‘ଏଠି କି ଯାତ୍ରା ଚାଲିଛି, ତମକୁ କ’ଣ ଆଉ କେହି ମିଳୁନାହାଁନ୍ତି..୪୦ ବର୍ଷର ବୁଢୀକୁ ଭଲ ପାଉଛ..କହୁଛ କଣ ନା…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଟୁଙ୍ଗୁରୁ ଭୋଳ ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ ବର୍ତମାନ ସମୟରେ ଓଡିଶା ରେ ସେନସେସନ୍ ପାଲଟିଛନ୍ତି ଟୁଙ୍ଗୁରୁ ଭୋଳ । ସେମିତି ରେ ବର୍ତମାନ ସମୟ ରେ ସେ ଏକ ମ୍ୟୁଜିକ୍ ଭିଡିଓ ରେ ନଜର ଆସିଛନ୍ତି । କାରଣ ବହୁତ ଦିନ ରୁ ଚାରିଆଡେ କେବଳ ଟୁଙ୍ଗୁରୁ ଭୋଳ ର ଚର୍ଚ୍ଚା । ତେବେ ଓଡିଶା ରେ ଏମିତି କୈଣସି ଗଣ ମାଧ୍ୟମ ନଥିବେ ଯେଉଁ ମାନେ ଟୁଙ୍ଗୁରୁ ଭୋଳ ଙ୍କୁ ନେଇ ନିଜର ଏକ କାହାଣୀ କରି ନଥିବେ ।

ସେହି ପରି ଟୁଙ୍ଗୁରୁ ଭୋଳ ଙ୍କୁ ନେଇ ସାକ୍ଷାତ କାର ନେବାରେ ସାମ୍ବାଦିକ କରୁଥିବା ପ୍ରତିଯୋଗିତା ରୁ ଗୋଟିଏ କଥା ହିଁ ସ୍ପଷ୍ଟ ରି ହେଉଛି ଯେ ବର୍ତ୍ତମାନ ସମୟ ରେ ଓଡିଶା ରେ ଟୁଙ୍ଗୁରୁ ଭୋଳ ଙ୍କୁ ନେଇ କେତେ ରୁଚି ରଖିଛି । ଏହା କେବଳ ଲାଗୁଥିଲା ହେଲେ ବର୍ତ୍ତମାନ ସମୟ ରେ ବର୍ଷା ଭୋଳ ଙ୍କ ବାଇଟ ନେବା ପରେ ଏବଂ ଭାଇରଲ ହେବା ପରେ ଲୋକ ମାନେ ଏବେ ପୁଣି ଥରେ ଟୁଙ୍ଗୁରୁ ଭୋଳ ଠାରୁ ମୁହଁ ଫେରେଇ ବର୍ଷା ଭୋଳ ଙ୍କ ଆଡକୁ ଦେବାରେ ଲାଗିଲେଣି ।

ତେବେ ଏବେ ବର୍ଷା ଭୋଳ ମଧ୍ୟ ଭାଇରଲ ହେବାରେ ଲାଗିଛନ୍ତି । ଜାହାଙ୍କ ଆଲବମ୍ ର ସୁଟିଂ ଏବେ ହେବାରେ ଲାଗିଛି । ଯେଉଁ ଆଲବମ୍ ର ନାମ ବର୍ଷା କାନ୍ଦୁଛି ଟୁଙ୍ଗୁରୁ ପାଇଁ ବୋଲି ରହିଛି । ତେବେ ଏହି ଭିଡ଼ିଓ ର ସୁଟିଂ ସରିଥିବା ବେଳେ ଆଗାମୀ ସମୟ ରେ ଏହା ଇୟୁଟ୍ୟୁବ ରେ ଆପଣ ମାନେ ପାଇଯିବେ ।

ସେହି ପରି ବେଳେ ବର୍ତମାନ ସମୟ ଏହାକୁ ନେଇ ବର୍ଷା ଙ୍କୁ ନ୍ୟୁଜ୍ ବାଇଟ ପଚରା ଜାଇ ଥିବା ବେଳେ ସେ ଆଗକୁ ତାଙ୍କର ହାତରେ ଏମିତି ବହୁତ ଆଲବମ୍ ରହିଛି ବୋଲି ସେ ସୂଚନା ଦେଇଛନ୍ତି ଜାହାର ସୁଟିଂ ସେ ବହୁତ ଜଲ୍ଦି କରିବାକୁ ଯାଉଛନ୍ତି । ସେ ବର୍ତ୍ତମାନ ନିଜକୁ ଏକ ବଡ଼ ସେଲିବ୍ରେଟି ବୋଲି ମଧ୍ୟ କହିବାରେ ଲାଗିଲାଣି । ତେବେ ବର୍ତ୍ତମାନ ଏହି ବିଷୟରେ ମଧୁମିତା ରଥ ମ୍ୟାଡାମ ନିଜର ମତ ରଖିଛନ୍ତି ।


ତେବେ ସେ କହିଛନ୍ତି କି ଏହି ଘଟଣା ରେ ସବୁଠାରୁ ଅଧିକ ଭୁଲ ହେଉଛି ସେହି ମହିଳା ର ତେବେ ଜଣେ ୨୧ ବର୍ଷୀୟ ପୁଅ ର ବୁଦ୍ଧି ନଥାଏ କିନ୍ତୁ ସେହି ମହିଳା ଜଣଙ୍କର ତ ଅଛି । ଦୁଇ ଦୁଇଟା ଛୁଆ ର ମାଆ ସେ । ତେବେ ଯିଏ ନିଜ ପିଲା ଛୁଆ ଙ୍କର ହୋଇ ପାରୁ ନାହିଁ ଯିଏ ନିଜ ସ୍ୱାମୀ କୁ ଛାଡି ପଳେଇ ଆସୁଛି ତାକୁ ଆଉ କଣ କହି ପାରିବ । ତେବେ ସେମାନେ ତ ଏହିଭଳି କାମ କରି ମିଡ଼ିଆ ଆଗରେ କି ଖୁସି ହେଉଛି ଆଇଲଭୟୁ କହୁଛି ନାଚୁଛି । ତେବେ ଏଭଳି ମହିଳା କୁ ଲଜ୍ଜା ଲାଗିବା କଥା ।

ତେବେ ଏହା ଛଡା ବର୍ତ୍ତମାନ ତ କମ ବୟସର ପିଲାମାନେ ସବୁ ଆଣ୍ଟି ମାନଂକୁ ଭଲ ପାଇବେ ଏବଂ ନିଜ ମାଉସୀ,ପିଉସୀ, ନିଜ ମାଆ ଙ୍କୁ ମଧ୍ୟ ଛାଡିବେ ନାହିଁ । ତେବେ ଆମ ସଂସ୍କୃତି କୁ ନେଇ ଗୀତ କରନ୍ତୁ ଏଭଳି ଅସାମାଜିକ କାର୍ଯ୍ୟ କୁ ନେଇ ଗୀତ କଣ ପାଇଁ କରାଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *