ ହେଉଛି ଏକ ସାଧାରଣ କଥା ଏହା ପ୍ରତ୍ୟକ ଝିଅଙ୍କର ହୋଇଥାଏ । ସମସ୍ତ ମହିଳା ଓ ପୁରୁଷ ଋତୁସ୍ରାବ ବିଷୟରେ ଜାଣିବା ନିହାତି ଆବଶ୍ୟକ । ଆଗ କାଳରେ ତ ଲୋକମାନେ ଏ ସବୁ ବିଷୟରେ ଅଧିକ କିଛି ଜାଣି ନଥିଲେ ହେଲେ ଏବେ ଡିଜିଟାଲ ଦୁନିଆ ହେତୁ ଲୋକମାନେ ବହୁତ କିଛି ଜାଣି ପାରୁଛନ୍ତି । ତେବେ ଏହି ଭିଡିଓରେ ପପୁ ଋତୁସ୍ରାବ ବିଷୟରେ ଆଲୋଚନା କରୁଛନ୍ତି । ଆପଣ ମାନେ ବି ଏହି ଭିଡିଓଟିକୁ ଦେଖନ୍ତୁ ଓ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *