ରୋଡ ମଝିରେ ହୀରୋ Rajesh ଙ୍କୁ କାହିଁକି ମାରିଲେ ହିରୋଇନ Riya, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ରିୟା ଦେ ଓ ଓଡିଆ ଅଭ୍ହିନେତା ରାଜେସଙ୍କ ବିଷୟରେ କହିବାକୁ ଯାଉଛୁ ।

ଏହି ଦୁଇଜଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଏହି ଦୁଇଜଣ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ପାଇଁ ବହୁତ ଚର୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ ଏହି ଦୁଇଜଣଙ୍କର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଓ ଆପଣ ମାନେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କର ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ଭା-ଇ-ରା-ଲ ହେଉଥିବା ଭିଡିଓରେ ରିୟା ଓ ରାଜେସ ପରସ୍ପର ସହ ଫା-ଇ-ଟ କରୁଥିବାର ନଜର ଆସୁଛନ୍ତି । ସେହି ସମୟରେ କିଛି ଲୋକ ଆସି ଉଭୟଙ୍କୁ ଅଟକାଉ ଛନ୍ତି ଓ ଜଣେ ଲୋକ ଆସି ଉଭୟଙ୍କୁ ବୁଝାଉଛି ।

ଅଧିକାଂଶ ଲୋକ ଏହାକୁ ରି-ଅ-ଲ ଫା-ଇ-ଟ ଭାବୁଛନ୍ତି କିନ୍ତୁ ବନ୍ଧୁଗଣ ସେମିତି କିଛି ନୁହେଁ ଏହା ହେଉଛି ଏହି ଦୁଇଜଣଙ୍କର ଆସୁଥିବା ଫିଲ୍ମର ଏକ ସିନ ଯାହାକୁ ନେଇ ଏବେ ଚର୍ଚା ଜୋର ସୋର ଧ-ରି-ଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରିୟା ଓ ରାଜେସଙ୍କ ଫା-ଇ-ଟ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *